ପିଣ୍ଟୁ ନନ୍ଦ ଗୋଟେ ଭଲ ଆକ୍ଟର ଥିଲା ,ସେ ଅନେକ ପୋଖତ ରୋଲ କରିଛନ୍ତି : ସୁର ରାଉତରାୟ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁର ରାଉତ ରାୟ ପିଣ୍ଟୁ ନନ୍ଦ ଙ୍କ ବିୟୋଗ ରେ କହିଲେ କିଛି ଏମିତି ଆସନ୍ତୁ ଜାଣିନେବା । ସୁର ରାଉତରାୟ ପିଣ୍ଟୁ ନନ୍ଦ ଗୋଟେ ଭଲ ଆକ୍ଟର ଥିଲା ,ସେ ଅନେକ ପୋଖତ ରୋଲ କରିଛନ୍ତି । ସେ ବହୁତ କମ୍ ବୟସ ରେ ଚାଲିଗଲେ ସେ ଜଣେ ଭଲ କଳାକାର ଗୋଟେ ହିରୋ ଭିଲିଆନ ଭାଇ ରୋଲ ପୋଖତ ରୋଲ ଗୁଡଏ କରନ୍ତି ।

ସମସ୍ତେ ତାଙ୍କୁ ଭଲ ପାଆନ୍ତି ବ୍ୟବହାର ତାଙ୍କର ଭଲ । ଭଗବାନ ତାଙ୍କୁ ନେଇ ଗଲେ ଆମେ ସମସ୍ତେ ମର୍ମାହତ । ସମସ୍ତେ ଚେଷ୍ଟା କରି ବାହାରେ ବି ଟ୍ରିଟମେଣ୍ଟ କଲେ ହେଲେ ହେଲାନି । ତାଙ୍କର ଆତ୍ମାର ସଦଗତି ହେଉ ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା ।

Sura

ମୁଁ ହିସାବ ଦେଖି ଥିଲି ପୃଥିବୀ ର ଯେତେ ଟପ୍ ହିରୋ ହିରୋଇନ , ଯେତେ ଟପ୍ ସିଙ୍ଗର, ଟପ୍ ମ୍ୟୁଜିକ୍ ସିଆନ ଆଦି ସବୁ ହେଲେ ଟପ୍ ଡ୍ରଙ୍କଡ୍ ସେମାନଙ୍କ ପାଖରେ ଏତେ ପିଇସା ରହିଥାଏ ଯେ ଖର୍ଚ୍ଚ କରିବାକୁ ତାଙ୍କର ବାଟ ନାହିଁ । ପିଇ ପିଇ ଶରୀର ନଷ୍ଟ ହୋଇଯାଏ ଅଳ୍ପ ଦିନରେ ଚାଲି ଜାଆନ୍ତି । ରାଜେଶ ଖନ୍ନା ଏହି ପରି ବହୁତ ମଦ ହିଁ ସେମାନଙ୍କୁ ନେଇ ଯାଉଛି ।

ତେବେ ନୂଆ ନୂଆ କଳାକାର ଆଉ ସେମାନେ ବହୁତ ସଫଳତା ହାସଲ କରନ୍ତୁ । ବହୁତ ଭଲ ଅଭିନୟ କରନ୍ତୁ । ହେଲେ ସେମାନେ ମୋଟେ ବି ଏହି ପରି ଭାବେ ମଦ ସେବନ କରି ନିଜ ଶରୀର କୁ ଖରାପ ନକରନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *