ମୃ-ତ୍ୟୁ ପୂର୍ବରୁ ପତ୍ନୀଙ୍କ ପାଖକୁ ଆସିଥିଲା ପିଣ୍ଟୁଙ୍କ ଶେଷ କଲ୍

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ମୃ-ତ୍ୟୁ ର କିଛି ଘଣ୍ଟା ପୂର୍ବରୁ ସ୍ତ୍ରୀ ଶିଳ୍ପା ଙ୍କ ପାଖକୁ ଆସିଥିୱା ଗୋଟେ କଲ । ଯେଉଁ କଲ ରେ ଥିଲେ ଅଭିନେତା ପିଣ୍ଟୁ ନନ୍ଦ । ଶେଷ କଲ କରି ଅନେକ ସମୟ ଯାଏ କଥା ହୋଇଥିଲେ ଦୁହେଁ । ଶେଷ କଲ ରେ ସେ ଅନେକ କିଛି କଥା ସେ ଶୀଳ୍ପା କୁ କହି ଜାଇଥିଲେ । ଅନେକ ମାନ ଅଭିମାନ ସବୁ ସେହି ଶେଷ କଲ ରେ ସରି ଜାଇଥିଲା ।

ସବୁ ଅଭିମାନ କୁ ଭୁଲି ସ୍ତ୍ରୀ ଶୀଳ୍ପା ବି ମଧ୍ୟ କଥା ହୋଇଥିଲେ ପିଣ୍ଟୁ ଙ୍କ ସହିତ । ସେ ପର୍ଯ୍ୟନ୍ତ ବି ପିଣ୍ଟୁ କହୁ ନଥାନ୍ତି ଯେ ତାଙ୍କ ପାଖରେ ବହୁତ ଅଳ୍ପ ସମୟ ରହିଛି ବୋଲି । ପିଣ୍ଟୁ ଙ୍କ ସହିତ କଥା ହେବା ପରେ ପିଣ୍ଟୁ ଙ୍କ ପାଖକୁ ଏକ ଅଜବ ଶକ୍ତି ଚାଲି ଆସିଥିଲା ବୋଲି ଚର୍ଚ୍ଚା ହେଉଛି । ସେ କଲ ରେ ବୋଧ ଦୁହେଁ ଏମିତି କିଛି କଥା ହୋଇଥିବେ । ପିଣ୍ଟୁ ତୁମେ ପୁରା ସୁସ୍ଥ ହୋଇଯିବ ମୋଟେ ବି ବ୍ୟସ୍ତ ହୁଅନି ।

pintu 1

ତୁମେ ସୁସ୍ଥ ହେଲେ ମୁଁ ତୁମର ସବୁ ଯତ୍ନ ନେବି । ତୁମର କିଛି କ୍ଷେତି ହେବାକୁ ଦେବି ନାହିଁ କେବଳ ତୁମେ ଭଲ ହୋଇ ଘରକୁ ଫେର । ମୁଁ କେବେ ତୁମକୁ ମୋ ଠାରୁ ଦୂରେଇ ଦେବି ନାହିଁ । ଆମ ପୁଅ ତୁମକୁ ଚାହିଁ ରହିଛନ୍ତି ସେମାନେ ବି ତମ ସହିତ ମଜା କରିବେ । ସେମାନେ ବି ତୁମର ଯତ୍ନ ନେବେ । ଆଉ ସ୍ତ୍ରୀ ଙ୍କ ମୁହଁ ରୁ ଏହି ସବୁ କଥା ସୁଣିବା ପରେ ପିଣ୍ଟୁ ଙ୍କ ବହୁତ ହାଲ୍କା ଲାଗିଥିବ । କଷ୍ଟ କିଛି ସମୟ ପାଇଁ ଦୂରେଇ ଜାଇଥିବ ।

ଯଦି ଦେଖିବା ପିଣ୍ଟୁ ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଡିଭର୍ସ ହୋଇ ସାରିଛି । ହେଲେ ତଥାପି ଦୁହିଁଙ୍କ ମଧ୍ୟରେ ଭଲ ପାଇବା କମି ନଥିଲା । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଜାହା ଏହି ଭିଡ଼ିଓ ରୁ ସ୍ପଷ୍ଟ ବାରି ହୋଇ ପଡୁଛି ।

ଯଦି ଦେଖିବା ପିଣ୍ଟୁ ଲିଭର ସିରୋସିସ୍ ରୋଗ ରେ ପିଡୀତ ହୋଇ ପ୍ରଥମେ ଦିଲ୍ଲୀ ଆଉ ତା ପରେ ହାଇଦ୍ରାବଦ ର ଯୋଶଦା ମେଡିକାଲ ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଲିଭର ନ ମିଳିବାରୁ ଗତ ବୁଧବାର ରାତି 11.30 ରେ ତାଙ୍କର ମୃତ୍ୟୁ ହୋଇଜାଇଥିଲା । ଯାହା ପରେ ତାଙ୍କୁ ଓଡିଶା ଅଣା ଜାଇ ଗତ କାଲି ସ୍ୱର୍ଗ ଦ୍ୱାର ରେ ଶେଷକୃତ୍ୟ ସଂମ୍ପର୍ଣ୍ଣ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *