ସରକାର କରିଦେଲେ 3 ବଡ ଘୋଷଣା । ଓଡିଶାରେ ରହୁଥିଲେ ନିଶ୍ଚୟ ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସଂନ୍ଧ୍ୟାରେ ଆପଣ ମାନଙ୍କ ପାଇଁ ରହିଛି କିଛି ଦମ୍ ଦାର ଖବର ସବୁ ଗୁଡିକ ବହୁତ ଇମ୍ପଟାନ୍ସ ଅଟେ । ପ୍ରଥମେ ହେଲା SHG ମାଆ ମାନଙ୍କୁ ଦିଆଯିବ ଇଲେକ୍ଟ୍ରିକ୍ ସ୍କୁଟି । ଇସି ସଦସ୍ୟ ମାନଙ୍କୁ ମାନଙ୍କୁ ମିଳିବ ଇଲେକ୍ଟ୍ରିକ୍ ସ୍କୁଟି ସେହିଥି ପାଇଁ ବେଜେଟ ରେ 50 କୋଟି ଟଙ୍କା ବେୟ ବରାତ ହୋଇଛି । ତେବେ ଇଲେକ୍ଟ୍ରିକ୍ ସ୍କୁଟି 1 ଲକ୍ଷ ଟଙ୍କାର ରିହାତି ପାଇବେ ମହିଳା ।

2023-24 ପାଇଁ ମିଶନ ଶକ୍ତି ବିଭାଗ କୁ 25 ଶହ 54 କୋଟି ରୁ ଅଧିକ ଅର୍ଥ ମିଳୁଛି । ତେବେ SHG କୁ SME ରେ ପରିଣତ କରିବାର ଲକ୍ଷ୍ୟ ରଖା ଜାଇଛି । ମାଆ ମାନେ ଉଦ୍ୟଗି ହୁଅନ୍ତି ବୋଲି ଚାହାଁନ୍ତି ମୂଖ୍ୟ ମନ୍ତ୍ରୀ । ତେବେ ମାଆ ମାନେ ଅଧିକ ଶଶକ୍ତି ହେବା ପାଇଁ ମୂଖ୍ୟ ମନ୍ତ୍ରୀ ଲକ୍ଷ ଇଣ୍ଡଷ୍ଟ୍ରିଆଲ ପାର୍କ୍ ପାଇଁ ଅଧିକ 150 କୋଟି ବେୟ ବରାଦ ହୋଇଛି ।

nabina

ପରବର୍ତି ଖବରଟି ହେଲା ମାର୍ଚ୍ଚ 10 ରୁ ମାଟ୍ରିକ୍ ପରୀକ୍ଷା: କପି ରୋକିବାକୁ 36 ସ୍ପେସାଲ୍ ସ୍କୁଆର୍ଡ ଗଠନ, ଖାତା ଦେଖାଯିବା ଲାଗି 54 ମୂଲ୍ୟାୟନ କେନ୍ଦ୍ର ଆସନ୍ତା 10 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ଏସ୍ଏ -2 ପରୀକ୍ଷା ସହ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ହେବ । ଏଥୁରେ ମାଟ୍ରିକ୍ ରେଗୁଲାର ଏବଂ ଏକ୍ସ ରେଗୁଲାର ଏସୋ ଏସି , ଏବଂ ମଧ୍ୟମା ପରିକ୍ଷାର୍ଥି କୁ ମିଶେଇ 5 ଲକ୍ଷ 47 ହଜାର 207 ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେବେ ।

ତେବେ କପି ରୋକିବା ଲାଗି । 36 ଟି ସ୍ପେସିଆଲ ସ୍କୁଆର୍ଡ ଗଠନ ହୋଇଛି । ସେହି ପରି ବିଭିନ୍ନ ଜିଲ୍ଲା ସ୍ଥରରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଦ୍ୱାରା 74 ଟି ଫ୍ଲାଇଙ୍ଗ୍ ସ୍କୁ ଆରର୍ଡ ମଧ୍ୟ ହୋଇଛି । ଏହା ସହିତ ପୃଥକ ଭାବେ ସ୍କୁଆର୍ଡ ଗଠନ କରିବା ଲାଗି ବ୍ୟବସ୍ଥା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *