ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତ ଙ୍କୁ ଛାଡି ଗତ ଦୁଇ ଦିନ ତଳେ ଆରପାରି କୁ ଚାଲିଜାଇ ଥିଲେ ଭର୍ସିଆନ ଅଭିନେତା ପିଣ୍ଟୁ ନନ୍ଦ । ତେବେ ପିଣ୍ଟୁ ନନ୍ଦ ଙ୍କ ପରିବାର ରେ କିଏ କିଏ ରହିଛନ୍ତି ଆପଣ ମାନେ ଜାଣିଛନ୍ତି କି । ଆପଣ ମାନେ ତାଙ୍କର ପିଲା ଛୁଆ ଙ୍କୁ ଦେଖିଥିବେ ତାଙ୍କର ଗାଁ ଏବଂ ପରିବାର ରେ ଆଉ କିଏ କିଏ ରହିଛନ୍ତି ଆପଣ ମାନେ କେବେ ଜାଣିବାକୁ ଚାହିଁଛନ୍ତି କି । ତେବେ ଏହି ବିଷୟ ରେ ଜାଣିବାକୁ ହେଲେ ଆପଣ ମାନଙ୍କୁ ପୋଷ୍ଟ କୁ ଶେଷ ଯାଏ ପଢିବାକୁ ପଡିବ ।
ତେବେ ଭର୍ସିଆନ ଅଭିନେତା ପିଣ୍ଟୁ ନନ୍ଦ ଯକୃତ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ପରିବାର କହିଲେ ବାପା , ମାଆ , ଭାଇ , ଭଉଣୀ , ଏକ ସଂମ୍ପର୍ଣ୍ଣ ପରିବାର ଅଟେ । ତେବେ ପିଣ୍ଟୁ ନନ୍ଦ ଜଗତସିହଂ ଜିଲ୍ଲାର ଜଣେ କ୍ଷେତ ନାମା ପରିବାର ରୁ ଆସିଥାନ୍ତି । ଆଉ ସେ ଭୁବନେଶ୍ୱର ରେ ଦୁଇ ପୁଅ ଏବଂ ସ୍ତ୍ରୀ ଙ୍କୁ ନେଇ ରହୁଥିଲେ । ଗତ ନଭେମ୍ବର ମାସ ଠାରୁ ସ୍ତ୍ରୀ ଙ୍କ ଠାରୁ ଅଲଗା ହୋଇଜାଇ ଥିଲେ ପିଣ୍ଟୁ ନନ୍ଦ ।
ପିଣ୍ଟୁ ନନ୍ଦ ଙ୍କ ଗୋଟିଏ ଭାଇ ଏବଂ ଦୁଇ ଭଉଣୀ ଅଟନ୍ତି । ବାପା ମାଆ ମଧ୍ୟ ଜଗତସିହଂ ପୁର ସ୍ଥିତ ଘରେ ରହୁଛନ୍ତି । ଏବଂ ସେଠାରେ ସେ ତାଙ୍କର କର୍ମ ଚଳାନ୍ତି । ପିଣ୍ଟୁ ନନ୍ଦ ଭୁବନେଶ୍ୱର ରେ ଏକ ଫ୍ଲାଟ ନେଇ ରହୁଥିଲେ । ଏବଂ ପାଖରେ ରହୁଥିଲେ ବଡ ପୁଅ । ତେବେ ଗତ ନଭେମ୍ବର ମାସରେ ସ୍ୱାମୀ ସ୍ତ୍ରୀ ଙ୍କର କିଛି ଡିଷ୍ଟ୍ରଭାନ୍ସ ହେବାରୁ ମନ ମାଳିନ୍ୟ ହେବାରୁ ସ୍ତ୍ରୀ ଅଲଗା ହୋଇ ଜାଇଥିଲେ । ଏବଂ ସ୍ତ୍ରୀ ତାଙ୍କ ବାପ ଘର ସ୍ଥିତ ଜମ୍ବୁରେ ରହୁଥିଲେ । ଏବଂ ଜମ୍ବୁ ରେ ଏକ ଘୋରଇ ଶିକ୍ଷା ଅନୁଷ୍ଟାନ ରେ ପାଠ ପଢାଉଥିଲେ । ଏବଂ ଆଶିଷ୍ଟାଣ୍ଡ ପ୍ରଫେସର ଭାବେ ସେହିଠାରେ ସେ କାମ କରୁଥିଲେ ।
ତାଙ୍କ ମାଆ ପିଣ୍ଟୁ ନନ୍ଦ ଙ୍କୁ ବହୁତ ଭଲ ପାଆନ୍ତି । ଘରର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୁଇ ଭଉଣୀ ମଧ୍ୟ ପିଣ୍ଟୁ ନନ୍ଦ ଙ୍କୁ ଜିବନ ବୋଲି ମାନନ୍ତି । କାରଣ ପିଣ୍ଟୁ ନନ୍ଦ ତାଙ୍କର ଦୁଃଖରେ ସୁଖରେ ସବୁ ବେଳେ ଛିଡା ହୁଅନ୍ତି । ତେବେ ଆଜି ନିଜ ଆପଣାର ଭାଇ କୁ ହରେଇ ସମସ୍ତେ ପିଣ୍ଟୁ ନନ୍ଦ ଙ୍କୁ ହରେଇ ଓଡିଆ ସିନେ ଜଗତ ରେ ହାହା କାର ପଡିଜାଇଛି । ପିଣ୍ଟୁ ନନ୍ଦ ଙ୍କ ଅରମ ଆତ୍ମା ର ସଦଗତି କାମନା କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।