ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଏହି ହୀରୋଇନ୍ |

heroine

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ହିରୋଇନ । ଟିଭି ଅଭିନେତ୍ରୀ ବର୍ତ୍ତମାନ ଅସୁସ୍ଥ ହୋଇପଡିଛନ୍ତି । କିଡନି ସଂକ୍ରମଣ ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ । ତାଙ୍କର ଫଟୋ ସୋସିଆଲ ସେୟାର କରିଛନ୍ତି ଆଉ କହିଛନ୍ତି କିଡନି ରୋଗରେ ସଂକ୍ରମଣ ଅଛନ୍ତି ଏହି ଅଭିନେତ୍ରୀ ।

ଅଭିନେତ୍ରୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଚିନ୍ତାରେ ରହିଛନ୍ତି ତାଙ୍କର ଚିକିତ୍ସା ମଧ୍ୟ ଜାରି ରହିଛି । ତେବେ ଅଭିନେତ୍ରୀ ଶିବାନୀ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ସେୟାର କରିଛନ୍ତି । ଫଟୋରେ ମଧ୍ୟ ସେ ଜଣେଇଛନ୍ତି ସେ କିଡନି ରୋଗରେ ସଂକ୍ରମଣ ଅଛନ୍ତି । ଫଟୋ ସେୟାର କରି କହିଛନ୍ତି ଏବଂ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଭଲ ନାହିଁ ବୋଲି ମଧ୍ୟ ଜଣେଇଛନ୍ତି ଏବଂ କିଡନୀରେ ସଂକ୍ରମଣ ହୋଇଛି ବୋଲି ମଧ୍ୟ କହିଛନ୍ତି ।

ତେବେ ବର୍ତ୍ତମାନ ଶିବାନୀ ବହୁତ ସାରା ସିରିଏଲ ବହୁତ ସାରା ମେଘା ଧାରାବାହିକ ରେ ଅଭିନୟ କରିସାରିଛନ୍ତି । ତାଙ୍କ ଅଭିନୟ ସାରା ଭାରତର ବେଶ୍ ଲୋକପ୍ରିୟ ହାସଲ କରିପାରିଛି । କିନ୍ତୁ ବର୍ତ୍ତମାନ କହିବାକୁ ଗଲେ ଶିବାଙ୍ଗୀ ଅସୁସ୍ଥ ଅଛନ୍ତି ଏବଂ ଡାକ୍ତର ଖାନାରେ ଚିକିତ୍ସା ଚାଲିଛି ।

heroine

ଡାକ୍ତର ଖାନାରେ କର୍ମଚାରୀ ସହଯୋଗୀ ବର୍ତ୍ତମାନ ଅନୁଭବ କରୁଛନ୍ତି ଟିକେ ଭଲ ହୋଇଛନ୍ତି ବୋଲି ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଶୁଣିବାକୁ ମିଳୁଛି କି ଦେଖା ମିଳୁଛି । କିଡନି ସଂକ୍ରମଣ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ଟିଭି ଅଭିନେତ୍ରୀ ଶିବାଙ୍ଗୀ । ତାଙ୍କର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *