ବାହା ହେବେ ଓଡିଆ ହିରୋଇନ ଲୁମରାଇନ । ଦେଖନ୍ତୁ ମେହେନ୍ଦି ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରିଲା ମେହେନ୍ଦୀ ରସମ ଆଉ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନ ରେ ବାନ୍ଧି ହେବେ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଲୁମିରାଇନା । ତେବେ ବନ୍ଧୁଗଣ ଆପଣ ମାନେ ଲୁମିରାଇନା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ଲୁମିରାଇନା । ତେବେ ଲୁମିରାଇନା ନେଗେଟିଭ କେରେକ୍ଟର ସହିତ ପଜେଟିଭ କେରେକ୍ଟର ବି ସେ ଅଭିନୟ କରିଛନ୍ତି ।

ତାହାଲେ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଲୁମିରାଇନା । ଆଉ ସେ ରାଜରାଜେଶ ଙ୍କୁ ବିବାହ କରିବେ ବୋଲି ଜଣା ପଡିଛି । ବହୁତ ଦିନ ଧରି ପରସ୍ପର ଙ୍କ ସହିତ ରହିଥିବା ବେଳେ ଆଗାମୀ ଦିନରେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଏହି ଯୋଡି । ଏହି ମଧ୍ୟରେ ଲୁମିରାଇନା ଙ୍କ ମେହନ୍ଦୀ ରସମ ବି ସରିଜାଇଛି । ଆଉ ଏହି ମେହେନ୍ଦୀ ରସମ ରେ ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ ସମସ୍ତେ ମିଶି ଏହି ମେହେନ୍ଦୀ ରସମ କୁ ଏନଜୟ କରିଥିବାର ନଜର ଆସିଛନ୍ତି ।

mehendi

ତାହେଲେ ଗତ କିଛି ଦିନ ହେଲା ଲୁମିରାଇନା ଏବଂ ରାଜରାଜେଶ ଙ୍କ ସହିତ ପରସ୍ପର ନଜର ଆସିଥିବାର ଦେଖିବା ପାଇଁ ମିଳିଥିଲେ । ଏବଂ ଦୁହେଁ ପରସ୍ପର ଙ୍କୁ ଡେଟ କରୁଥିବାର ଦେଖା ଦେଇଛନ୍ତି । ଦୁହେଁ ପରସ୍ପର କୁ ଭଲ ପାଇ ଆସୁଛନ୍ତି ବୋଲି ସୋସିଆଲ ମିଡିଆ ସୂତ୍ର ରୁ କୁହାଯାଉଛି । ତାହାଲେ ରାଜେଶ ପୂର୍ବରୁ ଶ୍ରଦ୍ଧା ଙ୍କୁ ଭଲ ପାଇଥିଲେ ତାଙ୍କ ସହିତ ବ୍ରେକପ୍ ହେବା ପରେ ଏବେ ଲୁମିରାଇନା ଙ୍କ ପଛରେ ପାଗଳ ହୋଇଜାଇଛନ୍ତି ରାଜ ରାଜେଶ ।

ତେବେ ଆଗାମୀ ଦିନ ମାନଙ୍କରେ ଲୁମିରାଇନା ଙ୍କୁ ବିବାହ କରିବାକୁ ଯାଉଛନ୍ତି ରାଜରାଜେଶ । ତେବେ ଦୁହେଁ ସୁଟିଂ ସେଟ୍ ରେ ଦେଖା ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ସେହିଠାରୁ ହିଁ ଭଲ ପାଇବା ହୋଇଥିଲା । ଆଉ ଦୁହେଁ ସୁଟିଂ ସେଟ୍ ରୁ ଭଲ ପାଇ ଏବେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ।

Lumraina

ତାହାଲେ ଲୁମିରାଇନା ଙ୍କ ମେହେନ୍ଦୀ ରସମ ସରିଜାଇଛି ଆଗାମୀ ଦିନ ମାନଙ୍କରେ ଦୁହେଁ ପରସ୍ପର ଙ୍କୁ ବିବାହ କରିବେ ବୋଲି ଜଣା ପଡିଛି । ତେବେ ବନ୍ଧୁଗଣ ଆପଣ ମାନେ ଲୁମିରାଇନା ଏବଂ ରାଜ ରାଜେଶ ଙ୍କ ଯୋଡି କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *