ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମଝି ସମୁଦ୍ର ରେ ବୁଲୁଥୁଲା ଧଳା ପାରା ସେହି ପାରା ଦେହରେ ଲାଗିଥିଲା କେମେରା ଜି4 ଏବଂ ବିଦେଶୀ ଭାଷା ରେ କିଛି ଅକ୍ଷର ଲେଖା ହେଲା । ଯାହାକୁ ନେଇ ସନ୍ଧେହ ବଢିବା ସହିତ ଏହି ଧଳା ପାରା କେଉଁଠୁ ଆସିଲା କିଏ ଛାଡିଲା ତାହାକୁ ନେଇ ଚାଲିଲା ଆଲୋଚନା । ଆଉ ଏହି ଭଳି ଘଟଣା କୋଣାର୍କ ଭିତରେ ଥିବା ଗଭୀର ସମୁଦ୍ର ଭିତରୁ ଦେଖିବାକୁ ମିଳିଛି । ଏବଂ ମାଛ ଧରୁ ଥିବା ଏକ ବୋର୍ଟ ଦ୍ୱାରା ଏହି ପାରା ଉଦ୍ଧାର ହୋଇଛି ।
ଦେଖନ୍ତୁ ଏହି ହେଉଛି ସେହି ଧଳା ପାରା । ସେହି ପାରା ଦେହରେ ଲାଗିଥିଲା କେମେରା ଜି4 ଏବଂ ବିଦେଶୀ ଭାଷା ରେ କିଛି ଅକ୍ଷର ଲେଖା ହୋଇଛି । ତେବେ ପାରା ଟିକୁ ଗୁପ୍ତ ଚୋର ବୋଲି କୁହାଜାଉ ଥିବା ବେଳେ ତାହାକୁ ଉଦ୍ଧାର କରି କୋଣାର୍କ ପାଖ ଥାନା ରେ ଜୀମା ଦେଇଛନ୍ତି ମତ୍ସ୍ୟବିଜି ମାନେ । ପୋଲିସ ପକ୍ଷ ରୁ ବିଦେଶୀ ଭାଷା , କେମେରା ଏବଂ ଚିପ୍ କୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ସାରଥୀ ନାମକ ବୋର୍ଟ ମାଛ ଧରୁଥିବା ବେଳେ ପାରାଟି ଆସି ବୋର୍ଟ ରେ ବସି ଜାଇ ଥିଲା । ଆଉ ଏହି ସମୟ ରେ ସାରଥୀ ନାମକ ଏହି ବୋର୍ଟ ଟି ମାଛ ଧରୁଥିବା ବେଳେ ପାରାଟି ବୋର୍ଟ ରେ ବସି ରହିଥିଲା । ତେବେ ବୋର୍ଟ ର ଡ୍ରାଇଭର ଏବଂ ଷ୍ଟାପ୍ କୁ ସନ୍ଧେହ ସୃଷ୍ଟି ହେବା ସହିତ ପାରାକୁ ସେମାନେ କାବୁ କରିଥିଲେ । ହେଲେ ପାରା କୁ କାବୁ କରିବା ପରେ ପାରା ର ଦେହରେ ଲାଗିଥିଲା କେମେରା ଜି4 ଏବଂ ବିଦେଶୀ ଭାଷା ରେ କିଛି ଅକ୍ଷର ଲେଖା ହୋଇଥିଲା ।
ଯେଉଁଥି ପାଇଁ ନାବିକ ଙ୍କୁ ସନ୍ଧେହ ହୋଇଥିଲା । ଏବଂ ପରେ ସେମାନେ ମାଛ ଧରା ବନ୍ଦର କୁ ଆସି ପୋଲିସ କୁ ଏହି ପାରା କୁ ହସ୍ତାନ୍ତର କରିଛନ୍ତି । ପାରାର ଡେଣା ରେ ପାକିସ୍ତାନୀ ଏବଂ ବାଙ୍ଗାଲ୍ଲାଦେଶୀ ଭାଷା ରେ କିଛି ଲେଖା ହୋଇଥିବାର ଦେଖିବା ପାଇଁ ମିଳିଛି । ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଥିବାର ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।