ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ଵାମୀ ଘଟାଇଲା ଜଘନ୍ୟ ହ-ତ୍ୟା କାଣ୍ଡ । ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ମଣିଷ ଯେ ଏପରି ନୁର୍ସଂଶ ପାଲଟିବ ସେକଥା ବା କେହି ଭାବି ନଥିବେ । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ସ୍ତ୍ରୀକୁ ସ୍ତ୍ରୀକୁ ହ-ତ୍ୟା କରିଛି ଆଉ ତା ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ୍ ରେ ରଖିଛି । ଆଉ ସେହି ଖଣ୍ଡ ଖଣ୍ଡ ରୁ ସୋପ କରି ପିଉଥିଲେ ଶାଶୁ, ଶଶୁର ।
ତେବେ ଦିଲ୍ଲୀ ଶ୍ରନ୍ଧା ହ-ତ୍ୟା କାଣ୍ଡ ମାମଲାର ଘଟିଛି ପୁନରାବୃତି । ଜଣେ ଫେମସ ୨୮ ବର୍ଷିଆ ମଡେଲକୁ ଏପରି ନୁର୍ଶଂସ ଭାବେ ହ-ତ୍ୟା କରିଛି ତାର ସ୍ଵାମୀ । କେବଳ ସେତିକି ନୁହେଁ ହତ୍ଯା ପରେ ସ୍ତ୍ରୀ ର ମର ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ରେ ରଖିଥିଲା ଏହି ନର ରାକ୍ଷସ । ତେବେ ଏଭଳି ଛାତି ଥରା ଘଟଣା ଘଟିଛି ହଙ୍କଙ୍ଗ ରେ । ହଙ୍କଙ୍ଗରେ ମଡେଲ ଆଭିଜୁଲ ତାଙ୍କୁ ତାଙ୍କ ପୂର୍ବତନ ସ୍ଵାମୀ ଓ ଶାଶୁ, ଶଶୁର ମିଶି ନିର୍ମମ ଭାବେ ହ-ତ୍ୟା କରିଛନ୍ତି ।
ଏହାପରେ ମଡେଲ୍ ର ମର ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ରେ ରଖିବା ସହ ବୋହୂ ର ହାଡରୁ ଶାଶୁ, ଶଶୁର ସୋପ କରି ମଧ୍ୟ ପି ଥିବା କଥା ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ପୋଲିସ ପୂର୍ବତନ ସ୍ଵାମୀ ଙ୍କ ସମେତ ଶାଶୁ, ଶଶୁରଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ପୋଲିସ ଅଭିଯୁକ୍ତର ଘରେ ଥିବା ପିସ୍ ରୁ ମଡେଲ୍ ର ପାଦ ଖଣ୍ଡ ପାଇଁଛି । ତେବେ ମୁଣ୍ଡ ସମେତ ଶରୀର ଅନେକ ଅଂଶ ଏବେବି ଗାଏଫ୍ ରହିଛି ।
ଛାନବିନ ବେଳୋ ଅଭିଯୁକ୍ତର ଘରୁ ଦୁଇଟି ସୋପ ବାଉଲ ମିଳିଛି । ଏଥିରେ ମାନବ ଅଙ୍ଗ ବ୍ୟବହାର କରାଯାଇଥିବା ପୋଲିସ କହିଛି । କେବଳ ସେତିକି ନୁହେଁ ମର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପାଇଁ ବ୍ୟବହାର କରାଯାଇଥିବା ଅସ୍ତ୍ର ଶସ୍ତ୍ରକୁ ମଧ୍ୟ ପୋଲିସ ଜବଦ କରିଛି । ମଡେଲ୍ ଆବେଶ୍ୱଇ ତାଙ୍କ ପୂର୍ବତନ ସ୍ଵାମୀ ଓ ଶାଶୁ, ଶଶୁର ଲୋକଙ୍କ ସହ ବହୁଦିନ ଧରି ଆର୍ଥିକ ବିବାଦ ଲାଗି ରହିଥିଲା । ଏହାକୁ ନେଇ ତାଙ୍କୁ ହ-ତ୍ୟା କରିବା ପାଇଁ ପୂର୍ବତନ ସ୍ଵାମୀ ଙ୍କ ଘର ଲୋକ ଯୋଜନା କରିଥିଲେ ।
ସେହିଭଳି ଏହି ଘଟଣାରେ ପୋଲିସ ତିନି ଜଣକୁ ଗିରଫ କରିଛି । ପୋଲିସ ଏବେ ମଡେଲଙ୍କ କଟା ମୁଣ୍ଡ ଖୋଜୁଛି । କୁହାଯାଉଛି ଯେ ଏହି ହ-ତ୍ୟା କାଣ୍ଡର ମାଷ୍ଟର ମାଇଣ୍ଡ ମଡେଲଙ୍କ ପୂର୍ବତନ ଶଶୁର ଥିଲେ । ଆବେଚଇ ଜଣେ ମଡେଲ୍ ହେବା ସହ ହଙ୍କଙ୍ଗ ର ଜଣାଶୁଣା ଇନଫ୍ଲିଏସର ମଧ୍ୟ ଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।