ସରକାର କରିଦେଲେ ବଡ଼ ଘୋଷଣା । ଆଜିଠାରୁ ସାରା ଦେଶରେ ଲାଗୁ ହେଲା ଏହି ସବୁ ନୂଆ ନିୟମ…

News

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ପୁଣି ଡରେଇଲାଣି H3N2 ଭାଇରସ । ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ ସଚିବ ଓଡିଶା ରେ 59 ଆକ୍ରାନ୍ତ ଚିହ୍ନଟ । କୋଭିଡ ଡର ମନରୁ ଜାଇ ନଥିବା ବେଳେ ଏବେ ଡରେଇଲାଣି H3N2 ଇନପ୍ଲୁଆଞା ଫ୍ଲୁ । ପୁଣି ସତର୍କ ରହିବାକୁ କେନ୍ଦ୍ର ସ୍ୱସ୍ଥ୍ୟ ସଚିବ ରାଜେଶ ଭୂଷଣ । ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ କୋଭିଡ ବିରୋଧୀ 5 ଟି ସୂତ୍ର ନିୟମ ପାଳନ କରିବାକୁ କହିଛନ୍ତି । ଟେଷ୍ଟ୍ ଟ୍ରାକ୍ , ଟ୍ରିଟ୍ ଟୀକା କରଣ କୁ ଜାରି ରଖିବାକୁ କେନ୍ଦ୍ର ସ୍ୱାସ୍ଥ ସଚିବ ଚିଠିରେ ନିର୍ଦ୍ଧେଶ ଦେଇଛନ୍ତି ।

H3N2 virus

ସେହି ପରି ସର୍ବସାଧାରଣ ରେ ମୁହଁ ଏବଂ ନାକ କୁ ଘୋଡେଇ ରଖିବାକୁ ସ୍ୱାସ୍ଥ ସଚିବ କହିଛନ୍ତି । ତେବେ ସେହି ପରି ବେଳେ ରାଜ୍ୟରେ H3N2 ଭୂତାଣୁ ଭୟରେ 59 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସ୍ୱାଇଁ ଫ୍ଲୁ ର ସବ କେଟାଗୋରୀ ହେଉଛି H3N2 ଭୂତାଣୁ । କାଶ , ବାରମ୍ବାର , ଛିଙ୍କ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି ସମସ୍ୟା ଦେଖା ଦେଇଥାଏ ।

ପରବର୍ତି ଖବର ଟି ହେଉଛି 1 ଟଙ୍କାରେ ଫସଲ ବୀମା 12 ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ କୃଷକ । ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଯୋଡି ହୋଇଛି ଆଉ ଏକ ନୂଆ ଅଧ୍ୟୟ । ଏଣିକି କୃଷକ ମାନଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା ଏହା ସହିତ ଫସଲ ବୀମା କୁ ନେଇ ମଧ୍ୟ ଏକ ବଡ ଘୋଷଣା କରାଜାଇଛି । ବର୍ତମାନ କେନ୍ଦ୍ର ସରକାର ଙ୍କ ପିଏମ୍ କିଶାନ ଯୋଜନା ସହିତ ଆଉ ଏକ ଯୋଜନା ଅଧିନ ରେ ନିଜର ରାଜ୍ୟର 1.15 କୋଟି କୃଷକ ସହାୟତା ର ହାତ ବଢେଇଛନ୍ତି ମହାରାଷ୍ଟ୍ର ସରକାର ।

money

କୃଷକ ମାନଙ୍କୁ 6 ମାସକୁ 6 ହଜାର ଟଙ୍କା ପ୍ରଦାନ କରିବାକୁ ଯୋଜନା କରାଜାଇଛି । କୃଷକ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ କରିବା ସହିତ କୃଷି କ୍ଷେତ୍ରରେ ବିକାଶ ନେଇ ନମ ସତ୍କାରୀ ବିକାଶ ନିଧି ଯୋଜନା ପ୍ରୟଣନ ମହାରାଷ୍ଟ୍ର ଏହିଥି ପାଇଁ କୃଷକ ମାନଙ୍କୁ ବାର୍ଷିକ 12 ହଜାର ଟଙ୍କା ଦେବାକୁ ନିସ୍ପତି ନିଆଜାଇଛି । ଏହିଥିରେ କେନ୍ଦ୍ରର ପିଏମ୍ କିଶାନ ଯୋଜନା , ରାଜ୍ୟ ସରକାର ଙ୍କ ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *