ବାହା ହେଲେ ଲିପ୍ସା ମିଶ୍ର । ସ୍ୱାମୀ କରୁଛନ୍ତି ଏହି କାମ

Lipsa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ କଲେ ଓଲିଉଡ ରଜବର୍ଦୋସ୍ତ ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ବନ୍ଧୁଗଣ ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ବହୁତ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସିଛନ୍ତି ଲିପ୍ସା । ତାହାଲେ ଲିପ୍ସା ମିଶ୍ର ଓଲିଉଡ ରେ ସିନେମା ରେ ଅଭିନୟ କରିବା ସହିତ ସେ ୱେବସିରିଜ୍ ଏବଂ ଆଲବମ୍ ମାନଙ୍କରେ ବି ଅଭିନୟ କରନ୍ତି ।

ତେବେ ଏବେ ଲିପ୍ସା ମିଶ୍ର ଙ୍କ ବିବାହ ହୋଇଜାଇଛି । ଏହି ବିବାହ ଟି ବହୁତ ଧୁମ ଧାମ୍ ରେ ହୋଇଥିଲା ଆଉ ଏହିଥିରେ ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିବାର ନଜର ଆସିଥିଲେ । ତେବେ ଲିପ୍ସା ମିଶ୍ର ଙ୍କ ବିବାହ ହୋଇଜାଇଛି ମାତ୍ର 36 ବର୍ଷ ବୟସ ରେ ଏବଂ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

Lipsa mishra

ତେବେ ଲିପ୍ସା ମିଶ୍ର ଓଲିଉଡ ର ସେଲିବ୍ରେଟି ମାନଙ୍କୁ ବହୁତ ସାରା ଭଲ ପାଆନ୍ତି । ତାଙ୍କର ବାହାଘର ରେ ବି ସମସ୍ତ ସେଲିବ୍ରେଟି ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲେ । ଖାସ କରି ଓଲିଉଡ ର ଆଗ ଧାଡି ର କଳାକାର ମାନେ ବି ତାଙ୍କ ବାହାଘର ରେ ଉପସ୍ଥିତ ଥିଲେ । ତେବେ ବାହାଘର ଟି ବହୁତ ଧୁମ ଧାମ୍ ରେ ହୋଇଥିଲା । ଯେଉଁଠାରେ ସମସ୍ତେ ବହୁତ ଏନଜୟ କରିଥିବାର ନଜର ଆସିଛନ୍ତି ।

ଲିପ୍ସା ମିଶ୍ର 36 ବର୍ଷ ବୟସ ରେ ବିବାହ କରିଥିଲେ । ତାହେଲେ ଲିପ୍ସା ମିଶ୍ର ଙ୍କ ସ୍ୱାମୀ ହେଲେ ଜଣେ ବହୁତ ବଡ ବିଜନେସ ମେନ ସେ ଇଂଞୀନିୟରିଂ ମଧ୍ୟ କରିଛନ୍ତି । ତେହେଲେ ଲିପ୍ସା ମିଶ୍ର ଙ୍କ ବାହାଘର ଏବେ ସରିଜାଇଛି ଆଉ ଶାଶୁ ଘରକୁ ଚାଲି ଜାଇଛନ୍ତି ଲିପ୍ସା ମିଶ୍ର ।

Lipsa

ଅଭିନୟ କରିବା ସହିତ ସେ ବହୁତ ସାରା ସୋସିଆଲ ୱାର୍କ ମଘ୍ୟ କରିଥାନ୍ତି । ତାହାଲେ ଲିପ୍ସା ମିଶ୍ର ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ତାହାଲେ ଆପଣ ମାନଙ୍କୁ ଲିପ୍ସା ମିଶ୍ର କେମିତି ଲାଗନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *