ସରକାରଙ୍କର ବଡ ଘୋଷଣା । ନିଶ୍ଚୟ ଜାଣି ନିଅନ୍ତୁ ଏହି ଖବର

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ଡରେଇଲାଣି H3N2 ଭାଇରସ । 10 ଦିନ ପାଇଁ ସରକାର କଲେ ଛୁଟି ଘୋଷଣା । ଘୋରଇ ସ୍କୁଲ ମାର୍ଚ୍ଛ 16 ରୁ 26 ଯାଏ ଛୁଟି ରହିବ । ତେବେ ଦେଶରେ ପ୍ରଥମ ଥର ପାାଇଁ ନୂଆ ଭୂତାଣୁ ଲାଗି ସ୍କୁଲ ଛୁଟି ନିସ୍ପତି ନେଇଛନ୍ତି ପଦୁଚେରୀ ସରକାର । ବିଧାନ ସଭା ରେ ଏହି ନେଇ ଘୋଷଣା କରିଛନ୍ତି ସରକାର 15 ବର୍ଷ ରୁ କମ୍ ପିଲା ମାନଙ୍କୁ ନୂଆ ଭାଇରସ ଅଧିକ ପରିମାଣ ରେ ସଂଙ୍କ୍ରମଣ କରୁଥିବା ବେଳେ ନିଶ୍ୱାସ ନେବାରେ ଅସୁବିଧା ହେବା ସହିତ ଥଣ୍ଡା କାଶ ଲାଗି ରହୁଛି ।

H3N2 virus

ଏବେ ଦେଶରେ 451 ଟି କେସ୍ ଚିହ୍ନଟ ହୋଇଛି । ଏବେ ଯାଏ 7 ଜଣଙ୍କର ମୃ-ତ୍ୟୁ ହେଲାଣି । ତେବେ ସେହିଥି ପାଇଁ ଘୋରଇ ସ୍କୁଲ ମାର୍ଚ୍ଛ 16 ରୁ 26 ଯାଏ ଛୁଟି ରହିବ ବୋଲି ନିସ୍ପତି ନେଇଛନ୍ତି ପଦୁଚେରୀ ସରକାର । ତେବେ ଓଡିଶା ରେ ସ୍ଥିତି ଦେଖି ନିସ୍ପତି ନିଆଯିବ ବୋଲି ବିଭାଗ କହିଛି ।

ତେବେ ପରବର୍ତି ଖବର ଟି ହେଲା ପିଏମ୍ କିଶାନ ଯୋଜନା ରେ କିସ୍ତି ଟଙ୍କା ପାଇ ନଥିବା ଚାଷୀ ଙ୍କୁ ମିଳିବ ସହାୟତା । ତେବେ ତେବେ ସରକାର ଏବେ ଯାଏ କୃଷକ ଙ୍କ ଏକାଉଣ୍ଟ କୁ 50 ହଜାର କୋଟି ରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି । ତେବେ ଫେବୃଆରୀ 27 ତାରିଖ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲୋକପ୍ରିୟ ଯୋଜନା ରେ 13 ତମ କିସ୍ତି କୋର୍ଣ୍ଣାଟକ ର ବେଲାଗାଭି ରେ ଚାଷୀ ଙ୍କୁ ପ୍ରଦାନ କରିଛନ୍ତି ।

ବର୍ତମାନ ଏହା ସହିତ ଯୋଡିତ ଆଉ ଏକ ଖବର ଆସୁଛି ଯାହା ଚାଷୀ ଙ୍କୁ ଖୁସୀ କରେଇ ପାରିବ । ତେବେ ପ୍ରଧାନ ମନ୍ତ୍ରୀ କିଶାନ ନିଧି ଯୋଜନା ର ହୀତାଧିକାରୀ ଙ୍କ ପରିଚୟ ପତ୍ର ଯାଞ୍ଚ କରିବା ଏବଂ ଅଧିକ ଯୋଗ୍ୟ ଚାଷୀ ଙ୍କୁ ଉପକୃତ କରେଇବା ପାିଁ ସରକାର ମେ 1 ତାରିଖ ରୁ ମେ 30 ତାରିଖ ପର୍ଯ୍ୟନ୍ତ ଏକ ଅଭିଯାନ ଆରମ୍ଭ କରିବେ ।

pm

ତେବେ କେନ୍ଦ୍ର ରେ 2018 ରେ ଏହି ଯୋଜନା ଆରମ୍ଭ କରିବା ପରଠାରୁ 26 କୋଟି ଚାଷୀ ଙ୍କ ବ୍ୟାଙ୍କ୍ ଏକାଉଣ୍ଟ କୁ 52 ହଜାର କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । ତଥାପି ଅନେକ ଯୋଗ୍ୟ କୃଷକ ଏହି ଯୋଜନା ର ଲାଭ ଉଠେଇବା ପାଇଁ ସକ୍ଷମ ନୁହଁନ୍ତି କାରଣ ସେମାନଙ୍କର ଆଧାର ବିବରଣି କୁ ବ୍ୟାଙ୍କ୍ ଏକାଉଣ୍ଟ ସହିତ ଯୋଡି ନାହାଁନ୍ତି ଏବଂ ସେମାନେ ନିଜର ଜମି ବିବରଣି ପ୍ରଦାନ କରି ନାହାଁନ୍ତି । ତେବେ ମେ 1 ତାରିଖ ରୁ ମେ 30 ତାରିଖ ପର୍ଯ୍ୟନ୍ତ ମେଗା ଡ୍ରାଇଭ ନେବାକୁ ନିସ୍ପତି ନେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *