ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଆ ହୋଇଛନ୍ତି ଓଲିଉଡ ର ଜବର୍ଦୋସ୍ତ ସିଙ୍ଗର ଦିପ୍ତିରେଖା । ତେବେ ବନ୍ଧୁଗଣ ଆପଣ ମାନେ ଦିପ୍ତି ରେଖା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଗୀତ ଗାଇ ଆସୁଛନ୍ତି ଦିପ୍ତି ରେଖା । ସୁନ୍ଦର କଣ୍ଠ କାରଣ ରୁ ସେ ବହୁତ ସାରା ଗୀତ ଗାଇଛନ୍ତି ଆଉ ଓଡିଶା ରେ ଲୋକ ମାନେ ତାଙ୍କର ଗୀତ କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ।
ଗତ ଦିନ ମାନଙ୍କରେ ଦିପ୍ତି ରେଖା ଙ୍କ ବାହାଘର ହୋଇଥିଲା । ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଦିପ୍ତିରେଖା । ଆଉ ବାହାଘର ପରେ ଏବେ ତାଙ୍କର ଗୋଟେ କୁନି ଝିଅ ଜନ୍ମ ନେଇଥିବାର ନଜର ଆସିଛନ୍ତି । ତାହାଲେ ବନ୍ଧୁଗଣ ଦିପ୍ତିରେଖା ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ବହୁତ ସାରା ଗୀତ ଗାଇଥିବାର ଆପଣ ମାନେ ଦେଖିଥିବେ । ହେଲେ ପ୍ରଥମେ ଦିପ୍ତିରେଖା ଓଡିଆ ଇଣ୍ଡଷ୍ଟ୍ରୀ କୁ ଜଣେ ହିରୋଇନ ହେବାକୁ ଆସିଥିଲେ । ଏମିତି କି ସେ ଗୋଟେ ଫିଲ୍ମ ରେ ବି ଅଭିନୟ କରିଛନ୍ତି ।
ତେବେ ତାଙ୍କୁ ଏହି ଫିଲ୍ମ ରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ଆଉ ଏହା ପର ଠାରୁ ସେ କେବେ ବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି । ନିଜର କଣ୍ଠ ରେ ସେ ହଜାରେ ରୁ ଅଧିକ ଓଡିଆ ଗୀତ ଗାଇ ସାରିଛନ୍ତି । ସୁନ୍ଦର ଗୀତ ଗାଉ ଥିବାରୁ ତାଙ୍କୁ ପରବର୍ତି ସମୟ ରେ ବହୁତ ସାରା ଗୀତ ଗାଇବାର ଅଫର ମିଳିଥିଲା । ସେ ଓଡିଆ ରେ ହିନ୍ଦୀ ରେ ତେଲୁଗୁ ରେ ବଙ୍ଗାଳୀ ରେ ଗୀତ ଗାଇଛନ୍ତି । ସୁନ୍ଦର କଣ୍ଠ କାରଣ ରୁ ତାଙ୍କୁ ସାରା ଭାରତ ରେ ଭଲ ପାଇବା ମିଳିଛି । ଆଉ ଏହି କାରଣ ରୁ ସେ ବହୁତ ସାରା ଆୱର୍ଡ ବି ମଧ୍ୟ ପାଇଛନ୍ତି ।
ଛୋଟ ବେଳରୁ ଅଭିନୟ ଏବଂ ଗୀତ ଗାଇବା ପ୍ରତି ତାଙ୍କର ରୁଚି ରହିଥିଲା ଆଉ ସେ ଏବେ ଓଡିଶା ର ଜଣେ ନାମୀ ଦାମୀ ଗୀତିକାର ହୋଇ ପାରିଛନ୍ତି । ତାହାଲେ ବନ୍ଧୁଗଣ ଆପଣ ମାନେ ଦିପ୍ତିରେଖା ଙ୍କ ଗୀତ ନିଶ୍ଚିତ ଭାବେ ସୁଣିଥିବେ । ଆପଣ ମାନଙ୍କୁ ଦିପ୍ତିରେଖା ଙ୍କ ଗୀତ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।