ସରକାର କଲେ ବଡ଼ ଘୋଷଣା – 333 ଟଙ୍କା ରଖିଲେ ମିଳିବ 16 ଲକ୍ଷ ଟଙ୍କା । କେମିତି ମିଳଇବ ଦେଖନ୍ତୁ…

News

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଖାତା କୁ ଆସିବ 15 ଲକ୍ଷ ଟଙ୍କା 14 ତମ କିସ୍ତି ପୂର୍ବରୁ ମୋଦି ଦେଲେ ସର୍ପ୍ରାଇଜ୍ । କେମିତି କରିବେ ଆବେଦନ । ଦେଶର କୃଷି ବିଭାଗ କୁ ମଜବୁତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ପ୍ରଦାନ ମନ୍ତ୍ରୀ ମୋଦି ତେଣୁ କୃଷକ ମାନଙ୍କୁ ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁ ପିଏମ୍ କିଷାନ ଯୋଜନା ଚଳାଉଛନ୍ତି ।

money

ତେବେ ଏହାର 14 ତମ କିସ୍ତି କୃଷକ ମାନଙ୍କ ଏକାଉଣ୍ଟ କୁ ଆସିବା ପୂର୍ବରୁ ଆଉ ଏକ ବଡ ସର୍ପ୍ରାଇଜ୍ ଆଣିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । କୃଷ ମାନଙ୍କୁ ବର୍ତମାନ ସମୟ ରେ 15 ଲକ୍ଷ ଟଙ୍କା ମିଳି ପାରିବ । ତେବେ ସରକାର କୃଷକ ମାନଙ୍କୁ ଅଧିକ ପ୍ରତ୍ସାହନ ଦେବା ପାଇଁ ଏମିତି ଯୋଜନା ଆରମ୍ଭ କରିଛନ୍ତି । ଏହିଥିରେ କୃଷକ ମାନଙ୍କୁ ନୂଆ ଏଗ୍ରିକଲ୍ଚର ବିଜନେସ ଆରମ୍ଭ କରିବା ପାଇଁ 15 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏହି ଯୋଜନା ଅଧିନ ରେ କିଷାନ ପ୍ରଡ୍ୟୁସର ଅଗ୍ରାନାଇଜେସନ କୁ 15 ଲକ୍ଷ ଟଙ୍କା ଦିଆଯିବ । ଏହି ଯୋଜନା ରେ ଫାଇଦା ଉଠେଇବା ପାଇଁ 11 ଜଣ କୃଷକ ଙ୍କୁ ମିଶି ଏକ ଅଗ୍ରାନାଇଜେସନ ଆରମ୍ଭ କରିଛନ୍ତି । ଏହିଥିରେ କୃଷକ ମାନଙ୍କୁ ଚାଷ ସମ୍ମନ୍ଧିୟ ଫଟିଲାଇଜର ଏବଂ ବିଜ ଏବଂ ଔଷଧ ଇତ୍ୟାଦି କିଣିବା ମଧ୍ୟ ସହଜ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *