ବର୍ଷା ଙ୍କୁ ହାତ ଯୋଡି ଅନୁରୋଧ କଲେ ଅନୁଭବ । ICUରେ ମୋ ବାପା….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ପାରିବାରିକ ବିବାଦ କୁ ନେଇ ସବୁ ବେଳେ ଆଲୋଚନା ରେ ଥିବା ଅନୁଭବ ମହାନ୍ତି ଙ୍କୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି । ତେବେ କଣ ସେହି ଖବର ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆପଣ ମାନେ ଜାଣିଥିବେ ବହୁତ ଦିନ ହେଲାଣି ଓଲିଉଡ ର ସୁପର ଷ୍ଟାର ଅନଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ସହିତ ପାରିବାରିକ ବିବାଦ ଲାଗି ରହିଛି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନୁଭବ ଙ୍କ ନାମରେ ଶାରୀରିକ ଏବଂ ମାନଶୀକ ନିର୍ଜାତନା ର ଅଭିଯୋଗ ଆଣିଥିଲେ । ଅନୁଭବ ବି ବର୍ଷା ଙ୍କ ନାମରେ ଛାଡପତ୍ର ମାମଲା ରୁଜୁ କରିଥିଲେ ।

anubhav 2

ତେବେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟୁଇଟ୍ କରି କହିଛନ୍ତି ସେ ବର୍ଷା ଙ୍କୁ ଜଲ୍ଦି ଭଲରେ ଅଲଗା ହୋଇଯିବା ପାଇଁ ଅନୁରୋଧ କରିଛନ୍ତି । ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସେୟାର କରିଥିବା ଏହି ଟୁଇଟ୍ ରେ ଲେଖିଛନ୍ତି ଯେ ତାଙ୍କ ବାପାଙ୍କ ସ୍ୱାସ୍ଥ ବହୁତ ଅସୁସ୍ଥ ରହିଛି । ମହା ପ୍ରଭୁ ତୁମକୁ ଆଶ୍ରୀବାଦ କରିବେ ଏହା ସହିତ ଏହିଥିରେ ସେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଟେଗ୍ ମଧ୍ୟ କରିଛନ୍ତି ।

ତେବେ ଅନୁଭବ ମହାନ୍ତି କହିଛନ୍ତି ମୋ ବାପାଙ୍କର ସ୍ୱାସ୍ଥ ବହୁତ ଅସୁସ୍ଥ ରହିଛି । ତେବେ ବିଳମ୍ଭ ନକରି ଭଲରେ ଅଲଗା ହୋଇଯିବା ପାଇଁ ବର୍ଷା ଙ୍କୁ ଭଲରେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ପିତା ମାତା ସବୁ ବେଳେ ପିଲା ମାନଙ୍କର ଭଲ ଚାହାଁନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ ମୋ ବାପା ଏବେ ICU ରେ ରହିଛନ୍ତି । ଏବଂ ଏବେ ସେ ବହୁତ ଗୁରୁତ୍ୱର ରହିଛନ୍ତି ମୁଁ ତୁମକୁ ହାତ ଯୋଡି ଅନୁରୋଧ କରୁଛି । ସହହାର୍ଦ୍ଧ ପୂର୍ଣ୍ଣ ଭାବେ ଅଲଗା ହୋଇଯିବା ଭଲ ହେବ ।

anubhav

ସବୁ କିଛି ଶେଷ ହେବା ପୂର୍ବରୁ ମୋ ବାପା ମାଆ ଙ୍କୁ ଶାନ୍ତି ରେ ନିଶ୍ୱାସ ମାରିବାକୁ ଦିଅ ତେବେ ଶେଷରେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ହାତ ଯୋଡିଛନ୍ତି ଅନୁଭବ ମହାନ୍ତି । ବିଳମ୍ଭ ନକରି ଦୂରେଇ ଯାଅ ଅନୁରୋଧ କରିଲେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *