ସରକାର କରିଦେଲେ ବଡ଼ ଘୋଷଣା । ଇ-ଶ୍ରମ କାର୍ଡ ଥିଲେ ଏବେ ହିଁ ଦେଖନ୍ତୁ…

E-Shram Card

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଅସଂଙ୍ଗିଠ ଶ୍ରମିକ ମାନଙ୍କ ପାଇଁ ଇଶ୍ରମ କାର୍ଡ ର ଶୁଭାରମ୍ଭ କରାଜାଇ ଥିଲା । ତେବେ ଇଶ୍ରମ କାର୍ଡ ରେ ଆସୁଛି ଆଉ କିଛି ବଡ ଅପଡେଟ ଦେଶର ସଂଙ୍ଗଠିତ କ୍ଷେତ୍ର ରେ ଶ୍ରମିକ ମାନଙ୍କୁ ଗୋଟିଏ ପ୍ଲାଟଫର୍ମ ରେ ଯୋଡିବା ପାଇଁ କେନ୍ଦ୍ର ସରକାର ଇଶ୍ରମ କାର୍ଡ ର ଯୋଜନା ର ଆରମ୍ଭ କରିଛନ୍ତି ।

ତେବେ ଏହି ସ୍କିମ୍ ରେ ଯୋଡି ହେଲେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ ଅନେକ ଫାଇଦା ମିଳି ଥାଏ । ଏହଥି ସହିତ ମାଗଣା ରେ ବୀମା ସୁବିଧା ମଧ୍ୟ ମିଳେ । ତେବେ ସାଧାରଣ ବର୍ଗ ଏବଂ ଗରିବ ଶ୍ରେଣୀ ର ଲୋକ ମାନଙ୍କ ପାଇଁ ଏହା ଏକ ଭଲ ଯୋଜନା । ଆସନ୍ତୁ ଜଣିବା କଣ ରହିଛି ଏହାର ଆପଡେଟ ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

shram card

ଅସଂଙ୍ଗଠିତ କ୍ଷେତ୍ରରେ ଶ୍ରମିକ ମାନେ ନିଜ ନିଜର ରେଜିଷ୍ଟେସନ ଇଶ୍ରମ କାର୍ଡ ପୋର୍ଟାଲ ରେ କରିବେ । ତେବେ ରେଜିଷ୍ଟେସନ କରିବା ପରେ ଶ୍ରମିକ ମାନଙ୍କୁ ସରକାର ଙ୍କ ତରଫ ରୁ ଯୋଜନା ର ଲାଭ ପ୍ରଦାନ କରାଜାଇ ଥାଏ । ତେବେ ଏହି ବୀମା ଯୋଜନା ରେ ଶ୍ରମିକ ମାନଙ୍କୁ 2 ଲକ୍ଷ ଟଙ୍କାର ଦୂର୍ଘଟଣା ଜିନିତ ବୀମା ପ୍ରଦାନ କରାଜାଇ ଥାଏ । ତେବେ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ରେ ଶ୍ରମିକ ଙ୍କୁ ବିମା ସୁବିଧା ଯୋଗେଇ ଦିଆଯିବ ।

ତେବେ ଏହି ଯୋଜନା ରେ ଶ୍ରମିକ ଙ୍କୁ ବୀମା ପାଇଁ ପ୍ରିମିୟମ୍ ଦେବାକୁ ପଡେ ନାହିଁ । ଯଦି କୈଣସି ଶ୍ରମିକ ଙ୍କୁ ଦୂର୍ଘଟଣା ରେ ମୃ-ତ୍ୟୁ ହୁଏ । ବା ସେ ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଜାଇଥାନ୍ତି । ତେବେ ତାଙ୍କୁ ଦୁଇ ଲକ୍ଷ ଟଙ୍କାରର ବୀମା ରାଶି ମିଳି ଥାଏ । ତେବେ ଆଶିଂକ ଭାବେ ଦିବ୍ୟାଙ୍ଗ ହେଲେ ତାଙ୍କୁ ଏକ ଲକ୍ଷ ଟଙ୍କାରର ବୀମା ମିଳେ । ତେବେ ଇଶ୍ରମ କାର୍ଡ ପୋର୍ଟାଲ ରେ ରେଜିଷ୍ଟେସନ କରିବା ପାଇଁ ଆଧାର କାର୍ଡ ସଂଯୋଗ ଥିବା ମୋବାଇଲ ନମ୍ବର ଥିବା ଆବଶ୍ୟକ ଅଟେ । ଯାହା ମୋବାଇଲ ନମ୍ବର ଆଧାର ନମ୍ବର ଲିଙ୍ଗ୍ ହୋଇ ନଥିବ ।

ସେ ନିକଟସ୍ଥ CSC କେନ୍ଦ୍ର ଙ୍କୁ ଜାଇ ବାଇମେଟ୍ରିକ୍ ମାଧ୍ୟମ ରେ ରେଜିଷ୍ଟେସନ କରି ପାରିବେ । ଯଦି ଜଣେ ପିଏମ୍ କିଶାନ ଯୋଜନା ର ଲାଭାର୍ଥି ହୋଇଥିବେ ତେବେ ତାଙ୍କୁ ଇଶ୍ରମ ସ୍କିମ୍ ରେ ଅର୍ଥ ମିଳିବ ନାହି । 16 ରୁ 59 ବର୍ଷର ଅସଂଙ୍ଗଠିତ କ୍ଷେତ୍ରରେ ଲୋକ ମାନେ ଇଶ୍ରମ କାର୍ଡ ପୋର୍ଟାଲ ରେ ରେଜିଷ୍ଟେସନ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *