ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଘର କାମ କରୁଥିବାର ନଜର ଆସିଛନ୍ତି ଆନିସା ଏବଂ ଶୁଭାସିସ ଶର୍ମା ଙ୍କ କୁନି ଝିଅ ଭିୟୋନା । ତେବେ ବନ୍ଧୁଗଣ ଏବେ ଭିୟୋନା ଙ୍କୁ ମାତ୍ର 2 ବର୍ଷ ବୟସ ହୋଇଛି ହେଲେ ଏହାରି ଭିତରେ ସେ ତାଙ୍କ ଘରର ସମସ୍ତ କାମ ସିଖିଛନ୍ତି । ଆଉ ମାଆ ଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି କୁନି ଝିଅ ଭିୟୋନା । ତେବେ ଘର ଓଳାଠୁ ନେଇ , ରୋଷେଇ କରିବା , ଲୁଗା ପଟା ସଫା କରିବା ଏହି ପରି ବହୁତ ସାରା କାମ କରୁଛନ୍ତି ଭିୟୋନା ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆନିଶା ଏବଂ ଶୁଭାସିସ୍ ଦୁହେଁ ପରସ୍ପର ଙ୍କୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆଉ ଏହା ପରେ ତାଙ୍କର କୁନି ଝିଅ ଜନ୍ମ ନେଇଛନ୍ତି ଯାହାଙ୍କ ନାମ ରହିଛି ଭିୟୋନା । ତାହାଲେ ଭିୟୋନା ଙ୍କୁ ଏବେ 2 ବର୍ଷ ସମୟ ହୋଇଜାଇଛି । ତାହାଲେ କେବଳ ଦୁଇ ବର୍ଷ ରେ ଏବେ ଭିୟୋନା ବହୁତ ସାରା ଘର କାମ କରୁଥିବାର ଦେଖିବା ପାଇଁ ମିଳିଛନ୍ତି ।
ତେବେ ମାଆ ଙ୍କୁ ଘର କାମ ରେ ସାହାଯ୍ୟ କରୁଥିବାର ଦେଖିବା ପାଇଁ ମିଳିଛନ୍ତି ଭିୟୋନା । ତେବେ ପାଠ ପଢିବା ସହିତ ଘର କାମ ରେ ବି ବ୍ୟସ୍ତ ରହିଛନ୍ତି ଏହି କୁନି ଝିଅ ଭିୟୋନା । ତେବେ ଘର ଓଳାଠୁ ନେଇ , ରୋଷେଇ କରିବା , ଲୁଗା ପଟା ସଫା କରିବା ଏହି ପରି ବହୁତ ସାରା କାମ କରୁଛନ୍ତି ଭିୟୋନା । ତାହାଲେ ଆପଣ ମାନେ ଜାଣିଥିବେ ଆନିଶା ଏବଂ ଶୁବାସିସ୍ ଶର୍ମା ପୂର୍ବରୁ ବହୁତ ସାରା ସିରିଏଲ ରେ ଅଭିନୟ କରିଥିଲେ । ଏବଂ ପରେ ସେମାନେ ପରସ୍ପର କୁ ଭଲ ପାଇ ବିବାହ କରିଛନ୍ତି ।
ଆନିଷା ମାଆ ହେବା ପରେ ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁନାହାଁନ୍ତି । ତାହାଲେ ଶୁଭାସିସ୍ ଶର୍ମା ଏବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରୁଥିବାର ନଜର ଆସିଛନ୍ତି । ସେ ବହୁତ ସାରା ୱେବସିରିଜ୍ , ଏବଂ ସିରିଏଲ ସହିତ ଆଡ୍ ରେ ବି କାମ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ଆଉ ଏହିଥି ପାଇଁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲପାଇବା ଦେଇଛନ୍ତି । ତାହାଲେ ଆପଣ ମାନଙ୍କୁ ଆନିଶା ଏବଂ ଶୁଭାସିସ୍ ଶର୍ମ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।