ରିସେପସ୍ସନରେ ସମସ୍ତଙ୍କ ଆଗରେ ଖରାପ କାମ କରିଦେଲେ ଲିପ୍ସା ମିଶ୍ର ।

Lipsa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଶାଶୁ ଘରକୁ ଚାଲି ଜାଇଛନ୍ତି ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର । ତେବେ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଲିପ୍ସା ମିଶ୍ର ଙ୍କ ବାହାଘର ହୋଇଜାଇଛି । ସେ ଆକାଶ ଙ୍କୁ ବିବାହ କରିଛନ୍ତି । ଦିର୍ଘ ଦିନ ଧରି ଆକାଶ ଙ୍କୁ ଭଲ ପାଉ ଥିଲେ ଲିପ୍ସା ମିଶ୍ର । ଆଉ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଲିପ୍ସା ମିଶ୍ର । ବାହାଘର ବେଳକୁ ଲିପ୍ସା ମିଶ୍ର ଙ୍କୁ 35 ବର୍ଷ ବୟସ ହୋଇଥିଲା ।

ତାହାଲେ ଆପଣ ମାନେ ଜାଣିଥିବେ 2013 ମସିହା ରୁ ଲିପ୍ସା ମିଶ୍ର ଓଡିଆ ସିନେମା ଜଗତ ରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ତାହାଲେ ଏହି ସବୁ ସିନେମା ରେ ସୁନ୍ଦର ଅଭିନୟ କାରଣ ରୁ ତାଙ୍କୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଥିଲେ । ଆଉ ଏହା ପର ଠାରୁ ସେ କେବେ ବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି । ସିନେମା ରେ ଅଭିନୟ କରିବା ସହିତ ସେ ଓଡିଆ ସିରିଏଲ ରେ ବି ଅଭିନୟ କରିଥିବାର ନଜର ଆସିଛନ୍ତି ଲିପ୍ସା ମିଶ୍ର ।

Lipsa mishra

ତୁଳସୀ ସିରିଏଲ ରେ ସେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ଏହି ସିରିଏଲ ଜରିଆରେ ସେ ସିରିଏଲ ଜଗତ ରେ ଡେଭ୍ୟୁ କରିଥିଲେ । ତେବେ ସୁନ୍ଦର ଅଭିନୟ କାରଣ ରୁ ତାଙ୍କୁ ଏହି ସିରିଏଲ ପାଇଁ ତାଙ୍କୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳିଥିଲା । ଏହା ସହିତ ସେ ସିରିଏଲ ସହିତ ବହୁତ ସାରା ୱେବସିରିଟ୍ ଏବଂ ବହୁତ ସାରା ଆଲବମ୍ ରେ ବି ମଧ୍ୟ ଅଭିନୟ କରିଥିବାର ଆପଣ ମାନେ ଦେଖିବା ପାଇଁ ପାଇଥିବେ।

ତାହାଲେ ଲିପ୍ସା ମିଶ୍ର ଙ୍କ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତାହାଲେ ଏବେ 35 ବର୍ଷ ବୟସ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଲିପ୍ସା ମିଶ୍ର । ତାହାଲେ ଲିପ୍ସା ମିଶ୍ର ଆକାଶ ଙ୍କୁ ବିବାହ କରିଛନ୍ତି ।

ତେବେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଗତ କାଲି ଲିପ୍ସା ମିଶ୍ର ଏବଂ ଆକାଶ ଙ୍କ ରିସେପ୍ସନ ପାର୍ଟି ର ଆୟୋଜନ ହୋଇଜାଇଛି । ଯେଉଁଠାରେ ବହୁତ କଳାକାର ମାନେ ଯୋଗ ଦେଇଥିବାର ଦେଖିବା ପାଇଁ ମିଳିଛି । ତେବେ ଆପଣ ମାନଙ୍କୁ ଲିପ୍ସା ମିଶ୍ର ଙ୍କ ଅଭିନୟ କେମିତି ଲାଗେ ଏବଂ ଲିପ୍ସା ମିଶ୍ର , ଆକାଶ ଙ୍କ ଯୋଡି କେମିତି ଲେଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *