ମନ୍ଦିର ଭିତରୁ ବାହାରକୁ ପଡ଼ିଛି ନାଲି ଅଳତାର ପାଦ ଚିହ୍ନ… ଲୋକେ ଦେଖି ଆଶ୍ଚର୍ଯ୍ୟ

Temple

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନ୍ଦିର ଭିତରୁ ବାହାକୁ ପଡ଼ିଛି ନାଲି ଅଳତାର ପାଦ ଚିହ୍ନ । ଏହି ପାଦ ଚିହ୍ନ କାହାର । ରକ୍ତ ଭଳି ନାଲି ରଙ୍ଗରେ ଏହି ପାଦ ଚିହ୍ନ ପଡିଛି । ଏହି ପାଦ ଚିହ୍ନ ସଂମ୍ପର୍ଣ୍ଣ ଲାଲି ରଙ୍ଗର ଅଟେ । ଏହି ପାଦ ଚିହ୍ନ ଏମିତି ଲାଗୁଛି ଯେମିତି ମନ୍ଦିର ଭିତରୁ ମାଆ ବାହାର କୁ ଚାଲି ଆସିଛନ୍ତି । ଏହି ପାଦ ଚିହ୍ନ କୁ ଦେଖି ରାତିରେ ମାଆ ଭ୍ରମଣ କରିବାକୁ ଯାଇଥିବା କଥା ଚର୍ଚ୍ଚା ହେଉଛି ।

ଭ୍ରମଣ ପାଇଁ ଯାଇଥିବାରୁ ଏମିତି ପାଦ ଚିହ୍ନ ପଡିଛି ବୋଲି ଏବେ ଲୋକ ମାନେ ଚର୍ଚ୍ଚା କରୁଛନ୍ତି । ଏମିତି କିିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗ୍ ବାଡି ଗାଁ ରେ ସକାଳୁ ସକାଳୁ ଲୋକ ଦେଖିଥିଲେ କି ମନ୍ଦିର ଭିତରୁ ବହାର କୁ ସଂମ୍ପର୍ଣ୍ଣ ଲାଲ ରଙ୍ଗର ପାଦ ଚିହ୍ନ ବାହାର କୁ ପଡିଛି । ଯାହା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

Temple

ଯାହା ପରେ ଦକ୍ଷିଣ କାଳୀ ଙ୍କ ମନ୍ଦିରରେ ମାଆ ଙ୍କ ପାଦ ଚିହ୍ନ ଦେଖିବାକୁ ଲୋକ ଯମା ହେଉଛନ୍ତି । ଗତ କାଲି ମନ୍ଦିର ର ପୂଜକ ମନ୍ଦିରର ନିତି କାନ୍ତି ସାରି ମନ୍ଦିର ବନ୍ଦ କରି ଘରକୁ ଫେରିଥିଲେ ଆଉ ପ୍ରତି ଦିନ ପରି ଗୁରୁବାର ସକାଳୁ ସକାଳୁ ପୂଜା କରିବା ପାଇଁ ସକାଳୁ ସକାଳୁ ପୂଜା କରିବା ପାଇଁ ମନ୍ଦିର ଆସି ପହଁଚିଥିଲେ । ହେଲେ ମନ୍ଦିର ଗେଟ୍ ଖୋଲୁ ଖୋଲୁ ଯାହା ଦେଖିଥିଲେ ସେ ତାଙ୍କ ଆଖିକୁ ମୋଟେ ବି ବିଶ୍ୱାସ କରି ପାରି ନଥିଲେ । ରକ୍ତ ଭଳି ନାଲି ରଙ୍ଗରେ ଏହି ପାଦ ଚିହ୍ନ ପଡିଛି ।

ଏହି ପାଦ ଚିହ୍ନ ସଂମ୍ପର୍ଣ୍ଣ ଲାଲି ରଙ୍ଗର ଅଟେ । ଆଉ ଏହାକୁ ନେଇ ସେ ଗାଁ ଲୋକଙ୍କୁ ଜଣେଇ ଥିଲେ । ପରେ ମନ୍ଦିର କୁ ପାଦ ଚିହ୍ନ ଦେଖିବା ପାଇଁ ଲୋକଙ୍କର ସୁଅ ଛୁଟି ଥିଲା । ତେବେ ବର୍ତମାନ ସମୟ ରେ ଏହି ପାଦ ଚିହ୍ନ ବି ସୋସିଆଲ ମିଡିଆ ରେ ଅନେକ ଲୋକ ସେୟାର କରିବା ସହିତ ଏହାର ଦୃଶ୍ୟ ଭାଇରଲ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *