ବାଟରେ ବୁଲୁଛି କିସ ପାଗଳ । ମହିଳାଙ୍କୁ କରୁଛି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ଙ୍କୁ ଏକୁଟିଆ ଦେଖି ହୋଇ ଯାଉଛି ଫେରାର । ହଁ ବନ୍ଧୁଗଣ ଆପଣ ମାନେ ସିରିଏଲ କିଲର କଥା ସୁଣିଥିବେ । ହେଲେ ଆପଣ ମାନେ ସିରିଏଲ କିଶର ବିଷୟ ରେ କେବେ ସୁଣିଛନ୍ତି କି ? ତେବେ ବନ୍ଧୁଗଣ ଆଜିର ସମୟ ରେ ଜାମ୍ମୁଇ ରେ ଏକ ସିରିଏଲ ର କିଶର ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ମହିଳା ମାନଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି ।

ଏହି ସିରିଏଲ କିଶର ଜଣେ ଯୁବକ ଯିଏ ହଠାତ ମହିଳା ଙ୍କୁ କିଶ୍ କରି ଫେରାର ହୋଇ ଜାଉଛି । ତେବେ ବନ୍ଧୁଗଣ ଜାମ୍ମୁର ର ଏକ ସିସିଟିଭି ଫୁଟେଜ ହୋଇଥିବା ବେଳେ ଏହିଥିରେ ଜଣେ ମହିଳା ହସ୍ପିଟାଲ ପରିଶର ରେ କାହା ସହିତ ମୋବାଇଲ ରେ କଥା ହେଉଥିବା ବେଳେ । ଏହି ସମୟ ରେ ଜଣେ ଯୁବକ ପାଖକୁ ଆସି ମହିଳା ସ୍ୱାସ୍ଥ କର୍ମି ଙ୍କୁ ଚୂମ୍ବନ ଦେଇଥିଲେ । ଆଉ ଠେଲି ଦେବାରୁ ସେଠାରୁ ପଳେଇ ଜାଇ ଥିଲେ ।

kiss

ଯଦିଓ ଏହି ଯୁବକ ଙ୍କର ଲଜ୍ୟାଜନକ କାର୍ଯ୍ୟ ଏବେ ସିସିଟିଭି ରେ କୟେଦ୍ ହୋଇଛି । ଏହି ମାମଲା ରେ ପୀଡିତା ଟାଉନ ଥାନା ରେ ଏତଲା ଦାୟାର କରିଛନ୍ତି । ଆଉ ନ୍ୟାୟ ପାଇଁ ଆବେଦନ ମଧ୍ୟ କରିଛନ୍ତି । ବର୍ତମାନ ପୋଲିସ ସେହି ବ୍ୟକ୍ତି କୁ ଖୋଜିବା ପାଇଁ ଛାନବିନ୍ ଆରମ୍ଭ କରିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଅଭିଯୁକ୍ତ ଯୁବକ କୁ ଶ୍ରୀଘ୍ର ଗିରୋଫ କରିବା ପରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ଯେଉଁ ମାନେ ଏମିତି ଖରାପ କାର୍ଯ୍ୟ କରନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଘଟଣା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ଖେଳିଜାଇଛି । ସିସିଟିଭି ଫୁଟେଜ୍ ସାହାଯ୍ୟ ରେ ପୋଲିସ ଅଭିଯୁକ୍ତ କୁ ଧରିବାକୁ ଚେଷ୍ଟା କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *