ଡାକ୍ତର ବୁଝାଇଲେ ,ସବୁ ବୁଝିଲେ କିନ୍ତୁ ଲିଭର ଯୋଗାଡ଼ ହୋଇପାରିଲା ନାହିଁ , ପିଣ୍ଟୁ ନନ୍ଦ ଚାଲିଗଲେ

pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେଲା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ହେଲେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡିଲା । ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସା କରାଗଲା। ଆଉ ତା ପରେ ଦଲ୍ଲୀ କୁ ନିଆଗଲା । ଆଉ ଦିଲ୍ଲୀରେ କିଛି ଦିନ ରହିବା ପରେ ପିଣ୍ଟୁ ନନ୍ଦ ଙ୍କର ଯେ ଚିକିତ୍ସା କରୁଥିଲେ ସେ ଜଣେ ଓ଼ଡିଆ ଡକ୍ଟର ହଁ ଆମ ଓଡିଶା ମାଟିର ଡାକ୍ତର ।

ଆଉ ସେ କୁଆଡେ କହିଥିଲେ ଝିଟିପିଟି ର ଲାଞ ପରି ଲିଭର ଝିଟିପିଟି ର ଲାଞ କଟିଗଲେ ଝିଟିପିଟି କେବେ ମରେ ନାହିଁ । ସେମିତି ଯେ ଲିଭର ଦେବ ତାହାର ମୃ-ତ୍ୟ ହେବ ନାହିଁ । ତଥାପି ବଞ୍ଚିବାର ଆଶା 99 ଭାଗ ଥାଏ । ଅର୍ଥାତ ଯେ ଲିଭର ଦେବ ତାର ବଞ୍ଚିବାର ଆଶା 99 ପ୍ରତିଶତ ଥାଏ । ଆଉ ତା ପରେ ଭଗବାନ ଚାହିଁଲେ ସେ ନିଶ୍ଚିତ ସୁସ୍ଥ ହୋଇ ପାରିବ ।

Pintu

ଆଉ ତା ପରେ ଯେ ଲିଭର ଦେବ 24 ଘଣ୍ଟା ମଧ୍ୟରେ ପୁଣି ଥରେ ଲିଭର ତିଆରି ହୋଇଯିବ । ଏମିତି କିଛି ଆମ ଓଡିଆ ଡାକ୍ତର ବୁଝେଇ ଥିଲେ । ତା ପରେ ବି ପିଣ୍ଟୁ ଙ୍କ ପାଇଁ ଲିଭର ଯୋଗାଡ ହୋଇ ପାରିଲା ନାହିଁ । ଏଠାରେ କହି ରଖିବୁ ପିଣ୍ଟୁ ନନ୍ଦ ଙ୍କ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ଯୋଗାଡ ହୋଇ ପାରିଥାନ୍ତା । ବନ୍ଧୁଗଣ ଯଦି ପିଣ୍ଟୁ ନନ୍ଦ ଙ୍କ ପାଇଁ ଲିଭର ମିଳିଥାନ୍ତା ତେବେ ସେ ଅର୍ଥ କୋଟି କୋଟି ଟଙ୍କା ହୋଇଥିଲେ ବି ମିଳିଥାନ୍ତା ।

ହେଲେ ପ୍ରଥମ କଥା ହେଲା ପିଣ୍ଟୁ ନନ୍ଦ ଙ୍କ ପାଇଁ ଲିଭର ଟିଏ ଯୋଗାଡ ହୋଇପାରିଲା ନାହିଁ । ଭୁବନେଶ୍ୱରରୁ ଦିଲ୍ଲୀ , ଦିଲ୍ଲୀ ରୁ ହ୍ରାଇଦ୍ରାବାଦ ସମୟ ପରେ ସମୟ ଗଡି ଚାଲିଲା ହେଲେ ପିଣ୍ଟୁ ନନ୍ଦ ଙ୍କ ପାଇଁ ଲିଭର ଟିଏ ଯୋଗାଡ ହୋଇ ପାରିଲା ନାହିଁ । ହେଲେ ଦିଲ୍ଲୀରେ ଆମ ଓ଼ଡିଆ ଡାକ୍ତର କହିଥିଲେ ଝିଟିପିଟି ର ଲାଞ ପରି ଲିଭର ଝିଟିପିଟି ର ଲାଞ କଟିଗଲେ ଝିଟିପିଟି କେବେ ମରେ ନାହିଁ । ସେମିତି ଯେ ଲିଭର ଦେବ ତାହାର ମୃ-ତ୍ୟ ହେବ ନାହିଁ । ତଥାପି ବଞ୍ଚିବାର ଆଶା 99 ଭାଗ ଥାଏ ।

ଅର୍ଥାତ ଯେ ଲିଭର ଦେବ ତାର ବଞ୍ଚିବାର ଆଶା 99 ପ୍ରତିଶତ ଥାଏ । ପଇସା ତ ଦୂରର କଥା ପ୍ରଥମେ ଲିଭର ମିଳି ପାରିଥିଲେ ପିଣ୍ଟୁ ଙ୍କ ପାଇଁ କୋଟି କୋଟି ଟଙ୍କା ଯୋଗାଡ ହୋଇ ପାରିଥାନ୍ତା । ତା ପରେ ବି କାହିଁକି ପିଣ୍ଟୁ ଙ୍କ ପାଇଁ ଲିଭର ମିଳି ପାରିଲା ନାହିଁ । ତାହା ସବୁଠୁ ବଡ ପ୍ରଶ୍ନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *