ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘର ପରେ ଭକ୍ତି କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର । ତାହାଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଲିପ୍ସା ମିଶ୍ର ଗତ ଦିନ ମାନଙ୍କରେ ବାହା ହୋଇଛନ୍ତି । ତେବେ ସେ ଆକାଶ ଙ୍କୁ ଦିର୍ଘ ଦିନ ଧରି ଭଲ ପାଇଥିବା ବେଳେ ଏବେ ସେ ଆକାଶ ଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ।
ତେବେ ବିବାହ ଟି ବହୁତ ଧୁମ୍ ଧାମ୍ ହୋଇଥିଲା ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ସମସ୍ତେ ବିବାହ କୁ ଏନଜୟ କରିଥିବାର ଦେଖିବା ପାଇଁ ମିଳିଥିଲେ । ତାହାଲେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଲିପ୍ସା ମିଶ୍ର । ଆଉ ବାହା ହୋଇ ନିଜର ଶାଶୁ ଘରକୁ ଚାଲିଜାଇଛନ୍ତି । ଆଉ ଶାଶୁ ଘରେ ଗୋଟେ ଓଡିଆ ଘରର ବୋହୁ ପରି ଚଳୁଥିବାର ନଜର ଆସିଛନ୍ତି ।
ତାହାଲେ ଆପଣ ମାନେ ଲିପ୍ସା ମିଶ୍ର ଙ୍କ ବହୁତ ସାରା ସିନେମା ନିଶ୍ଚିତ ଭାବେ ଦେଖିଥିବେ । 2013 ମସିହା ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରୁଛନ୍ତି। ତେବେ ସେ ଚୌକା ଛକ୍କା ସିନେମା ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରିଥିଲେ । ଆଉ ଏହାପରେ ସେ ତୁଳସୀ ସିରିଏଲ ରେ ଡେଭ୍ୟୁ କରିଥିଲେ । ଆଉ ସିରିଏଲରେ ଅଭିନୟ କରି ବହୁତ ସାରା ଲୋକ ମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ ।
ତାହାଲେ ଏବେ ଲିପ୍ସା ମିଶ୍ର ବିବାହ କରି ସାରିଥିବା ବେଳେ ତାଙ୍କର ବିବାହ ବହୁତ ଧୁମ୍ ଧାମ୍ ରେ ହୋଇଥିଲା । ଯେଉଁଥିରେ ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ତେବେ ଏବେ ବିବାହ ପରେ ଲିପ୍ସା ମିଶ୍ର ଶାଶୁ ଘରକୁ ଚାଲି ଜାଇଛନ୍ତି । ଆଉ ଶାଶୁ ଘରେ ଗୋଟେ ଓଡିଆ ଘରର ବୋହୁ ଭଳି ଚଳୁଥିବାର ନଜର ଆସିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।