ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ତେବେ ପ୍ରଥମ ବଡ ଖବର ଟି ହେଲା ମାଲାମାଲ ହେବେ ରାସନ କାର୍ଡ ଧାରୀ ଏବେ ଚାଉଳ , ଗହମ ସହିତ ଏହି ସାମଗ୍ରୀ ମଧ୍ୟ ମିଳିବ ମାଗଣା । ଜାରି ହେଲା ନୂଆ ନିର୍ଦ୍ଧେଶ ରାସନ କାର୍ଡ ହୀତାଧିକାରୀ ମାନଙ୍କ ପାଇଁ ଆସିଛି ଆଉ ଏକ ବଡ ଖୁସୀ ଖବର ଯଦି ଆପଣ ମାନେ ମାଗଣା ରାସନ ସେବା ର ଫାଇଦା ଉଠାଉଛନ୍ତି । ତେବେ ସରକାର ଏବେ ଆପଣ ମାନଙ୍କ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରସ୍ତୃତ କରିବା ପାଇଁ ଯାଉଛନ୍ତି । ଯାହା ଫଳ ରେ ମାଗଣା ଗହମ ଚାଉଳ ସହିତ ଆଉ କିଛି ସାମଗ୍ରୀ ଆପଣ ମାନଙ୍କୁ ମାଗଣା ରେ ମିଳିବ । ଏହା ସହିତ ଅନ୍ୟାନ ସାମଗ୍ରୀ ଆପଣ ମାନେ ଅତି କମ୍ ମୂଲ୍ୟରେ ପାଇଯିବେ ।
ତେବେ ଖାଦ୍ୟ ମନ୍ତ୍ରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଙ୍କ ସହିତ ରାଜ୍ୟ ସରକାର ଙ୍କ ପକ୍ଷ ରୁ ବି ଅନେକ ସୁବିଦା ଯୋଗେଇ ଦିଆଯାଉଛି । ଏହି ପର୍ଯ୍ୟାୟ ଉତ୍ତରାଖଣ୍ଡ ସରକାର 23 ଲକ୍ଷ ପରିବାର କୁ ମାଗଣା ରାସନ ବ୍ୟତିକ କମ୍ ମୂଲ୍ୟ ର ଚିନି ଏବଂ ଲୁଣ ଯୋଗେଇ ଦେବାକୁ ଯୋଜନା କରୁଛନ୍ତି । ପ୍ରତ୍ୟୋକ ରାସନ କାର୍ଡ ଧାରୀ ଙ୍କୁ ଚାଉଳ , ଗହମ ସହିତ ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ବି ଯୋଗେଇ ଦାବାକୁ ରାଜ୍ୟ ସରକାର କହିଛନ୍ତି ।
ପରବର୍ତି ଖବର ଟି ହେଲା ମାଡି ଆସୁଛି ଆଉ ଏକ ନୂଆ ଭାଇରସ । ଇନଫ୍ୟୁଆନ୍ସା ପାଇଁ କେନ୍ଦ୍ର ର ସତର୍କ ବାଣୀ । ଔଷଧ ଏବଂ ଇଂଞେକ୍ସନ ମହଜୁତ ରଖିବାକୁ ସବୁ ରାଜ୍ୟ କୁ ନିର୍ଦ୍ଧେଶ ଇନଫ୍ୟୁଆନ୍ସା ରେ ଗତ କାଲି ଦୁଇ ଜଣ ଆକ୍ରାନ୍ତ ହରିଆଣା ଏବଂ କୋର୍ଣ୍ଣାଟକ ରେ ସଂଙ୍କ୍ରମିତ ଙ୍କ ମୃ-ତ୍ୟୁ ଘଟିଥିବାରୁ ଏହି ନେଇ ଚିନ୍ତା ରେ ରହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
କୋରନା ପରେ H3N2 ଭୂତାଣୁ ଏବେ ଦେଶର ଚିନ୍ତା ବଢେଇ ଦେଇଛି । ଏହି ନେଇ ସବୁ ରାଜ୍ୟ ଏବଂ କାନ୍ଦ୍ର ଶାସିତ ଅଞ୍ଚଳ ରେ ସ୍ୱାସ୍ଥ ଶଚିବ ଙ୍କ ଦ୍ୱାରା ସଂଙ୍କ୍ରମଣ କୁ ନେଇ ଚିଠି କରାଜାଇଛି । ଏହି ନେଇ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଜାଇଛି । କୋଭିଡ୍ ବିରୋଧୀ 5 ଶୁସ୍ରୀ କାର୍ଯ୍ୟ କ୍ରମ ଚାଲୁ ରଖିବାକୁ ନିର୍ଦ୍ଧେଶ ଦିଆଜାଇଛି । ଟେଷ୍ଟ ଟ୍ରାକ୍ ଟ୍ରିଟ୍ ଟୀକା କରଣ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଜାଇଛି । ଲୋକ ମାନଙ୍କୁ ଅଧିକ ସଚେତନ କରିବାକୁ କେନ୍ଦ୍ର ପକ୍ଷରୁ ଚିଠି ଦିଆଜାଇଛି । ସାଧାରଣ ସ୍ଥାନରେ ମୁହଁ ଏବଂ ନାକ ଘୋଡେଇ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।