ରାମ ନବମୀ ଦିନ ଏହି ଗୋଟେ ଜିନିଷ ନିଶ୍ଚୟ ଖାଇଦିଅନ୍ତୁ ବର୍ଷ ସାରା ଧନର ଅଭାବ ରହିବନି |

ram

ଆପଣ ମାନଙ୍କୁ ଆମର ପୋ ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାମନବମୀ ଦିନ ରେ କେଉଁ ଜିନିଷ ଖାଇଲେ ଏବଂ କେଉଁ ଉପାୟ ମାନ କରିଲେ ଆପଣ ମାନଙ୍କ ଘରେ ଧ ଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ସେହି ବିଷୟ ରେ ଜାଣି ନେବା ବନ୍ଧୁଗଣ 30 ମାର୍ଚ୍ଚ ରେ ରାମନବମୀ ପୂଜା ଅଟେ ଏହି ଦିନ ଟି ଉପାୟ ଦୃଷ୍ଟି ରୁ ବହୁତ ଶୁଭ ବୋଲି ମନାଯାଏ । ଯଦି ଆପଣ ମାନେ ଚାହାଁନ୍ତି ଆପଣ ମାନଙ୍କ ଘର ଧନ ଧାନ୍ୟ ରେ ବଢି ରହୁ ଆପଣ ମାନଙ୍କ ଜିବନ ରେ କୈଣସି ବି ଅଭାବ ନ ରହୁ ସେହିଥି ପାଇଁ ଏହି ଦିନ ରେ ଆପଣ ମାନେ ଏହି ଉପାୟ ମାନ ଙ୍କୁ ନିଶ୍ଚିତ ଭାବେ କରନ୍ତୁ ।

ତେବେ ଆପଣ ମାନେ ଏହି ଦିନ ରେ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଏହି ଦିନ ରେ ରାମନବମୀ ବ୍ରତ୍ତ ନିଶ୍ଚିତ କରନ୍ତୁ । ଏବଂ ଯଦି ଆପଣ ମାନେ ଏହି ଦିନ ରେ ବ୍ରତ୍ତ ଉପବାସ କରୁଛନ୍ତି ତେବେ ଘରେ କ୍ଷୀରି ବନେଇ ପ୍ରଭୁ ଙ୍କୁ ନିଶ୍ଚିତ ଲଗାନ୍ତୁ ।

ram

ସେହି ପରି ଆପଣ ମାନେ କ୍ଷୀରି ଦେବା ସମୟ ରେ ଆପଣ ମାନେ ଭୋଗ ଚାରି ପଟେ ପାଣି ବୁଲେଇ ଆଳତୀ କରନ୍ତୁ । ଏବଂ ଆଳତୀ ସରିବା ପରେ ଆପଣ ମାନେ ସେହି ଭୋଗ କୁ ସମସ୍ତ ଙ୍କୁ ବାଣ୍ଟି ଦେବେ । ଏବଂ ଆଳତୀ ସରିବା ପରେ ଆପଣ ମାନେ ରାମଚରିତ ମାନସ ର ପାଠ କରନ୍ତୁ ।

ଏମିତି କରିଲେ ବ୍ୟକ୍ତି ର ଜିବନ ରେ ସୁଖ ଶାନ୍ତି ଭରିଯାଏ ତେବେ ଆପଣ ମାନେ ମନେ ପିବେ ଆପଣ ମାନେ ପ୍ରଭୁ ଙ୍କ ପାଖରେ ଲଗେଇ ଥିବା ଭୋଗ ର ସେବନ ପୂଜା ପରେ ନିଶ୍ଚିତ କରିବେ । ଏବଂ ପ୍ରଭୁ ଙ୍କ ପାଖରେ ନିଜର ନିବେଦନ ତଥା ନିଜର ଆଶା ବ୍ୟକ୍ତ କରିବା ପାଇଁ ମୋଟେ ବି ଭୁଲନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *