OYO ପ୍ରତିଷ୍ଠାତାଙ୍କ ରିତେଶଙ୍କ ବାପା ଛାତରୁ ପଡି ମୃ-ତ ,ନିକଟରେ ବାହା ହେଇଗଲେ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁଇ ଦିନ ତଳେ ବିବାହ କରିଥିଲେ ଆଉ ଆଜି 20 ମହଲା ରୁ ବାପା ଖସି ପଡିଲେ । OYO ପ୍ରତିଷ୍ଟାତା ରିତେସ ଙ୍କ ଜିବନ ରେ ଖୁସୀ ଦୁଇ ଦିନ ପରେ ଆସିଗଲା ବହୁତ ବଡ ଦୁଃଖ । ଘର କୁ ଆସିଲେ ସ୍ତ୍ରୀ ହେଲେ ସବୁ ଦିନ ପାଇଁ ଚାଲିଗଲେ ବାପା । OYO ରୁମ୍ସ ର ଫାଉଣ୍ଡର ରିତେସ ଅଗ୍ରୱାଲ ଙ୍କ ବାପା ମୃ-ତ୍ୟୁ ବରଣ କରିଛନ୍ତି ।

କୁହାଯାଉଛି ଯେ ରିତେସ ଙ୍କ ବାପା ରମେଶ ଅଗ୍ରୱାଲ ଙ୍କ ମୃ-ତ୍ୟୁ ଗୁରୁଗ୍ରାମ ର ଏକ ଉଚ୍ଛ ବିଲଡିଂ ରୁ ଖସି ପଡିବାରୁ ହୋଇଛି । ତେବେ ଦୁଇ ପ୍ରହର ପ୍ରାୟ 1.00 ସମୟ ରେ DLF ର 20 ତମ ମହଲା ରୁ ଖସି ପଡିଥିଲେ । ଫଳରେ ତାଙ୍କର ମୃ-ତ୍ୟୁ ହୋଇଜାଇଥିଲା । ହେଲେ ତାହାର ଦୁଇ ଦିନ ପୂର୍ବରୁ ରିତେସ ଙ୍କ ବାହାଘର ସରିଛି । ଯାହାକୁ ସାରା ଭାରତ ଜାଣିଛି ଆଉ ଏପଟେ ଏହି ପରି ଦୁଃଖର ଦିନ ପୁଣି ଦେଖିବାକୁ ପଡିଛି ରିତେସ ଙ୍କୁ ।

ritesh agarwal

ତେବେ ଆପଣ ମାନେ ଜାଣିଥିବେ ରିତେସ ଅଗ୍ରୱାଲ କେମିତି OYO ପ୍ରତିଷ୍ଟା କରି ଚର୍ଚ୍ଚା ରେ ରହିଛନ୍ତି । ଆଉ ଏମିତି ବେଳେ ତାଙ୍କର ସଫଳତା କୁ ନେଇ ସବୁ ବେଳେ ଆଲୋଚନା କରାଜାଉ ଥିଲା । ତେବେ ତାଙ୍କର ବାହାଘର ଯେତେ ବେଳେ ଆସିଥିଲା ସେତେ ବେଳେ ବି ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ବର୍ତମାନ ସମୟ ରେ ବାହାଘର ର ଦୁଇ ଦିନ ପରେ ବାପା ଙ୍କର ଏମିତି ଜିବନ ଚାଲିଜାଇଛି ।

ତେବେ କୁହାଯାଉଛି କି ସେ ଘରର ବାଲକୁନି ରେ ଥିବା ବେଳେ ସେତିକି ବେଳେ ସେ ଖସି ପଡି ତାଙ୍କର ମୃ-ତ୍ୟୁ ହୋଇଜାଇଛି । ତେବେ କୁହାଯାଉଛି ଯେତେ ବେଳେ ଏହି ଘଟଣା ଘଟିଥିଲା ସେତେ ବେଳେ ଘରେ ପରିବାର ଲୋକ ମାନେ ଉପସ୍ଥିତ ରହିଥିଲେ । ତେବେ ପୋଲିସ୍ ଏହାକୁ ନେଇ ଘଟଣା ସ୍ଥଳ ରେ ପହଁଚିବା ପରେ ଯାଞ୍ଚ ମଧ୍ୟ ଆରମ୍ଭ କରି ଦେଇଛି । ତେବେ ସବୁଠୁ ବଡ କଥା ହେଲା କି ଦୁଇ ଦିନ ପୂର୍ବେ ରିତେସ ଅଗ୍ରାୱାଲ ଙ୍କ ବିବାହ ହୋଇଥିବା ବେଳେ ବର୍ତମାନ ସମୟ ରେ ତାଙ୍କ ଘରକୁ ଆସିଛି ଦୁଃଖର ପାହାଡ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *