ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ବହୁତ ସାରା ହିରୋଇନ ମାନେ ଗତ ଦିନ ମାନଙ୍କରେ ବିବାହ କରିଛନ୍ତି । ଆଉ ମାଆ ହେବା ପରେ ସେମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଦୂରେଇ ଜାଇଛନ୍ତି । ତେବେ ବନ୍ଧୁଗଣ ଆଜିର ଏହି ପୋଷ୍ଟ ରେ ଆମେ ମାନେ ଏହି ପରି କିଛି ହିରୋଇନ ମାନଙ୍କ ବିଷୟ ରେ ଜାଣିବା । ତେବେ ଆପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଶେଷ ଯାଏ ପଢନ୍ତୁ ।
ତେବେ ବନ୍ଧୁଗଣ ଆମ ଲିଷ୍ଟରେ ପ୍ରଥମ ନମ୍ବର ରେ ରହିଛନ୍ତି ମାହୀ । ତେବେ ମାହୀ ଏବଂ ଚନ୍ଦନ ଙ୍କ ଯୋଡି କୁ ଆପଣ ମାନେ ଭଲ ଭାବେ ଜାଣିଥିବେ । ଗତ ଚାରି ବର୍ଷ ପୂର୍ବରୁ ଦୁହିଁଙ୍କର ବିବାହ ହୋଇଥିଲା । ବିବାହ ପରେ ଏବେ ତାଙ୍କର ଗୋଟେ କୁନି ଝିଅ ହୋଇଥିବା ବେଳେ ତାଙ୍କର ନାମ ପୁଚୁକୀନ । ଆଉ ଏହା ପରେ ମାହି ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଜାଇଛନ୍ତି ।
ଏବେ ଦ୍ୱିତୀୟ ନମ୍ବର ରେ ଆସିଛି ମାନିନୀ । ତେବେ ଏହି ସିରିଏଲ ରେ ଆପଣ ମାନେ ନିଶ୍ଚିତ ଭାବେ ଦେଖି ପାଇଁ ପାଇଥିବେ । ତାହାଲେ ଏହି ସିରଏଲ ଚାଲିଥିବା ବେଳେ ସେ ମାଆ ହୋଇଥିଲେ । ଆଉ ମାଆ ହେବା ପରେ ଆଉ ସେ ନଜର ଆସି ନାହାଁନ୍ତି ।
ଏହା ପରେ ତୃତୀୟ ରେ ଆସୁଛନ୍ତି ଆନିସା ଶର୍ମା । ତେବେ ଆନିଶା ସୁବାଶିସ୍ ଙ୍କ ଯୋଡି ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ତାହାଲେ ଗତ ଦିନ ମାନଙ୍କରେ ଆନିଶା ଶର୍ମା ଙ୍କ ଗୋଟିଏ କନ୍ୟା ଶନ୍ତାନ ଜନ୍ମ ନେଇଛନ୍ତି । ଯାହାଙ୍କ ନାମ ରହିଛି ଭିୟୋନା । ତେବେ ଭିଯୋନା ଜନ୍ମ ହେବ ପରେ ଆନିଶା ଶର୍ମା ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଦୂରେଇ ଜାଇଛନ୍ତି ।
ଏହା ପରେ ଚତୁର୍ଥ ନମ୍ବର ରେ ଆସୁଛନ୍ତି ଶୁଭସ୍ମିତା ତେବେ ଦିର୍ଘ 15 ବର୍ଷ ର ଅଭିନୟ କେରିୟର ମଧ୍ୟରେ ଶୁଭସ୍ମିତା ବହୁତ ସାରା ସିରିଏଲ ମାନଙ୍କରେ ଅଭିନୟ କରିଛନ୍ତି । ହେଲେ ଶୁଭସ୍ମିତା ମାଆ ହେବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଜାଇଛନ୍ତି ।
ସେହି ପରି ପଞ୍ଚମ ରେ ଆସୁଛନ୍ତି ମିଠି । ତେବେ ମିଠି ଙ୍କର ବହୁତ ସାରା ଆଲବମ୍ ଆପଣ ମାନେ ଦେଖିଥିବେ । ତେବେ ମିଠି ଏବେ ବାଙ୍ଗାଲୋର ରେ ରହୁଥିବା ବେଳେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଏବେ ବିଦାୟ ନେଇ ନେଇଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।