ବିବାହା ବନ୍ଧନ ରେ ବାନ୍ଧି ହେଲେ ଓଡିଆ ଅଭିନେତା ସନ୍ତୋଷ ।

married 1

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହା ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓଡିଆ ଅଭିନେତା ସନ୍ତୋଷ । ତେବେ ବନ୍ଧୁଗଣ ଆପଣ ମାନେ ସନ୍ତୋଷ ଙ୍କୁ ବହୁତ ସାରା ସିରିଏଲ ରେ ଅଭିନୟ କରିଥିବାର ଦେଖିଥିବେ । ଆଜକୁ ପ୍ରାୟ 5 ବର୍ଷ ହେବ ସେ ଅଭିନୟ ଜଗତ ରେ ଯୋଗ ଦେଇଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ରେ ସେ ସୁନ୍ଦର ଅଭିନୟ କରି ସେ ବହୁତ ସାରା ଲୋକପ୍ରିୟତା ହାସଲ କରିଛନ୍ତି ।

ସେ ବହୁତ ସାରା ଆଲବମ୍ ଏବଂ କିଛି ସିନେମା ରେ ସାଇଡ ହିରୋ ଭାବେ ଅଭିନୟ କରିଛନ୍ତି । ହେଲେ ଗୋଟେ ସିରିଏଲ ରେ ଅଭିନୟ କରିବା ପାଇଁ ସେ ପ୍ରାୟ 10 ରୁ 15 ହଜାର ଟଙ୍କା ନେଇଥାନ୍ତି । ଗୋଟେ ଷ୍ଟେଜ୍ ସୋ କରିବା ପାଇଁ ସେ ପ୍ରାୟ 20 ହଜାର ଏବଂ ସିନେମା ରେ ଅଊିନୟ କରିବା ପାଇଁ ସେ 50 ହଜାର ଟଙ୍କା ନେଇଥାନ୍ତି ।

married 1

ତାହାଲେ ସନ୍ତୋଷ ଙ୍କ ବାହାଘର ଏବେ ହୋଇଜାଇଛି । ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଜାଇଛି । ଏବଂ ଦିର୍ଘ ଦିନ ଧରି ଭଲ ପାଉଥିବା ଝିଅଙ୍କୁ ସେ ବାହା ହୋଇଛନ୍ତି । ତେବେ ବାହାଘର ରେ ଓଲିଉଡ ର କିଛି ସେଲିବ୍ରେଟି ମାନେ ଯୋଗ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି । ତାହାଲେ ସନ୍ତୋଷ ଙ୍କ ବାହାଘର ହୋଇଜାଇଛି ଏବେ ସନ୍ତୋଷ ଦ୍ୱିତିୟ ଇନିଂଙ୍ଗ୍ସ ଆରମ୍ଭ କରିବାକୁ ଯାଉଛନ୍ତି ।

ତାହାଲେ ବନ୍ଧୁଗଣ ଆପଣ ମାନେ ସନ୍ତୋଷ ଙ୍କର ବହୁତ ସାରା ସିରିଏଲ ରେ ଅଭିନୟ ନିଶ୍ଚିତ ଭାବେ ଦେଖିଥିବେ । ତାହାଲେ ସନ୍ତୋଷ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଆଉ ଏମିତି ଓଲିଉଡ ସମନ୍ଧିୟ ଖବର ପାଇବା ପାଇଁ ଆପଣ ମାନେ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *