ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଯା ଆରମ୍ଭ ହେବ । ହଁ ବନ୍ଧୁଗଣ 16 ଆଉ 17 ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ଏମିତି କିଛି ପୂର୍ବାନୁମାନ କଲେଣି ପାଣିପାଗ ବିଭାଗ । ହଁ ବନ୍ଧୁଗଣ 16 ଆଉ 17 ତାରିଖରେ ଝଡ଼ ପବନ ହେବାର ଆଶଙ୍କା ରହିଛି । ଘଣ୍ଟା ପ୍ରତି 40 ରୁ 50 କିଲ ମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର ପୂର୍ବନୁମାନ କରିଛି ।
ଆଉ ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର କହୁଛି କି 15 ରୁ ଅର୍ଥାତ୍ ଆଜିଠାରୁ ପଶ୍ଚିମ ଝଡ଼ ସକ୍ରିୟ ହେବ । ହଁ ବନ୍ଧୁଗଣ ଏହି 16 ଆଉ 17 ରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ହେବ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର । 16 ଜିଲ୍ଲାରେ ବର୍ଷା ଝଡ଼ ଓ ପବନ ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ସେହି 16 ଜିଲ୍ଲା ହେଉଛି ମାଲକାନାଗିରି , କରାପୁଟ , ରାୟଗଡ଼, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜାଜପୁର, ଭଦ୍ରକ, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା । ଏ ସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । 17 ରେ ମାଲକାନାଗିରି, କରାପୁଟ, ରାୟଗଡ଼, ନବରଙ୍ଗପୁର, ନୂଆପଡା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ ରେ ଘଡ଼ଘଡ଼ି ସହ ବର୍ଷା ହେବାର ଆକଳନ କରାଯାଇଛି ।
ତେବେ କହି ରଖିବା ପାଇଁ ଚାହିଁବୁ କି ସୋମବାର ସମ୍ବଲପୁର ରେ ସର୍ବାଧିକ ତାପମାତ୍ରା 38.7 ଡିଗ୍ରୀ ତାପମାତ୍ରା ରେକଡ ହୋଇଛି , ବୌଦ୍ଧ ରେ 38.6 , ମାଲକାନଗିରି ରେ 38.5 , ସନପୁର ରେ 38. 4 , ଭୁବେନଶୁର ରେ 38. 3 ତାପମାତ୍ରା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।