ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଏବେ ବର୍ଷା ପ୍ରିୟଦର୍ଶନୀ ନିଜର ମାଆ ଏବଂ ଭଉଣୀ ଙ୍କ ପାଖରେ ରହୁଥିବାର ନଜର ଆସିଛନ୍ତି । ତାହାଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଙ୍କୁ 2014 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ବର୍ଷା ପ୍ରିୟଦର୍ଶନୀ । ହେଲେ ଦୂର୍ଭାଗ୍ୟ ବଶଃତ ସେମାନଙ୍କ ଯୋଡି ବେଶୀ ଦିନ ପର୍ଯ୍ୟନ୍ତ ରହିନଥିଲା । 2020 ମସିହା ରେ ଅନୁଭବ ମହାନ୍ତି ବର୍ଷା ଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଏବେ ଅନୁଭବ ଙ୍କ ଘର ଛାଡି ନିଜ ମାଆ ଙ୍କ ପାଖରେ ରହୁଛନ୍ତି ବର୍ଷା ପ୍ରିୟଦର୍ଶନୀ ।
ତାହାଲେ ଆପଣ ମାନେ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ଯୋଡି ଙ୍କ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଏହି ଯୋଡି ବହୁତ ସାରା ସିନେମା ରେ ଏକାଠୀ ଅଭିନୟ କରି ଥିବାର ଦେଖା ଦେଇଛନ୍ତି । ତାହାଲେ ସୁଟିଂ ସେଟ୍ ରୁ ବର୍ଷା ଙ୍କୁ ଭଲ ପାଇ ବାହା ହୋଇଥିଲେ ଅନୁଭବ ମହାନ୍ତି । ଦୁହିଁଙ୍କ ଯୋଡି କୁ ସାରା ଓଡିଶା ର ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରୁଥିଲେ ।
ହେଲେ ଏବେ ଦୁହିଁଙ୍କ ମଧ୍ୟରେ ସବୁ କିଛି ହୋଇଜାଇଛି ଓଲଟ ପାଲଟ । ତାହାଲେ ଅନୁଭବ ଙ୍କ ଠାରୁ ଦୂରରେ ଏବେ ନିଜ ମାଆ ଙ୍କ ପାଖରେ ଗାଁ ରେ ନଜର ଆସିଛନ୍ତି ବର୍ଷା ପ୍ରିୟଦର୍ଶନୀ । ତେବେ ଏବେ ବର୍ଷା ପ୍ରିୟଦର୍ଶନୀ ସହର ଜାକ ଜମକ ଛାଡି ଗୋଟେ ଗାଁ ଅଞ୍ଚଳ ରେ ନିଜ ମାଆ ଙ୍କ ସହିତ ବୁଲୁ ଥିବାର ନଜର ଆସିଛନ୍ତି । ଅନୁଭବ ଙ୍କ ଠାରୁ ଦୂରେଇବା ପରେ ନିଜ ମାଆ ଙ୍କ ପାଖରେ ବର୍ଷା ପ୍ରିୟଦର୍ଶନୀ ଦେଖା ଦେଇଛନ୍ତି ।
ତାହାଲେ ବର୍ଷା ପ୍ରିୟଦର୍ଶନୀ ଙ୍କର ଆଉ ଦୁଇ ଜଣ ଭଉଣୀ ମଧ୍ୟ ରହିଛନ୍ତି ସେମାନେ ବିବାହ କରି ଖୁସୀରେ ଘର ସଂସାର କରୁଥିବାର ନଜର ଆସିଛନ୍ତି । ହେଲେ ବର୍ଷା ପ୍ରିୟଦର୍ଶନୀ ଅନୁଭବ ମହାନ୍ତି ଙ୍କ ଠାରୁ ଅଲଗା ହୋଇ ମାଆ ଙ୍କ ପାଖରେ ରହୁଥିବାର ନଜର ଆସିଛନ୍ତି ।
ଏହା ସହିତ ଆପଣ ମାନେ ଜାଣିଥିବେ ବର୍ଷା ଏବେ ବହୁତ ସାରା ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି । ଅନୁଭବ ଙ୍କ ଠାରୁ ଅଲଗା ହେବା ପରେ ସେ ସମାଜ ସେବା କରିବାରେ ମନ ଲଗେଇଛନ୍ତି । ତେବେ ଆପଣ ମାନେ ବର୍ଷା ପ୍ରିୟଦର୍ଶନୀ ଙ୍କ ଅଭିନୟ କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।