ଚାରି ବୋହୂଙ୍କ ସହ ପରୀକ୍ଷା ଦେଲେ ଶାଶୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାରି ବୋହୁ ଙ୍କ ସହିତ ପରିକ୍ଷା ଦେଲେ ଶାଶୁ । ପ୍ରଥମେ ପଢିବାର ଅସୁନଥିଲା । ହେଲେ ଏବେ ସେମାନଙ୍କୁ ନେଇ ଚର୍ଚ୍ଚା । ପଢିବାର ଲେଖିବା ଅବା କିଛି ସିଖିବାର କୈଣସି ବୟସ ନଥାଏ ଯଦି ମନରେ ଇଚ୍ଚା ଶକ୍ତି ରହିଛି ତେବେ ମଣିଷ କେତେ ବେଳେ କିଛି ବି କରିପାରେ । ବିହାର ର ନାଳନ୍ଦା ରେ ଶାଶୁ ଏବଂ ଚାରି ବୋହୁ ଏମିତି କିଛି କରି ଦେଖେଇଛନ୍ତି ।

ଏବେ ଏହା ସେହି ଅଞ୍ଚଳ ରେ ବହୁତ ଚର୍ଚ୍ଚା ର ବିଷୟ ହୋଇଛି । ରବିବାର ଦିନ ଆଦର୍ଶ ଚଣ୍ଡୀ ବିଦ୍ୟାଳୟ ରେ ମୂଖ୍ୟ ମନ୍ତ୍ରୀ ଆଞ୍ଚଲ ଯୋଜନା ରେ ନବ ସାକ୍ଷର ମହିଳା ଙ୍କ ମହା ପରିକ୍ଷଣ ର ଆୟୋଜନ ହୋଇଥିଲା । ଏହି ମହା ପରିକ୍ଷା ରେ ଜିଲ୍ଲା ରୁ 9 ହଜାର 6 ଶହ 98 ମହିଳା ସାମିଲ ହୋଇଥିଲେ । ଗୋଟିଏ ପରିବାର ର ଶାଶୁ ଙ୍କ ସହିତ ତାଙ୍କର ଚାରି ବୋହୁ ବି ପରିକ୍ଷା ଦେଇଥିଲେ ।

bahu

ତେବେ ଏହି ପାଞ୍ଚ ଜଣଙ୍କ ମନ ବଳ କୁ ନେଇ ସବୁଠି ଏବେ ଚର୍ଚ୍ଚା ହେଉଛି । ମାଆ ଝିଅ ମଧ୍ୟ ଏହି ପରିକ୍ଷା ରେ ଏକାଠୀ ଅଂଶ ଗ୍ରହଣ କରନ୍ତି । କାରଣ ଉଦ୍ଦେଶ୍ୟ ହେଉଛି ମହିଳା ମାନେ ତାଙ୍କର ନାମ , ଠିକଣା , ଯୋଗାଯୋଗ ଲେଖା ପଢା ଜାଣି ପାରିବେ । ଶାଶୁ ସୀବା ରଥି ଦେବୀ ଏବଂ ତାଙ୍କର ଚାରି ବୋହୁ ଲେଖିବା ପଢିବା ଜାଣି ନଥିଲେ । ହେଲେ ସେମାନଙ୍କର ଅଧ୍ୟୟନ କରିବାର ବହୁତ ଇଚ୍ଛା ଥିଲା । ସେ ନିଜେ ଏହି ପଦକ୍ଷେପ ନେଇଥିଲେ ।

ମମସ୍ତ ଚାରି ବୋହୁ ସୀମା ଦେବୀ , ବୀଣା ଦେବୀ , ସୋଭା ଦେବୀ , ବନ୍ଧୀ ଦେବୀ ପିଲା ହେବା ପରେ ମଧ୍ୟ ପଢିବା , ଲେଖିବା ଆବଶ୍ୟକ ବୋଲି ବିବେଚନା କରିଥିଲେ । ତା ପରେ ପରିବାର ସଦସ୍ୟ ଙ୍କ ସମର୍ଥନ ମଧ୍ୟ ମିଳିଥିଲା । 6 ମାସ ମଧ୍ୟରେ ନାମ ଲେଖିବା ଏବଂ ଉଚ୍ଚ ସ୍ୱର ରେ ପଢିବା ସିଖିଲେ । ଏହା ପରେ ସେମାନେ ସାକ୍ଷ୍ୱରତା ପରିକ୍ଷା ଦେଇଥିଲେ । ତେବେ ଏହି ମହିଳା ମାନଙ୍କୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *