ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆସିଲା ନୂଆ ଲିଷ୍ଟ । ଘର ପାଇବା ପାଇଁ କରି ଦିଅନ୍ତୁ ଏହି କାମ ।

Awas Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ ଆସିଜାଇଛି ଅଭିଯୋଗ ନମ୍ବର ଜାହାକି ଆଜିଠାରୁ ଲାଗୁ ହେବ ନୂଆ ଲିଷ୍ଟ । କେତେ ମାସରେ ଘର ନିର୍ମାଣ କଲେ କେତେ ଟଙ୍କା ଅଧିକ ବୁନୋସ ମିଳିବ ଏମିତି କି ସମୁଦାୟ କେତେ ଟଙ୍କା ମିଳିବ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଜାହାକି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ତେବେ ଏହା ଆପଣ ମାନେ ପ୍ରଥମେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ନିଶ୍ଚିତ ଜାଣି ପାରିବେ ।

ଅଯୋଗ୍ୟ ଙ୍କୁ ବାଦ୍ ଦେଇ ଯୋଗ୍ୟ ପରିବାର କୁ ମିଳିବ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଘର । ଗ୍ରାମ ସଭା ରେ ଯୋଗ୍ୟ ପରିବାର ଙ୍କ ତାଲିକା ଅନୁମୋଦନ ପରେ ସରକାର ଙ୍କ ପକ୍ଷ ରୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଆଦେଶ ପ୍ରଦାନ କରାଯିବ । ଏହି ନେଇ ସ୍ୱଚ୍ଛତା ରଖିବାକୁ ପଦକ୍ଷେପ ନିଆଯାଉଥିବା କହିଛି ପଞ୍ଚାୟତ ରାଜ ବିଭାଗ । ତେବେ ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ପଞ୍ଚୟାତ କାର୍ଯ୍ୟାଳୟ ଅଙ୍ଗନୱାଡୀ , ସ୍କୁଲ ଏବଂ ଗ୍ରାମର ପ୍ରମୁଖ ସ୍ଥାନରେ ସାମ୍ଭାବ୍ୟ ହୀତାଧିକାରୀ ଙ୍କ ତାଲିକାର ପଦର୍ଶନ ହେବ ।

pm

ତେବେ ଯଦି କୈଣସି ନିର୍ଦ୍ଧିଷ୍ଟ ଅଭିଯୋଗ ରହିଥିବ ତେବେ ତେବେ ଅଭିଯୋଗ ବାକ୍ସ କିମ୍ବା ଟୋଲ ଫ୍ରୀ ନମ୍ବର 18003456770 କିମ୍ବା 155335 ନମ୍ବରକୁ କଲ୍ କରି ଅଭିଯୋଗ ଦେଇପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ 8 ଲକ୍ଷ 17 ହଜାର ଏବଂ ସ୍ୱତନ୍ନ ଭାବେ ଫନି କ୍ଷତିଗ୍ରସ୍ତଙ୍କ ପାଇଁ 1 ଲକ୍ଷ 42 ହଜାର ଘର ବଣ୍ଟନ କରାଯିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ 60/40 ରହିଛି ।

ହିତାଧିକାରୀ ମାନେ ଯଦି 4 ମାସରେ ଗୃହ ନିର୍ମାଣ ଶେଷ କରୁଛନ୍ତି ତେବେ ତାଙ୍କୁ 20 ହଜାର ଟଙ୍କା ଏବଂ 6 ମାସ ମଧ୍ୟରେ ଶେଷ କରିଲେ ସେମାନଙ୍କୁ 10 ହଜାର ଟଙ୍କା ରାଜ୍ୟ ନିଜ ପାଣ୍ଠୀ ରୁ ଦେବେ ବୋଲି ରାଜ୍ୟ ସରକାର ପ୍ରେସ୍ ମିଟ୍ ରେ କହିଛନ୍ତି ପଞ୍ଚୟତ ରାଜ ସଚିବ ସୁନିଲ କୁମାର । ତେବେ ଆପଣ ମାନେ ଭାବୁଥିବେ ଏହି ଆୱାସ ଯୋଜନା ରେ କେତେ ଟଙ୍କା ଆସିବ ତେବେ ଜାଣି ରଖନ୍ତୁ 1 ଲକ୍ଷ 20 ହଜାର ଟଙ୍କା ଆସିବା ପାଇଁ ଯାଉଛି । ଏହା ସହିତ ଆପଣ ମାନଙ୍କୁ ଏକ୍ସଟ୍ରା ବୁନସ ମଧ୍ୟ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *