ମାର୍ଚ୍ଚ 20 ପଖାଳ ଦିବସ || ଏକାଠି ପଖାଳ ଖାଇଲେ ବର୍ଷା ଅନୁଭବ

Pakhala Divasa

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପଖାଳ ମୁଠିଏ ରେ ଓଡିଆଙ୍କ ମନ ପ୍ରାଣ ଜଗତ ର ଠାକୁର ଜଗନ୍ନାଥ ଙ୍କ ପ୍ରିୟ ହେଲା ଟଙ୍କ ତୋରାଣୀ । କି ଗରିବ କି ଧନୀ ପଖାଳ କଂସାଏ ହୋଇଗଲେ ସବୁ ଦୁଃଖ ଦୂର ହୋଇଯାଏ । ଅମାପ ଶକ୍ତି ପାଆନ୍ତି ଓଡିଆ ଏହିଥି ପାଇଁ ମାର୍ଚ୍ଚ 20 ରେ ପାଳନ କରାଯାଏ ପଖାଳ ଦିବସ ।

ତେବେ ଓଡିଆ ଙ୍କ ପ୍ରିୟ ଏହି ପଖାଳ ବାସ୍ତବରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏବଂ ରୋଗ ସହିତ ଲଢିବାକୁ ପ୍ରଚୁର କ୍ଷେମତା ଯୋଗେଇ ଦିଏ । ଏହି ବିଶ୍ୱାସ କୁ ଆହୁରୀ ଦୃଢି ଭୂତ କରିଛି ମେଡିକାଲ ସାଇନ୍ସ ।

Pakhala Divasa

ଓଡିଶା ର ଏହି ପାରମ୍ପାରିକ ପ୍ରିୟ ଖାଦ୍ୟ ପଖାଳ ଓ ତୋରାଣୀ ରେ ଏହି ଭଳି ଶକ୍ତି ରହିଛି ବୋଲି ଭୁବନେଶ୍ୱର AIMS ପକ୍ଷରୁ ଗବେଷଣା ହୋଇଛି । ତେବେ ଏହି ପଖାଳ ଦିବସ ରେ ଅନେକ ଲୋକ ମାନେ ଏବଂ ସେଲିବ୍ରେଟି ମାନେ ମାର୍ଚ୍ଚ 20 ରେ ପଖାଳ ଦିବସ କୁ ପାଳନ କରିଛନ୍ତି ।

ତେବେ ସେହି ପରି ବେଳେ ଅନୁଭବ ମହାନ୍ତି ଏହି ପଖାଳ ଦିବସ ସେଲିବ୍ରେଟ କରିଥିବା ବେଳେ ସେ କହିଛନ୍ତି କି ଆମ ପଖାଳ ଆମ ପାଇଁ ଅମୃତ ସମାନ ଆଉ ଆମେ ଓ଼ଡିଆ ସବୁଠୁ ବଢିଆ । ତେଣୁ ଆପଣ ମାନେ ବି ଆଜିର ଏହି ପଖାଳ ଦିବସ କୁ ବହୁତ ଭଲରେ ଉପଭୋଗ କରନ୍ତୁ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *