ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ଦ୍ୱାରା ଅସଂଗଠିତ ଶ୍ରମିକ ମାନଙ୍କ ପାଇଁ ଇ-ଶ୍ରମ କାର୍ଡ ର ଶୁଭାରମ୍ଭ କରାଜାଇଥିଲା । ତେବେ ଇ-ଶ୍ରମ କାର୍ଡ ରେ ଆସୁଛି ଆଉ ଏକ ବଡ ଅପଡେଟ । ଦେଶର ଅସଂଙ୍ଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଗୋଟିଏ କ୍ଷେତ୍ରରେ ଯୋଡିବା ପାଇଁ କେନ୍ଦ୍ର ସରକାର । ଇ-ଶ୍ରମ କାର୍ଡ ର ଆରମ୍ଭ କରିଥିଲେ । ତେବେ ଏହି ସ୍କିମ୍ ରେ ଯୋଡି ହେଲେ ଶ୍ରମିକ ମାନଙ୍କୁ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଅନେକ ଫାଇଦା ମିଳେ । ଏହିଥି ସହିତ ମାଗଣା ରେ ବୀମା ସୁବିଧା ମଧ୍ୟ ମିଳେ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ବର୍ତମାନ ସୁଧା ଏହି ଯୋଜନା ରେ 28 କୋଟି ରୁ ଅଧିକ ଲୋକ ମାନେ ପଞୀକୃତ ହୋଇ ସାରିଲେଣି । ତେବେ ଅସଂଙ୍ଗଠିତ କ୍ଷେତ୍ରରେ ଶ୍ରମିକ ମାନେ ନିଜ ନିଜର ରେଜିଷ୍ଟେସନ ଇ-ଶ୍ରମ ପୋର୍ଟାଲ ରେ କରି ପାରିବେ । ରେଜିଷ୍ଟେସନ କରିବା ପରେ ଶ୍ରମିକ ମାନଙ୍କୁ ସରକାର ଙ୍କ ପକ୍ଷରୁ ଯୋଜନା ର ଲାଭ ପ୍ରଦାନ କରାଯାଏ । ତେବେ ଏହି ଯୋଜନା ରେ ଦୁଇ ଲକ୍ଷର ଦୂର୍ଘଟଣା ଜନିତ ବୀମା ପ୍ରଦାନ କରାଜାଇ ଥାଏ । ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ରେ ବୀମା ସୁବିଧା ଯୋଗେଇ ଦିଆଯିବ ।
ତେବେ ଏହି ଯୋଜନା ରେ ବୀମା ପାଇଁ ପ୍ରିମିୟମ୍ ଦେବାକୁ ପଡେ ନାହିଁ । ଯଦି କୈଣସି ଶ୍ରମିକ ଙ୍କର ଦୂର୍ଘଟଣା ରେ ମୃତ୍ୟୁ ହୁଏ ବା ସେ ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟିଯାଏ ତେବେ ସେମାନଙ୍କୁ ଦୁଇ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ଆଶିଂକ ଭାବେ ଦିବ୍ୟାଙ୍ଗ ହେଲେ ତାଙ୍କୁ ଏକ ଲକ୍ଷ ଟଙ୍କାର ବୀମା ମିଳିଥାଏ । ତେବେ ଇ-ଶ୍ରମ ପୋର୍ଟାଲ ରେ ରେଜିଷ୍ଟେସନ କରିବା ପାଇଁ ଆଧାର ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ଆବଶ୍ୟକ ଅଟେ ।
ତେବେ ଶ୍ରମିକ ମାନେ ଜାଇ ନିକଟସ୍ଥ CSC କେନ୍ଦ୍ର ଙ୍କୁ ଜାଇ ବାଇମେଟ୍ରିକ୍ ମାଧ୍ୟମ ରେ ରେଜିଷ୍ଟେସନ କରି ପାରିବେ । ଯଦି ଜଣେ ପିଏମ୍ କିଶାନ ଯୋଜନା ର ଲାଭାର୍ଥି ହୋଇଥିବେ ତେବେ ତାଙ୍କୁ ଇଶ୍ରମ ସ୍କିମ୍ ରେ ଅର୍ଥ ମିଳିବ ନାହି । 16 ରୁ 59 ବର୍ଷର ଅସଂଙ୍ଗଠିତ କ୍ଷେତ୍ରରେ ଲୋକ ମାନେ ଇଶ୍ରମ କାର୍ଡ ପୋର୍ଟାଲ ରେ ରେଜିଷ୍ଟେସନ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।