ବିବାହ ବନ୍ଧନ ରେ ବାନ୍ଧିହେଲେ ଓଡ଼ିଶା ର ସୁନାମଧନ୍ୟ Artist ପ୍ରୟଙ୍କା ଶାହାଣୀ |

Priyanka

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଶା ର ଲୋକପ୍ରିୟ ଚିତ୍ରଶୀଳ୍ପି ପ୍ରୟଙ୍କା ଶାହାଣୀ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ସେ ନିଜର ଚିତ୍ରଶୀଳ୍ପି ମାଧ୍ୟମ ରେ ବହୁତ ସୁନାମ ଅର୍ଜନ କରିଛନ୍ତି । ତେବେ ଭୁବନେଶ୍ୱର ର ଏକ ହୋଟେଲ ରେ ଚିରନଞୀବି ମହାପାତ୍ର ଙ୍କ ସହିତ ତାଙ୍କର ବିବାହ ସଂମ୍ପର୍ଣ୍ଣ ହୋଇଜାଇଛି ।

ତେବେ ଓଡିଶା ର ଘରେ ଘରେ ପରିଚିତ ହୋଇଥିବା ପ୍ରୟଙ୍କା ଙ୍କୁ ଆଶ୍ରୀବାଦ ଦେବା ପାଇଁ ନିଜର ପରିବାର ଏବଂ ପ୍ରିୟଜନ ଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । କେନ୍ଦ୍ରା ପଡା ସାଂସଦ ତଥା ଓଲିିଉଡ ଅଭିନେତା ଅନୁଭବ ମହାନ୍ତି ବି ମଧ୍ୟ ପ୍ରିୟଙ୍କା ଙ୍କ ବିବାହ ଉତ୍ସବ ରେ ପହଁଚି ତାଙ୍କୁ ଶୁଭକାମନା ଜଣେଇ ଥିଲେ ।

Priyanka

ଏହି ପରି ବନ୍ଧୁଗଣ ଗତ କାଲି ପ୍ରିୟଙ୍କା ଙ୍କ ବିବାହ ଉତ୍ସବ ଭୁବନେଶ୍ୱର ର ଏକ ହୋଟେ ରେ ସଂମ୍ପର୍ଣ୍ଣ ହୋଇଥିବା ବେଳେ ଏହି ବିବାହ ଉତ୍ସବ ରେ ଅନେକ ଓଲିଉଡ କଳାକାର ମାନେ ବି ଯୋଗଦାନ ଦେଇଥିବାର ଦେଖିବା ପାଇଁ ମିଳିଥିଲେ । ତେବେ ବିଭିନ୍ନ କଳାକାର ସମେତ ସପରିବାର ର ଲୋକ ମାନେ ପ୍ରିୟଙ୍କା ଙ୍କ ଏହି ବିବାହ ରେ ଆଶ୍ରୀବାଦ ଦେଇଥିବାର ଦେଖିବା ପାଇଁ ମିଳିଛନ୍ତି ।

ଯାହାର କିଛି କ୍ଲିପ୍ ବର୍ତମାନ ସମୟ ରେ ସୋସିଆଲ ମିଡିଆ ଏକାଉଣ୍ଟ ରେ ବି ପୋଷ୍ଟ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଆପଣ ମାନେ ପ୍ରୟଙ୍କା ଶାହାଣୀ ଙ୍କ ଚିତ୍ରକଳା କୁ କେତେ ଭଲ ପାଆନ୍ତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *