ସବୁ ବେଳେ ପିଣ୍ଟୁ କୁହେ, ତୁମର ନେକ୍ସଟ ପ୍ଲାନ କଣ ? ମୁଁ ବୁଝିପାରେ ନାହିଁ

jilik

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ବହୁତ ଭଲ ଲୋକ ଥିଲେ । ସବୁ ବେଳେ କେବଳ ମଜା ଆଉ ମଜା । ଯେତେ ବେଳେ ଯେଉଁଠି ଦେଖିବ ମଜା । ଆଉ ସବୁ ବେଳେ ମତେ ପଚାରେ ତୋର ନେକ୍ସଟ ପ୍ଲାନ କଣ । ହେଲେ ମୁଁ ବୁଝି ପାରେନି । ମୁଁ ଭାବେ ମୋର ଦୁଇଟି ଝିଅ ଆଉ ସେହିଥି ପାଇଁ ମତେ ପଚାରୁଛି ନେକ୍ସ୍ଟ ପ୍ଲାନ କଣ । ହେଲେ ପିଣ୍ଟୁ ଭାଇ ହସି ହସି କୁହନ୍ତି ଆରେ ତୋର ନେକ୍ସଟ୍ ପ୍ରଜେକ୍ଟ କଣ । ରୁଦ୍ରାଣୀ ପରେ କଣ ମେ ସୁଯୋଗ ଦେବୁତ । ଏମିତି କିଛି କଥା ହସି ହସି କହି ଦିଅନ୍ତି ପିଣ୍ଟୁ ଭାଇ । ଜାହାକୁ ମୁଁ ବହୁତ ମିସ୍ କରୁଛି ।

ଏହି ନିକଟ ଅତିତ ରେ ରୁଦ୍ରାଣୀ ର ପ୍ରମୋସନ ପାଇଁ ସେ ଜାଜପୁର ଆସିଥିଲେ । ମୋ ଘରକୁ ଆସିଥିଲେ ପ୍ରାୟ ରୁଦ୍ରାଣୀ ର ସବୁ ଟିମ୍ ଥିଲେ । ପାଖା ପାଖି 30 ରୁ 40 ଜଣ କଳାକାର ଥିଲେ । ଆମେ ଖାଇଛୁ ପିଇଛୁ ମଜା ମସ୍ତି ସବୁ କରିଛୁ । ସେହି ସବୁ କୁ କେମିତି ଭୁଲିବି । ଭୁଲି ମୁଁ ପାରୁନି ସହଜ ରେ ସେହି ସବୁକୁ । ହଁ ବନ୍ଧୁଗଣ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ଆମ ସମସ୍ତ ଙ୍କର ଚୁଲବୁଲୀ ନାୟିକା ଝିଲ୍ଲୀକ ।

jilike

ଆଉ ଝିଲ୍ଲୀକ୍ କହୁ କହୁ କହି ଦେଇଛନ୍ତି ମୁଁ ପିଣ୍ଟୁ ନନ୍ଦ ଙ୍କୁ କେବେ ବି ଭୁଲି ପାରିବି ନାହିଁ । ପିଣ୍ଟୁ ଭାଇ ବହୁତ ଖୁସୀ ମିଜାଜ ର ଲୋକ ଟିଏ ସବୁ ବେଳେ ହସୁ ଥାଏ ଆଉ ହସାଉଥାଏ । ସେ ସୀମା ମୁହଁରେ ପାୱଡର ମାଖି କ୍ୟାମେରା ଆଗରେ କେତେ ବେଳେ ଖଳନାୟକ ଆଉ କେତେ ବେଳେ ନାୟକ । ଅସଲ ରେ ତା ହୃଦୟ ଟା ପୂରା କୋମଳ । ପୂରା ଶାନ୍ତ ସରଳ ମଣିଷ ଟିଏ ।

ଆଉ ଯେତେ ବେଳେ ଯେଉଁଠାରେ ଦେଖା ହୁଏ ମତେ ପଚାରେ ତୋର ନେକ୍ସଟ୍ ପ୍ଲା୍ନ୍ କଣ । ହେଲେ ମୁଁ ବୁଝି ପାରେନି । ମୁଁ ଭାବେ ମୋର ଦୁଇଟି ଝିଅ ଆଉ ସେହିଥି ପାଇଁ ମତେ ପଚାରୁଛି ନେକ୍ସ୍ଟ ପ୍ଲାନ କଣ । ହେଲେ ପିଣ୍ଟୁ ଭାଇ ହସି ହସି କୁହନ୍ତି ଆରେ ତୋର ନେକ୍ସଟ୍ ପ୍ରଜେକ୍ଟ କଣ । ଭାରି ମିସ୍ କରିବି ସେହି ସବୁକୁ । ହଁ ବନ୍ଧୁଗଣ ଏମିତି କିଛି କହି ଭବବିହୋଳ ହୋଇଜାଇଛନ୍ତି ଆମ ସମସ୍ତଙ୍କର ଲୋକ ପ୍ରିୟ ନାୟିକା ଝିଲ୍ଲୀକ୍ ।

ଆଉ ଝିଲ୍ଲୀକ୍ ଙ୍କର ଏମିତି ପ୍ରତିକ୍ରୟା ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି । ଏହି ମୋବାଇଲ ରୁ ସେହି ମୋବାଇଲ କୁ ଘୂରି ବୁଲୁଛି । ଆଉ ଏହି କିଛି ସମୟ ର ବାର୍ତ୍ତା ରୁ ଜଣା ପଡୁଛି ସତରେ ଝିଲ୍ଲୀକ୍ ପିଣ୍ଟୁ ନନ୍ଦ ଙ୍କୁ ଖୁବ୍ ଭଲ ପାଉଥିଲେ । କେବଳ ଝିଲ୍ଲୀକ୍ ନୁହେଁ ବରଂ ଓଡିଆ ଇଣ୍ଡଷ୍ଟ୍ରୀ ର ସବୁ କଳାକାର ମାନେ ପିଣ୍ଟୁ ନନ୍ଦ ଙ୍କୁ ହୃଦୟ ଦେଇ ଭଲ ପାଉଥିଲେ । ଆଉ ପିଣ୍ଟୁ ନନ୍ଦ ଙ୍କ ବିୟୋଗ ରେ ସାରା ଓଲିଉଡ ରେ ଏବେ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *