ସାଇବର କ୍ରାଇମ୍ ର ଶିକାର ହେଲେ ଓଡ଼ିଆ ସିଙ୍ଗର ମଣ୍ଟୁ ଛୁରୀଆ ।

Mantu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣା ସୁଣା ସିଙ୍ଗର ମଣ୍ଟୁ ଛୁରୀଆ ସାଇବର କ୍ରାଇମ୍ ର ଶୀକାର ହୋଇଛନ୍ତି । ଏବଂ ଠକେଇ ର ଶିକାର ହୋଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ରେ ଜଣଙ୍କ କୁ ଅଟକ ରଖି ପଚରା ଉଚୁରା କରାଜାଉଛି । ତେବେ କଣ ରହିଥିଲା ସେହି ଠକେଇ ର ପକ୍ରିୟା ସେହି ବିଷୟ ରେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ପ୍ରଦାନ କରିବୁ ।

ତେବେ ମଣ୍ଟୁ ଛୁରିଆ ଙ୍କ କହିବା ଅନୁସାରେ ପ୍ରଥମେ ତ ଗୋଟେ ପପଜୀ ଏକାଉଣ୍ଟ ଖୋଲିଥିଲା । ଆଉ ସେହିଥିରେ ସେ ମୋ ନାମ ଏବଂ ମୋର ଫୋଟ ସବୁ ଏଡ କରିଥିଲା ଆଉ ପପଜୀ ରେ ଏମିତି ବିକଳ୍ପ ରହିଛି ଯେ ଆପଣ ମାନେ ଖେଳିବା ବେଳେ ଆପଣ ମାନେ କଥା ବି ହୋଇ ପାରିବେ । ଚାର୍ଟ ବି କରି ପାରିବେ ସେହି ଜାଗାରେ ସେ ମୁଣ୍ଟୁ ଛୁରୀଆ ହୋଇ କଥା ହେଉଥିଲା ଆଉ ଗୀତ ବି ଗାଉଥିଲା ଆଉ ସେହି ଚାର୍ଟ ରେ ସେ ମୋ ନମ୍ବର ବି ସେୟାର କରି ଦେଇଛି ।

mantu

ଆଉ ଯେତେ ବେଳେ ମୁଁ ପଗ୍ରାମ ଆଡକୁ ଯାଏ ସେତେ ବେଳେ ସେମାନେ କଲ କରି ମତେ କୁହନ୍ତି ଯେ ଭାଇ ଆମେ ଆପଣଙ୍କ ସହ କଥା ହୋଇଥିଲୁ । ଆଉ ଏମିତି ବହୁତ ଜାଗାରୁ କଲ ଆସିଲା ଏମିତି ବେଳେ ମୁଁ ମୋର ଇନଷ୍ଟାଗ୍ରାମ ରେ ଏହି ବିଷୟ ରେ ସୂଚନା ଦେଲି ଯେ ମୁଁ କେବେବି ପପଜୀ ଖେଳେ ନାହିଁ । ଯଦି କେହି ମୋ ନାମରେ ପପଜୀ ଏକାଉଣ୍ଟ ଖୋଲି ଫ୍ରଡ୍ କରୁଛି ତେବେ ଆପଣ ମାନେ ଟିକେ କେୟାର ଫୁଲ ରୁହନ୍ତୁ ।

ଏମିତି ରେ ମୁଁ ଯେଉଁ ଭିଡ଼ିଓ ଛାଡି ଥିଲି ସେହିଥିରେ ମୋର ଇୟୁଜର ମାନେ ଦୁଇଟା ନମ୍ବର ଦେଲେ ଆଉ କହିଲେ ଯେ ଏହିଥିରେ ଆମ ସହିତ ଜଣେ ମଣ୍ଟୁ ଛୁରୀଆ ବୋଲି ଖେଳୁଛି । ହେଲେ ପରେ ଆଉ ଜଣେ କଲ କରି କହିଲେ ଯେ ତୁମେ ତ ମଣ୍ଟୁ ଛୁରୀଆ ଆଉ ତମେ ତ ଆମ ସହିତ ଖେଳୁଛ । ହେଲେ ଏମିତି ତୁମେ ଯଦି ମଣ୍ଟୁ ଛୁରୀଆ ନୁହେଁ ତେବେ ତମ ଦାଦା ନମ୍ବର ଏଠାରେ କିଏ ଦେଉଛି ।

ତେବେ ଏଠାରେ କଣ ହୋଇଛି ନାଁ ସେ ମୋ ଦାଦା ନମ୍ବର କୁ ହେକ୍ କରିଛି ଆଉ ସେହିଥିରୁ ସବୁ ନମ୍ବର ନେଇ ସମସ୍ତ ଙ୍କୁ ଫୋନ କରିଛି । ତେବେ ଏମିତି ବେଳେ ଇନ ଫ୍ୟୁଚର ରେ ଏହାକୁ ନେଇ କୈଣସି ଅସୁବିଧା ନ ହେଉ ସେହିଥି ପାଇଁ ଆମେ ଏଠାରେ ଆସି କମ୍ପଲେନ କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *