ପିଣ୍ଟୁଙ୍କର ପିଣ୍ଡଦାନ କରୁଥିବା ବେଳେ କଇଁ କଇଁ ହୋଇ କାନ୍ଦିଲେ ପିଣ୍ଟୁଙ୍କ ପୁଅ

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଲିଥିଲା ଦଶାହ କର୍ମ ଆଉ କାନ୍ଦୁଥିଲେ ପିଣ୍ଟୁ ଙ୍କ ସ୍ତ୍ରୀ । ପୁଅ ବି କର୍ମ କରୁଥିବା ସମୟ ରେ କଇଁ କଇଁ କାନ୍ଦୁଥିଲା । ବୋଧ ହୁଏ ଦଶାହ ର ପ୍ରତି କର୍ମରେ ପୁଅ ଭାବୁଥିବ ବାପା ମତେ କଣ ପାଇଁ ଛାଡି ଚାଲିଗଲ । ମୋ ପାଖକୁ ପୁଣି ଥରେ ଫେରିଆସ । ଏମିତି କିଛି ଭାବନା କୁ ନେଇ ପିଣ୍ଟୁ ଙ୍କର ପିଣ୍ଡଦାନ କରୁଥିବେ ବଡ ପୁଅ ।

ଆଉ ସେପଟେ ପିଣ୍ଟୁ ଙ୍କ ସ୍ତ୍ରୀ ବି ପୁରୁଣା କଥା କୁ ମନେ ପକେଇ କାନ୍ଦୁଥିବେ । କାରଣ ଶେଷ ସମୟ ରେ ବି ଟିକେ ପିଣ୍ଟୁ ଙ୍କର ସାଥ୍ ଦେଇ ପାରିନଥିଲେ ସେ । ସେହିଥି ପାଇଁ କାନ୍ଦି କାନ୍ଦି ନିଜ ଭୁଲ ର ପ୍ରାୟଶ୍ଚିତ ପାଇଁ କହୁଥିବେ । ହଁ ବନ୍ଧୁଗଣ ଚାହୁଁ ଚାହୁଁ 10 ଦିନ ବିତିଗଲା । ଆଉ ଆଜି ହେଉଛି ପିଣ୍ଟୁ ନନ୍ଦ ଙ୍କର ଦଶାହ କର୍ମ । ସକାଳୁ ସକାଳୁ ପୋଖରୀ ତୁଠରେ ଦଶାହ କର୍ମ ହୋଇଛି ।

boy

ବଡ ପୁଅ କ୍ରିୟା ଧରିଥିବା ରୁ ପୋଖରୀ ର ପସି ହାଣ୍ଡି ଭାଙ୍ଗିଛି । ଏହା ପରେ ଲଣ୍ଡା ମଧ୍ୟ ହୋଇଛନ୍ତି ସମସ୍ତେ । ଦଶାହ କର୍ମ ରେ ପିଣ୍ଟୁ ଙ୍କର କିଛି ଆଖ ପାଖର ବନ୍ଧୁ ମାନେ ଯୋଗ ଦେଇଥିଲେ । ଯଦି ଦେଖିବା ଆଜି ପିଣ୍ଟୁ ଙ୍କୁ ମନେ ପକେଇ ଆଜି ଦଶାହ କର୍ମ ସମୟ ରେ ବହୁତ ଭାବବିହୋଳିତ ପରିବେଶ ସୃଷ୍ଟି ହୋଇଥିଲା ।

ତେବେ ପିଣ୍ଟୁ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଲିଭର ଲାଗିବାକୁ ଥିବା ବେଳେ ପିଣ୍ଟୁ ଙ୍କୁ କିନ୍ତୁ ଲିଭର ମିଳି ପାରି ନଥିଲା । ଯେଉଁଥି ପାଇଁ ତାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଜାଇ ଥିଲା । ଯାହା ପରେ ତାଙ୍କର ମୃ-ତ୍ୟୁ ହୋଇଜାଇଛି । ଆଉ ଆଜି ହେଉଛି ତାଙ୍କର ଦଶାହ କ୍ରିୟା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *