ମରି-ବା ପୁର୍ବରୁ ପିଣ୍ଟୁ ନନ୍ଦ କଣ କହିଥିଲେ ଦେଖନ୍ତୁ । ଶେଷ ଭିଡିଓ

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅବେଳ ରେ ମରି ମୁଁ ବହୁତ ଦୁଃଖରେ ରହିଛି ଉପରେ ଥାଇ ସବୁ ଦେଖି ପାରୁଛି ସାରା ଓଡିଶା କାନ୍ଦୁଛି । ସାରା ଓଡିଶା ର ଲୋକ ମାନେ ମୋ କଥା କୁ ଝୁରି ହେଉଛନ୍ତି । ଫିଲ୍ମ ରେ ଦେଖି ଥିବା ମୋର ହସ ହସ ମୁହଁ ତାଙ୍କୁ ବିକଳ କାନ୍ଦ ଦେଉଛି । ଫିଲ୍ମ ରେ ମିଛି ମିଛିକା ମରିବାର ଅଭିନୟ କରୁ କରୁ ଆଜି ସତ ସତିକା ମୋ ଜିବନ ଚାଲିଜାଇଛି ।

ଏହି ସ୍ୱର୍ଗ ଦ୍ୱାର କୁ ଆସି ବି ମୁଁ ଏବେ ଯନ୍ତ୍ରଣା ପାଉଛି । ମୋ ପରିବାର ର କାନ୍ଦ କାନ୍ଦ ଚେହେରା ମୋ ସାମ୍ନାରେ ନାଚି ଉଠୁଛି । ଆଉ ସେମାନଙ୍କ କାନ୍ଦ କାନ୍ଦ ଚେହେରା ମତେ ବହୁତ କଷ୍ଟ ଦେଉଛି । ମୁଁ ଆପଣଙ୍କ ପିଲା ଦିନର ସେହି ଗୈରା କହୁଛି । ଯିଏ ଚିକେନ ଖାଉଥିଲା ଆଉ ଦୋ ରସ ପିଉଥିଲା । ମୁଁ ଆପଣଙ୍କ ସେହି ପିଲା ଦିନର ରାଣ୍ଡି ପୁଅ ଅନନ୍ତା କହୁଛି । ଯିଏ ଭାରି ଦୁଷ୍ଟ ଥିଲା ଯିଏ ଭାରି ଚଗଲା ଥିଲା ହେଲେ ଶେଷରେ ନିଜର ଗାଁ ପାଇଁ ନିଜର ଜିବନ କୁ ବାଜିରେ ଲଗେଇ ଦେଲା ।

Pintu Nanda

ମୁଁ ଆପଣ ମାନଙ୍କର ସେହି ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ କହୁଛି । ଯାହାକୁ ଆପଣ ମାନେ ଅଜଶ୍ର ପ୍ରେମ ଓଜାଡି ଦେଇଛନ୍ତି । ମୋର ଚଳଚିତ୍ର କୁ ଆପଣ ମାନେ ମନ ଭରି ଦେଖିଛନ୍ତି । ସେହିଥି ପାଇଁ ତ ଆଜି ମୁଁ ମରିବାପରେ ସାରା ଓଡିଶା ଆଖିରେ ଲୁହ ଝରାଉଛି । ମୋର ଏହି ଅଳ୍ପ ଦିନର ଅଭିନୟ ଭିତରେ ସିନେମା ରେ ଅଭିନୟ କରୁ କରୁ ଆପଣ ମାନଙ୍କୁ କେତେ ହସେଇଛି ଆଉ କେତେ କନ୍ଦେଇଛି । ମୁଁ ଜାଣିନାହିଁ ହେଲେ କେବଳ ଏତିକି ଜାଣିଛି ମୋ ମରଣ ଆପଣ ମାନଙ୍କୁ ଦୁଖଃ ଦେଇଛି ।

ଶରୀରର ରଙ୍ଗ ଲଗେଇ ୱାଉଡର ଲଗେଇ ଅଭିନୟ କରୁ କରୁ କେତେ ବେଳେ ଯେ ମୋ ସମୟ ସରିଗଲା ମୋ ମରଣ ଆସି ମୋ ହାତ ଧରି ଡାକିନେଲା ସେହି କଥା ମୁଁ ଜାଣି ପାରିଲି ନାହିଁ । ଆଉ ମୋ ମୃ-ତ୍ୟୁ ଆସି ମୋତେ କୋଳେଇ ନେଲା ସେହି କଥା ବି ମୁଁ ଜାଣି ପାରିଲି ନାହିଁ । କେବଳ ଓଡିଶା ବାସୀ ଙ୍କ ପାଖରେ ଏତିକି ଅନୁରୋଧ ମୋ ପରିବାର କୁ ସମସ୍ତେ ଆଶ୍ରୀବାଦ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *