LIC ଆଣିଲା ଆପଣ ମାନଙ୍କ ପାଇଁ ଜବରଦସ୍ତ ପ୍ଲାନ | ଏବେ ହିଁ ଦେଖନ୍ତୁ…

LIC

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗରେଣ୍ଟି ମୁନାଫା ସହିତ ରହିଛି LIC ର ଏହି ତିନି ପୋଲିସି ପଲାଠୁ ବୁଢା ସମସ୍ତେ ପାଇ ପାରିବେ ଏହି ସୁବିଧା । LIC ଅର୍ଥାତ ଭାରତୀୟ ଜିବନ ବୀମା ନିଗମ ନିଜର ଗ୍ରାହାକ ଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଳେଇ ଥାଏ । ଏହି ପୋଲିସି ରେ ନିବେଶ କଲେ ଆପଣ ମାନଙ୍କୁ ତିନି ପ୍ରକାରର ଲାଭ ମିଳିବ । ପ୍ରଥମେ ତ ଟେକ୍ସ ରେ ଫାଇଦା ସହିତ ଏହିଥିରେ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ । ଏହିଥିରେ ପରିବାର ର ବୀମା ସୁରକ୍ଷା ମଧ୍ୟ ହୋଇଥାଏ ।

LIC ର ଏହି ତିନି ବୀମା ପୋଲିସି ରହିଛି ଜାହାକୁ କିଣି ଆପଣ ମାନେ ସାରା ଜିବନ ନିଶ୍ଚିତ ହୋଇ ପାରିବେ । ତେବେ ଯାହାକି ଆମେ ଆଜି ଜାଣିବା LIC ର ନ୍ୟୁ ଜିବନ ଆନନ୍ଦ , LIC ଜିବନ ଉମଙ୍ଗ ଏବଂ ଚିଲଡ୍ରେନ ମୋନି ବେକ୍ ସଂମ୍ପର୍କରେ । ଏହି ତିନି ପୋଲିସି ନିଜର ଗ୍ରାହାକ ଙ୍କୁ ସୁରକ୍ଷା ସହିତ ଗେରେଣ୍ଟି ରିଟର୍ଣ୍ଣ ମଧ୍ୟ ଦେଇଥାଏ । ଏଲଆଇସିର ନ୍ୟୁ ଜୀବନ ଆନନ୍ଦ ପଲିସି ଏକ ବହୁତ ଦମଦାର ସ୍ମିମ୍ । ଏଠାରେ ଆପଣଙ୍କୁ ଅନେକ ଲାଭ ମିଳିଥାଏ ।

lic

ଏହି ଯୋଜନାରେ ନିବେଶ କରି ଆବେଦକଙ୍କ ବୟସ 18 ରୁ 50 ବର୍ଷ ମଧ୍ୟରେ ହୋଇଥୁବା ଉଚିତ୍ । ଏଶୋର୍ଡର ସୁବିଧା ମଧ୍ୟ ମିଳିଥାଏ । ଏହା ସହିତ ଆପଣଙ୍କୁ ଟ୍ୟାକ୍ସ ରିହାତିର ମଧ୍ୟ ଲାଭ ମିଳେ । ଏହା ସହିତ ଏହି ସ୍କିମ୍ ରେ ଆପଣ ମାନଙ୍କର ପୋଲିସି ସରେଣ୍ଡର କରିବାର ଅଫସନ ମଧ୍ୟ ରହିଛି ।

ଦ୍ୱିତୀୟ ରେ LIC ଉମଙ୍ଗ ପୋଲିସି ଏଲଆଇସିର ଜୀବନ ଉମଙ୍ଗ ପଲିସିରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ । ଏଥୁରେ ଆବେଦନର ବୟସ 90 ଦିନରୁ 55 ବର୍ଷ ମଧ୍ୟରେ ରହିଥାଏ । ଏଥିରେ ଆପଣଙ୍କୁ ଟ୍ୟାକ୍ସ ରିହାତିର ମଧ୍ୟ ଲାଭ ମିଳିଥାଏ । ଏହା ଏକ ଏଣ୍ଡୋମେଣ୍ଟ ପ୍ଲାନ୍ । ଯଦି କୌଣସି ପଲିସି ହୋଲ୍ଡରଙ୍କ ମୃ-ତ୍ୟୁ ହୋଇଯାଏ ତେବେ ନୋମିନିଙ୍କୁ ତେବେ ନୋମିନି ଙ୍କୁ ସମସ୍ତ ପଇସା ମିଳେ ।

ଏହି ପୋଲିସି ରେ ଆପଣ ମାନଙ୍କୁ ଦୁଇ ଲକ୍ଷ ଟଙ୍କାର ସମ୍ ଆସୋର୍ଡ ମଧ୍ୟ ମିଳେ । ଏହା ପରେ ହେଉଛି ଚିଲଡ୍ରେନ ମୋନି ବେକ୍ ଏଲଆଇସିର ଏହି ଯୋଜନା ଖାସ୍ କରି ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଛି । ଏଥିରେ ପିଲାଙ୍କୁ ଫାଇନାନ୍ସିଆଲ ସୁରକ୍ଷା ମିଳିଥାଏ । ଏଥିରେ ଆବେଦନ କରିବାର ବୟସ 1 ରୁ 12 ବର୍ଷ ମଧ୍ୟରେ ହୋଇଥାଏ । ଏଥିରେ ଆପଣ 1 ଲକ୍ଷ ପର୍ଯ୍ୟନ୍ତ ନିବେଶ କରି ପାରିବେ । ଏହି ଯୋଜନା ର ମେଚୁରିଟି ବୟସ 25 ବର୍ଷ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *