ମୋଦି ଦେଲେ 3 ବଡ ଖୁସି ଖବର – ନିଶ୍ଚୟ ଦେଖି ନିଅନ୍ତୁ

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳେ ଆପଣ ମାନଙ୍କ ପାଇଁ କିିଛି ଦମଦାର ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଜାଣିବା ସୁଣିବା ଜରୁରୀ ଅଟେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଖବର ଅଭିଯାନ । ହୋଲି ରେ ମୋଦି ଙ୍କ ବଡ ଘୋଷଣା କର୍ମଚାରୀ ଙ୍କ ଆକାଉଣ୍ଟ କୁ ଆସିବ 10 ହଜାର । ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ହୋଲି ଅବସର ରେ ଏକ ବଡ ଉପହାର ଦେଇଛନ୍ତି ।

କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ସ୍ପେସିଆଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍ ନେଇ ଘୋଷଣା ହୋଇଛି । କେନ୍ଦ୍ର କର୍ମଚାରୀ ଙ୍କୁ ଏହି ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍ ଅନୁଯାୟୀ 10 ହଜାର ଟଙ୍କା ମିଳିବ ଅର୍ଥାତ ହୋଲି ରେ କେନ୍ଦ୍ରସରକାର କର୍ମଚାରୀ ଙ୍କ ଆକାଉଣ୍ଟ କୁ 10 ହଜାର ଟଙ୍କା ଆଡଭାନ୍ସ ନେଇ ପାରିବେ । ଏହା ଉପରେ ସେମାନଙ୍କୁ କୈଣସି ସୁଧ ଦେବାକୁ ପଡିବ ନାହିଁ ।

modi

ଦ୍ୱିତିୟ ଖବର ଟି ହେଲା ମାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର ଶୁକ୍ରବାର ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଓ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତାକାଲି ସକାଳ 8 ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନ ହୋଇ ଥୁବାରୁ ଛାତ୍ରଛାତ୍ରୀମାନଙ୍କୁ ଘଣ୍ଟାଏ ଆଗରୁ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପଡ଼ିବ ।

ପୋଲିସ ଏକ୍ସପୋର୍ଟ ରେ ପ୍ରଶ୍ନ ପତ୍ର ପରିକ୍ଷା କେନ୍ଦ୍ରେର ପହଁଚିବ। ଯେଉଁ ଦିନ ଯେଉଁ ପରିକ୍ଷା ହେବ ସେହି ଦିନ ସେହି ପ୍ରଶ୍ନ ପତ୍ର ସକାଳୁ ଯିବ । ତେବେ ସକାଳୁ 7.00 ରୁ 8.00 ଭିତରେ ଏହି ପ୍ରଶ୍ନ ପତ୍ର ସେଣ୍ଟରରେ ପହଁଚିବ । ମୋଟ 316 ଟି ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ପହଁଚି ସାରିଛି । ତେବେ ପ୍ରଶ୍ନ ଲିକ୍ ରୋକିବା ପାଇଁ ପଦକ୍ଷେପ ନିଆଜାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *