ବିବାହ ପରେ ସ୍ୱାମୀଙ୍କ ସେବା କିପରି କରୁଛନ୍ତି ଲିପ୍ସା ମିଶ୍ର ଦେଖନ୍ତୁ…

Lipsa mishra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଶାଶୁ ଘରେ କେମିତି ସେବା କରୁଛନ୍ତି ଲିପ୍ସା ମିଶ୍ର ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ପୂର୍ବ ଲିପ୍ସା ମିଶ୍ର ଙ୍କ ବାହାଘର ହୋଇଜାଇଛି । ଏହି ବାହାଘର ବହୁତ ଧୁମ୍ ଧାମ୍ ରେ ହୋଇଥିବା ବେଳେ ଲିପ୍ସା ମିଶ୍ର ଙ୍କ ବାହାଘର ରେ ବହୁତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ ବାହାଘର ପରେ ଏବେ ଲିପ୍ସା ମିଶ୍ର ନିଜର ଶାଶୁ ଘରକୁ ଚାଲିଜାଇଛନ୍ତି । ଶାଶୁ ଘରେ ଆକାଶ ଙ୍କ ସହିତ ବହୁତ ଖୁସୀରେ ରହୁଛନ୍ତି ଲିପ୍ସା ମିଶ୍ର ।

ତାହାଲେ ବନ୍ଧୁଗଣ ଏବେ ଶାଶୁ ଘରେ ସ୍ୱାମୀ ଙ୍କର ସେବା କରୁଥିବାର ନଜର ଆସିଛନ୍ତି ଲିପ୍ସା ମିଶ୍ର । ଏହା ସହିତ ସ୍ୱାମୀ ଙ୍କର ଯତ୍ନ ନେଉଥିବାର ମଧ୍ୟ ନଜର ଆସିଛନ୍ତି ଲିପ୍ସା ମିଶ୍ର । ତାହାଲେ ଓଡିଆ ଘରର ବୋହୁ ପରି ଚଳୁଥିବାର ନଜର ଆସିଛନ୍ତି ଲିପ୍ସା ମିଶ୍ର । ତେହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ 2013 ମସିହା ରେ ଲିପ୍ସା ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଯୋଗ ଦେଇଥିଲେ । ହେଲେ ଏହା ପର ଠାରୁ ସେ କେବେ ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି ।

Lipsa

ସେ ଚୌକା ଛକ୍କା ସିନେମା ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରିଥିଲେ । ଆଉ ଏହାପରେ ସେ ତୁଳସୀ ସିରିଏଲ ରେ ଡେଭ୍ୟୁ କରିଥିଲେ । ଆଉ ସିରିଏଲରେ ଅଭିନୟ କରି ବହୁତ ସାରା ଲୋକ ମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ । ତାହାଲେ ଏବେ ଲିପ୍ସା ମିଶ୍ର ବିବାହ କରି ସାରିଥିବା ବେଳେ ତାଙ୍କର ବିବାହ ବହୁତ ଧୁମ୍ ଧାମ୍ ରେ ହୋଇଥିଲା । ଯେଉଁଥିରେ ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ।

ତେବେ ଏବେ ବିବାହ ପରେ ଲିପ୍ସା ମିଶ୍ର ଶାଶୁ ଘରକୁ ଚାଲି ଜାଇଛନ୍ତି । ଆଉ ଶାଶୁ ଘରେ ଗୋଟେ ଓଡିଆ ଘରର ବୋହୁ ଭଳି ଚଳୁଥିବାର ନଜର ଆସିଛନ୍ତି । ତେବେ ଲିପ୍ସା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ସିନେମା , ୱେବସିରିଜ୍ ଏବଂ ଆଲବମ୍ ରେ କାମ କରିଥିବାର ନଜର ଆସିଛନ୍ତି । ସୁନ୍ଦର ଅଭିନୟ କାରଣ ରୁ ତାଙ୍କୁ ସାରା ଓଡିଶା ର ଲୋକ ମାନେ ବହୁତ ଅଧିକ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଲିପ୍ସା ମିଶ୍ର ଏବଂ ତାଙ୍କର ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *