IPLରେ ଓଡ଼ିଆ ଭାଷାରେ କମେଣ୍ଟ୍ରି କରିବେ କଟକ ଝିଅ ଲୋରିଆ |

IPL

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ IPL ରେ କମେଣ୍ଟ୍ରି କରିବେ ଓଡିଆ ଆକ୍ଟର ଲୋରିଆ ମହାନ୍ତି। IPL ର ଚଳିତ ସଂସ୍କରଣ ରେ ନିଜର ସୁମଧୁର ଆଙ୍କରିଙ୍ଗ୍ ର ଜଲ୍ବା ଦେଖେଇବେ ଲୋରିଆ ମହାନ୍ତି । ଆଉ ନଜର ଆସିବ ଓଡିଆ ରେ IPL । ପେନେଲ ରେ ରହିବେ ଓଡିଆ ଗେଷ୍ଟ । ଓଡିଆ ଭାଷା ରେ IPL ର ମଜା ଉଠେଇବେ ଦର୍ଶକ ।

ତେବେ ଆସନ୍ତା 31 ତାରିଖ ରୁ ଆରମ୍ଭ ହେବାକୁ ଯାଉଛି 16 ତମ IPL ର ମହାସମରହ । 10 ଟି ଟିମ୍ ହେବେ ମୁହାଁ ମୁହିଁ । ପ୍ରଥମ ମ୍ୟାଚ ରେ ଗୁଜୁରାଟ କୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ । ପ୍ରଥମ ଥର ପାଇଁ ଓଡିଆ ରେ ପ୍ରସାରିତ ହେବ IPL । ମୋବାଇଲ ଆପ୍ ରେ ଓଡିଆ କ୍ରିକେଟ ପ୍ରେମି ଏହାର ମଜା ଉଠେଇ ପାରିବେ । ଯାହା ସଂମ୍ପର୍ଣ୍ଣ ଓଡିଆ ଭାଷା ରେ ରହିବ ।

IPL

ତେବେ ଏହି ଓଡିଆ ଡିବେଟ ପ୍ୟାନେଲ ରେ ଏଙ୍କର ଭାବେ ନଜର ଆସିବେ କଟକ ଝିଅ ଲୋରିଆ ମହାନ୍ତି । ଦିର୍ଘ 12 ଧରି ଓଡିଆ ସିନେ ଜଗତ ରେ ଏଙ୍କର ଭାବେ କାମ କରି ଆସୁଛନ୍ତି ଲୋରିଆ ଏଙ୍କର ଭାବେ ଦିର୍ଘ 10 ବର୍ଷ ରୁ ଅଧିକ ସମୟ ଅଭିଜ୍ଞ୍ୟତା ରହିଛି ଲୋରିଆ ମହାନ୍ତି ଙ୍କର ।

ତେବେ ଆପଣ ମାନେ ଏହି ଥରର IPL କୁ ବିଭିନ୍ନ ଡିଜିଟାଲ ପ୍ରସାରଣ ମାଧ୍ୟମ ରେ ଆପଣ ମାନେ ଦେଖି ପରିବେ । ତେବେ ଏମିତି ବେଳେ ଦେଖିବାକୁ ବାକି ରହିଲା ଓଡିଆ ରେ IPL ଦେଖିବା ଲୋକ ମାନଙ୍କୁ କେତେ ମନୋରଂଞୀନ କରେଇ ପାରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *