ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ବାହାଘର ପରେ ଏବେ ସ୍ୱାମୀ ଙ୍କ ଉପରେ ରାଗି ଥିବାର ନଜର ଆସିଛନ୍ତି ଲିପ୍ସା ମିଶ୍ର । ତାହାଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଏହି ନିକଟ ରେ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ସେ ଆକାଶ ଙ୍କୁ ବିବାହ କରିଛନ୍ତି । ଦିର୍ଘ ଦିନ ଧରି ଆକାଶ ଙ୍କୁ ଭଲ ପାଇ ଆସିଥିଲେ ଲିପ୍ସା ମିଶ୍ର । ଆଉ ଏବେ ବିବାହ କରି ଶାଶୁ ଘରକୁ ଚାଲିଜାଇଛନ୍ତି ଲିପ୍ସା ମିଶ୍ର ।
ଆଉ ଶାଶୁ ଘରେ ନିଜର ସ୍ୱାମୀ ଙ୍କ ଉପରେ ରାଗୁ ଥିବାର ଦେଖିବା ପାଇଁ ମିଳିଛନ୍ତି ଲିପ୍ସା ମିଶ୍ର । ତେବେ ଶାଶୁ ଘରେ ବହୁତ ସାରା କାମ କରି ବିରକ୍ତ ହୋଇଜାଇଛନ୍ତି ଲିପ୍ସା ମିଶ୍ର । ଆଉ ସ୍ୱାମୀ ଙ୍କ ଉପରେ ରାଗୁ ଥିବାର ନଜର ଆସିଛନ୍ତି ଲିପ୍ସା ମିଶ୍ର । ତାହାଲେ ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ ବହୁତ ସାରା ସିନେମା , ୱେବସିରିଜ୍ , ଏବଂ ଆଲବମ୍ ରେ ଦେଖିବା ପାଇଁ ପାଇଥିବେ ।
2013 ମସିହା ରୁ ଲିପ୍ସା ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏଣ୍ଟ୍ରୀ କରିଥିଲେ । ଆଉ ଏହା ପର ଠାରୁ ସେ କେବେ ବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି । ଏହା ପରେ ସେ ଓଡିଆ ସିରିଏଲ ଓଡିଆ ଆଲବମ୍ , ଓ ଓଡିଆ ୱେବସିରିଜ୍ ରେ ବି ମଧ୍ୟ କାମ କରି ସାରିଛନ୍ତି । ଏମିତି କି ଲିପ୍ସା ମିଶ୍ର ଯାତ୍ରା ପାର୍ଟି ରେ ବି ଅଭିନୟ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ପ୍ରତ୍ୟୋକ ଜାଗାରେ ତାଙ୍କର ସୁନ୍ଦର ଅଭିନୟ ଦେଖିବା ପାଇଁ ମିଳିଛି । ଏବଂ ଯେଉଁଥି ପାଇଁ ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି ।
ତାହାଲେ ଏବେ ଆକାଶ ଙ୍କୁ ବିବାହ କରିଛନ୍ତି ଲିପ୍ସା ମିଶ୍ର । ଆଉ ବିବାହ ପରେ ନିଜର ଶାଶୁ ଘରେ ବହୁତ ଖୁସୀରେ ରହୁଥିବାର ଦେଖା ଦେଇଛନ୍ତି ଲିପ୍ସା ମିଶ୍ର । ତାହାଲେ ଲିପ୍ସା ମିଶ୍ର 35 ବର୍ଷ ବୟସ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେ କହିଥିଲେ ଯେ ଆକାଶ ଙ୍କ ପରି ପିଲା ସେ କେବେବି ହେଲେ ପାଇବେ ନାହିଁ ।
ଆଉ ତାଙ୍କ ସହିତ ସେ ଗୋଟେ ଇଭେଣ୍ଟ ସୋ ରେ ଦେଖା ହୋଇଥିଲେ । ତାହାଲେ ଆକାଶ ବି ମଧ୍ୟ ଲିପ୍ସା ମିଶ୍ର ଙ୍କ ଅଭିନୟ କୁ ବହୁତ ଅଧିକ ଭଲ ପାଆନ୍ତି । ତେବେ ଆପଣ ମାନେ ଲିପ୍ସା ମିଶ୍ର ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।