ସାରା ଦେଶରେ ନୁଆ ନିୟମ – ସରକାର ଦେବେ 10 ଲକ୍ଷ

News

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ଏଣିକି 20 ମିନିଟ ରେ ପହଁଚିବ ଆମ୍ବୁଲାନ୍ସ ସର୍ଭିସ୍ । ରାଜ୍ୟରେ 147 ନିର୍ବାଚନ ମଣ୍ଡଳୀ ରେ ଖୋଲିବ ଆମ ହସ୍ପିଟାଲ । ରାଜ୍ୟରେ ସ୍ୱସ୍ଥ୍ୟ କ୍ଷେତ୍ରରେ ବିକାଶ କରିବା ପାଇଁ ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ତେବେ ସେହିଥି ପାଇଂ ରାଜ୍ୟରେ 147 ନିର୍ବାଚନ ମଣ୍ଡଳୀ ରେ ଖୋଲିବ ଆମ ହସ୍ପିଟାଲ । ଚଳିତ ଆର୍ଥିକ ବର୍ଷ 2023-24 ରେ 5 ହଜାର MBBS ଡାକ୍ତର ଏବଂ 5 ହଜାର ପାରା ମେଡିକାଲ ଷ୍ଟାପ୍ ଙ୍କୁ ନିଯୁକ୍ତି ମିଳିବ । ସମସ୍ତ ପ୍ରଥମିକ ଏବଂ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତା ବର୍ଷ ଶେଷ ସୁଧା ଏହି ନିଯୁକ୍ତି ଦିଆଯିବ ।

am

ତେବେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାର ଏହି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ 30 ମିନିଟ ରେ ଆମ୍ବୁଲେନ୍ସ ପହଁଚୁଥିବା ବେଳେ ଏବେ କେବଳ 20 ମିନିଟ ରେ ପହଁଚିବ ଡାକ୍ତର ଏବଂ କର୍ମଚାରୀ ମାନେ ପୂର୍ବରୁ ଠିକ୍ ସମୟ ରେ ନଆସିବା ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । ତେବେ ସେହିଥି ପାଇଁ ସେମାନଙ୍କ ଉପସ୍ଥାପନା ପାଇଁ ଆଧାର ବାଇମେଟ୍ରିକ୍ସ କାର୍ଯ୍ୟକାରୀ କରାଯିବ ।

ପରବର୍ତି ଖବର ଟି ହେଲା ଏହି ସବୁ ଲୋକ ମାନଙ୍କ ପାଇଁ ଆଧାର ଆଉ ପାନ ଲିଙ୍କ୍ କରିବା ବାଧ୍ୟତା ମୂଳକ ନୁହେଁ । ଏହି ସବୁରୁ ସରକାର ଦେଇଛନ୍ତି ମୁକ୍ତି । ତେବେ କେନ୍ଦ୍ର ସରକାର ପାନ ଏବଂ ଆଧାର ସଂଯୋଗ ପାଇଁ ମାର୍ଚ୍ଚ ମାସ 31 ତାରିଖ କୁ ଧାର୍ଯ୍ୟ କରିଛନ୍ତି । ସେହି ବ୍ୟକ୍ତି ଯେଉଁମାନେ ଆଧାର ସହିତ ପାନ ଙ୍କୁ ଲିଙ୍କ୍ କରି ନାହାଁନ୍ତି ଏବଂ ସେମାନେ ଶେଷ ତାରିଖ ଯାଏ ଆଧାର ସହିତ ପାନ କୁ ଲିଙ୍କ୍ ନ କରନ୍ତି । ତେବେ ସେମାନଙ୍କ ପାନ କାର୍ଡ କୈଣସି କାମରେ ଆସିବ ନାହିଁ ।

adhar

ସେହି ଲୋକ ମାନେ ପାନ କାର୍ଡ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ । ସେହି ପରି ଏହି ପାନ ଆଧାର ଲିଙ୍କ୍ କୁ ନେଇ ଏକ ଗାଇଡ ଲାଇନ ବି ଜାରି ହୋଇଛି ଯେଉଁଥିରେ ଆସାମ୍ , ମେଘାଳୟ , ଜାମ୍ମୁକାଶ୍ମୀର ଆଦିରେ ରହୁଥିବା ଲୋକ ମାନେ ବାଧ୍ୟତା ମୂଳକ ନୁହେଁ ବୋଲି ଗାଇଡ ଲାଇନ ରେ ଉଲ୍ଲେଖ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *