ଦେଖନ୍ତୁ କେମିତି ବାପାଙ୍କ ICU ବେଡ଼ ପାଖରେ ଭୋ ଭୋ ହୋଇ କାନ୍ଦିଲେ ଅନୁଭବ ।

anubhav a

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ମହାନ୍ତି ଙ୍କ ବାପା ଗୁରୁତ୍ୱର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ତେବେ ବର୍ତମାନ ସମୟ ରେ ଏକ ବଡ ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ ପୁଣି ଆସିଛି ଆଉ ଏକ ଖବର । ବାପା ଙ୍କ ସ୍ୱାସ୍ଥ ଅବସ୍ଥା ଖରାପ ଥିବାରୁ ଅନୁଭବ ମହାନ୍ତି ଦିଲ୍ଲୀରୁ ଓଡିଶା ଆସିଥିଲେ । ତେବେ ଏହି ପରି ବେଳେ ଅନୁଭବ ମହାନ୍ତି ଙ୍କୁ ନେଇ ଆସିଛି ଆଉ ଏକ ବଡ ଖବର ।

14 ତାରିଖ ରେ ଅନୁଭବ ବର୍ଷା ଙ୍କ ବିବାଦ ର ଅନ୍ତ ଘଟେଇବା ପାଇଁ ଅନୁଭବ ଟୁଇଟ କରି ବର୍ଷା ଙ୍କୁ ଅନୁରୋଧ କରିଥିଲେ । ତେବେ ଗୋଟିଏ ଦିନ ପରେ ପୁଣି ଥରେ ଅନୁଭବ ଙ୍କ ଟୁଇଟ ସାମ୍ନାକୁ ଆସିଥିଲା । ICU ରୁ ବାପା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଆସିବା ପରେ ଅନୁଭବ ବର୍ଷା ଙ୍କୁ ଟାର୍ଗେଟ କରିଥିଲେ । ମୁଁ ହସ୍ପିଟାଲ ରୁ ଫେରିଛି । ଆଉ ମୁଁ ସବୁ ବେଳେ ନାରୀ ମାନଙ୍କର ଶଶକ୍ତି କରଣ ପାଇଁ ଆଗଭର ରହିଥାଏ । ହେଲେ ଏମିତି ନାରୀ ଯେଉଁ ମାନେ ନିଜର ଫାଇଦା ଉଠେଇଥାନ୍ତି । ସେମାନଙ୍କ ସପକ୍ଷରେ ମୁଁ କେବେବି ଆସେ ନାହିଁ ।

anubhav a

ସେ ନାରୀ ହୁଅନ୍ତୁ ବା ପୁରୁଷ ଯେଉଁ ମାନେ ଖରାପ କାମ କରନ୍ତି ବା ଯେଉଁ ମାନେ ନିଜର ପାୱର କୁ ଖରାପ ବ୍ୟବହାର କରନ୍ତି ସେମାନଙ୍କ ସାଥିରେ ମୁଁ କେବେବି ହେଲେ ନାହିଁ ବୋଲି କହିଛନ୍ତି ଅନୁଭବ ମହାନ୍ତି । ତେବେ ଏହି ଟୁଇଟ ରେ ବର୍ଷା ଙ୍କ ନାମ ନେଇ ନଥିଲେ ଅନୁଭବ ମହାନ୍ତି ହେଲେ ତାଙ୍କୁ ଟେଗ୍ କରିଥିଲେ । ତେବେ ଅନୁଭବ ଙ୍କ ବାପା ଙ୍କ ସ୍ୱାସ୍ଥ ଅବସ୍ଥା ବର୍ତମାନ ସମୟ ରେ ଗୁରୁତ୍ୱର ରହିଥିବା ବେଳେ ଏହି ପରି ସ୍ଥଳରେ ଅନୁଭବ ଏମିତି ଟୁଇଟ କରିଥିଲେ ।

ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଦେହ ବହୁତ ଖରାପ ହୋଇଥିଲା ଆଉ ଏହି କାରଣ ରୁ ତାଙ୍କୁ ହସ୍ପିଟାଲ ର ICU ରେ ଭର୍ତ୍ତି କରାଜାଇଛି । ତାହାଲେ ଅନୁଭବ ମହାନ୍ତି ନିଜ ବାପା ଙ୍କୁ ହସ୍ପିଟାଲ ରେ ଆ଼ଡମିଟ କରି ସାରି ସେ ପୋଷ୍ଟ କରିଥିଲେ ଯେଉଁଥିରେ ଅନୁଭବ ମହାନ୍ତି ବର୍ଷା ଙ୍କୁ ଅନୁରୋଧ କରିଛନ୍ତି । ଆଉ ବାପା ଙ୍କ ଶେଷ ସମୟ ରେ ମୁଁ ତାଙ୍କୁ ଖୁସୀ ଦେବା ପାଇଁ ଚାହେଁ । ଦୟାକରି ଆମେ ଅଲଗା ହୋଇଯିବା ଭଲରେ ଭଲରେ ଆମେ ଏକ ମାସ ମଧ୍ୟରେ ଅଲଗା ହୋଇଯିବା ବୋଲି ଅନୁଭବ ମହାନ୍ତି ଅନୁରୋଧ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *