ବାହାଘର ପରେ ହନିମୁନ ପାଇଁ ବିଦେଶ ଗଲେ ଲିପ୍ସା ମିଶ୍ର । ଏହି ହୋଟେଲରେ କରିବେ

Lipsa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାଘର ପରେ ଏବେ ଓ଼ଡିଶା ଛାଡି ବିଦେଶ କୁ ଚାଲି ଜାଇଛନ୍ତି ଲିପ୍ସା ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ଲିପ୍ସା । ତାହାଲେ ଏବେ ଲିପ୍ସା ମିଶ୍ର ଙ୍କ ବାହାଘର ସରିଜାଇଛି । ବାହାଘର ଟି ବହୁତ ଧୁମ୍ ଧାମ୍ ରେ ହୋଇଥିବା ଯେଉଁଥିରେ ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ ।

ଲିପ୍ସା ମିଶ୍ର ଙ୍କ ବାହାଘର ପରେ ଏବେ ବିଦେଶରେ ଅଛନ୍ତି ଲିପ୍ସା ମିଶ୍ର । ତେବେ ବାହାଘର ପରେ ବିଦେଶ କୁ ନିଜ ସ୍ୱାମୀ ଙ୍କ ସହିତ ଜାଇଛନ୍ତି ଲିପ୍ସା ମିଶ୍ର । 2013 ମସିହା ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କେରିୟର ଆରମ୍ଭ କରିଥିବା ଲିପ୍ସା ମିଶ୍ର । ବହୁତ ସାରା ସିନେମା , ସିରିଏଲ ଏବଂ ବହୁତ ସାରା ୱେବ ସିରିଜ୍ ରେ କାମ କରିଛନ୍ତି ଲିପ୍ସା ମିଶ୍ର । ଗତ ଦିନ ମାନଙ୍କରେ ଲିପ୍ସା ମିଶ୍ର ଙ୍କ ବାହାଘର ହୋଇଥିଲା ସେ ସେ ଭଲ ପାଇ ଆକାଶ ଙ୍କୁ ବାହା ହୋଇଥିଲେ ।

Lipsa

ତାହାଲେ ଆକାଶ ଲିପ୍ସା ମିଶ୍ର ଙ୍କୁ ଓଡିଆ ସିନେମା ରୁ ଦେଖି ତାଙ୍କର ବଡ ଫେନ୍ ହୋଇଥିଲେ ଆଉ ପରବର୍ତି ସମୟ ରେ ତାଙ୍କୁ ଭଲ ପାଇଥିଲେ ଆଉ ଗୋଟେ ଇଭେଣ୍ଟ ସୋ ରେ ଦେଖା ହେବା ପରେ ଦୁହେଁ ପରସ୍ପର କୁ ଭଲ ପାଇ ଦିର୍ଘ ଦିନ ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆଉ ବାହାଘର ପରେ ଲିପ୍ସା ମିଶ୍ର ଗୋଟେ ଓଡିଆ ଘରର ବୋହୁ ପରି ଆକାଶ ଙ୍କ ଘରେ ଚଳୁଥିବାର ନଜର ଆସିଛନ୍ତି ।

ହେଲେ ଲିପ୍ସା ମିଶ୍ର ଙ୍କ ବାହାଘର ପରେ ଏବେ ବିଦେଶରେ ଅଛନ୍ତି ଲିପ୍ସା ମିଶ୍ର । ତେବେ ବାହାଘର ପରେ ବିଦେଶ କୁ ନିଜ ସ୍ୱାମୀ ଙ୍କ ସହିତ ଜାଇଛନ୍ତି ଲିପ୍ସା ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଲିପ୍ସା ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *