ପେଟରେ ନୁହେଁ ମୁଣ୍ଡ ଭିତରେ ବଢ଼ୁଥିଲା ପିଲା ,ଧୀରେ ଧୀରେ ବଢ଼ିବାରେ ଲାଗିଥିଲା ମୁଣ୍ଡ ..ଆଉ ତାପରେ

child

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପେଟରେ ନୁହେଁ ମୁଣ୍ଡ ଭିତରେ ବଢୁଥିଲା ପିଲା ଦିନ କୁ ଦିନ ଫୁଲିବାକୁ ଲାଗୁଥିଲା ଝିଅର ମୁଣ୍ଡ । ଭଉଣୀ ର ମୁଣ୍ଡ ଭିତରେ ବଢୁଥିଲା ଯାଆଁଳା ଭଉଣୀ । ଡାକ୍ତରୀ ବିଜ୍ଞାନ ରେ ଏମିତି ଅଜବ ଘଟଣା ସବୁ ଆସେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ଆଖି ଦେଖୁଥିବା କଥାକୁ ମନ ବଶ୍ୱାସ କରିବାକୁ ଚାହେଁ ନାହିଁ । କିନ୍ତୁ ସେହି ସବୁ ଘଟଣା ସତ ହିଁ ହୋଇଥାଏ । ସେମିତି ଏକ ଘଟଣା ଏବେ ଆମ ସାମ୍ନାକୁ ଆସିଛି । ଯାହା ପୂରା ଦୁନିଆଁ ର ଡାକ୍ତର ମାନଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ।

ଡାକ୍ତର ମାନେ ବିଶ୍ୱାସ କରିବାକୁ ଚାହୁଁ ନଥିଲେ ବି ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି । କାରଣ ଏହି ଘଟଣା ରେ ଗୋଟେ ଝିଅର ପେଟରେ ନୁହେଁ ବରଂ ଝିଅର ମୁଣ୍ଡରେ ବଢୁଛି ଯାଆଁଳା ଭଉଣୀ । ଡାକ୍ତର ମାନେ ଏକ ବର୍ଷ ର ଝିଅର ଭୃଣ କୁ ବାହାର କରିଛନ୍ତି । ଯାହା ମୁଣ୍ଡ ଭିତରେ ଧିରେ ଧିରେ ଶରୀର ର ଆକାର ନେଉଥିଲା । ଏମିତି କିଛି ଘଟଣା ଚୀନ ରେ ଦେଖିବାକୁ ମିଳିଛି ।

head

ଖବର ମୁତାବିକ ଏକ ବର୍ଷ ପୂର୍ବରୁ ଏହି ଝିଅର ଜନ୍ମ ହୋଇଥିଲା । ତା ପରେ ଝିଅର ମୁଣ୍ଡର ଆକାର ଦିନ କୁ ଦିନ ବଢିବାରେ ଲାଗିଥିଲା । ଏହା ଦେଖି ଝିଅର ମାଆ ବାପା ଝିଅକୁ ଡାକ୍ତର ଖାନା ନେଇଜାଇ ଥିଲେ । ପରେ ସିଟି ସ୍କାନ ହେବା ପରେ ସେମାନେ ଯାହା ଦେଖିଥିଲେ ତାହାକୁ ହଠାତ୍ ବିଶ୍ୱାସ କରି ପାରି ନଥିଲେ । କାରଣ ଏକ ବର୍ଷ ର ଝିଅ ଭିତରେ ଏକ ଭୃଣ ବଢୁଥିଲା । ମୁଣ୍ଡ ଭିତରେ ଏହି ଭୃଣଟି 4 ଇଞ୍ଚ ପର୍ଯ୍ୟନ୍ତ ବଢି ଜାଇ ଥିଲା ।

ଜାହାର ଅଣ୍ଟାର ହାଡ ଏବଂ ନଖର ବିକାଶ ଧିରେ ଧିରେ ହୋଇ ଆସୁଥିଲା । ଯେମିତି ପେଟ ଭିତରେ ଗୋଟେ ଭୃଣ ଧିରେ ଧିରେ ବଢିବାକୁ ଲାଗେ ସେମିତି ଝିଅରର ମୁଣ୍ଡ ଭିତରେ ଧିରେ ଧିରେ ବଢିବାକୁ ଲାଗୁଥିଲା ।

child

ଏବେ ଆପଣ ମାନେ ଭାବୁଥିବେ ଏହା କେମିତି ସମ୍ଭବ ଅଟେ ଯେତେ ବେଳେ ଏହି ଏକ ବର୍ଷର ଝିଅ ତା ମାଆ ପେଟ ଭିତରେ ବଢୁଥିଲା ଠିକ୍ ସେତିକି ବେଳେ ମାଆ ର ପେଟ ଭିତରେ ଆଉ ଗୋଟେ ଭୃଣ ମଧ୍ୟ ବଢିବାକୁ ଲାଗୁଥିଲା । ମାନେ ମାଁ ର ପେଟରେ ଥିଲେ ଜାଆଁଳା ଛୁଆ ଯାହା ଠିକ୍ ସମୟ ରେ ଅଲଗା ନ ହୋଇ ପାରି ଏହି ଜନ୍ମ ହୋଇଥିବ ପିଲାର ମୁଣ୍ଡ କୁ ଚାଲି ଜାଇଥିଲା । ଯାହା ଫଳରେ ମୁଣ୍ଡ ଭିତରେ ବଢିବାରେ ଲାଗିଥିଲା ଏହି ଭୃଣଟି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *