ସ୍ତ୍ରୀ ପାଦରୁ ଲିଭିନି ଅଳତାର ରଙ୍ଗ ,ଆଉ ହାତରୁ ଲିଭିନି ମେହେନ୍ଦି ..ଦୁର୍ଘଟଣାରେ ଚାଲିଗଲା ସ୍ୱାମୀର ଜୀବନ

sa

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ପାଦ ରୁ ଲିଭିନି ବିବାହ ଅଳତା ଆଉ ହାତରୁ ଲିଭିନି ମେହେନ୍ଦି ର ରଙ୍ଗ  । ସ୍ତ୍ରୀ ଅପେକ୍ଷା କରି ରହିଥିଲା ସ୍ୱାମୀ ଘରକୁ ଫେରିବ । ସ୍ୱାମୀ ଘରକୁ ଫେରିବ ଫେରିଲେ ତା ସହିତ ଅନେକ କଥା ହେବ । ସୁଖ ଦୁଃଖ ଭଲ ମନ୍ଦ ସବୁ କିଛି । ସ୍ୱାମୀ ଛାତିରେ ମୁଣ୍ଡ ରଖି ସୁନେଲୀ ସ୍ୱପ୍ନରେ ବିଭୋର ହେବ । ହେଲେ ସ୍ୱାମୀର ବାଟ ଓଗାଳିଲା ମୃ-ତ୍ୟୁ । ଏକ ସଡକ ଦୃଘଟଣା ରେ ଚାଲିଗଲା ସ୍ୱାମୀ ର ଜିବନ ।

ଏମିତି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞୀ ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ । ସ୍ଥାନିୟ ଥାନା ମାଙ୍କଡ ପଡା ଥାନା ଅନ୍ତର୍ଗତ ଭାଙ୍ଗିରିଆ ପଞ୍ଚୟତ ର ଟାଙ୍ଗିରିଆ ଗ୍ରାମ ର ଜଗନ୍ନାଥ ପାଣିଗ୍ରାହୀ ବାଲେଶ୍ୱର ଅଞ୍ଚଳ ର ଜୟଶ୍ରୀ ମହାପାତ୍ର ଙ୍କୁ ବିବାହ କରିଥିଲେ । ବିବାହ ର ଏକ ମାସ ପୂରଣ ହୋଇ ନାହିଁ ଦୈନ ଦିନ ଭଳି ଆଜି ମଧ୍ୟ ସ୍ୱାମୀ ଜଗନ୍ନାଥ କାମରେ ବାହାରି ଆସିଥିଲେ କପ୍ତିପଦା ବଜାର କୁ କପ୍ତିପଦା ବଜାରରେ କାମ ସାରି ସଂନ୍ଧ୍ୟା ସମୟ ରେ ଘରକୁ ଫେରୁଥିଲେ ।

sa

ଥାନା ପାଖରେ ବିପରିତ ଦିଗରୁ ଆସୁଥିବା ଏକ କଲେଜ ବସ୍ ଜଗନ୍ନାଥ ଙ୍କୁ ମୁହାଁ ମୁହିଁ ଧୋକା ଦେଇଥିଲା । ଯେଉଁଥିରେ ସେ ଗୁରୁତ୍ୱର ହୋଇ ରାସ୍ତାରେ ପଡି ଜାଇଥିଲେ । ଗୁରୁତ୍ୱର ଅବସ୍ଥା ରେ ତାଙ୍କୁ ପ୍ରଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଜାଇ ଥିଲା । ହେଲେ ବାରିପଦା ରେ ତାଙ୍କର ମୃ-ତ୍ୟୁ ଘଟିଛି ।

ଏହି ଖବର ସୁଣିବା ପରେ ସ୍ତ୍ରୀ ଆଖିର ଲୁହ ବୋଲ ମାନୁ ନାହିଁ । କି ବାପା ବିଶ୍ୱନାଥ ସମ୍ଭାଳି ପାରୁ ନାହାଁନ୍ତି ନିଜକୁ । ଏହି ଖବର ପ୍ରଚାର ହେବା କ୍ଷେଣେ ସ୍ଥାନିୟ ଅଞ୍ଚଳ ରେ ଶୋକ ର ଛାୟା ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *