ଆଜେକ୍ସଙ୍କୁ ଜିଜ୍ଞାସାଙ୍କ ଧମକ, ‘ଟଙ୍କା ସୁନା ସବୁ ପାଇବ ହେଲେ ମୁଁ ଆଉ ମିଳିବିନି’ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୃ-ତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ଅକ୍ଷୟଙ୍କ ଏକାଧିକ କଲ୍ । ଅନ୍ତରଙ୍ଗ ଫଟୋ ଓ ଭିଡିଓକୁ ନେଇ କରାଯାଉଥିଲା ବ୍ଲାକମେଲ୍ । ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ଘଟଣାରେ ଆସିଲା ନୂଆ ଟୁଇଷ୍ଟ । ପ୍ରମିକାଙ୍କ ବାର୍ଥ ଡେ ପାର୍ଟିରେ ସୋଟ୍ ହୋଇଥିଲା ଅନ୍ ସ୍କି୍ନ୍ ଭିଡିଓ । ଆଉ ଯାହାକୁ ନେଇ ବାରମ୍ବାର ବାରମ୍ବାର ବ୍ଲାକମେଲ୍ କରାଯାଉଥିଲା ଅକ୍ଷୟକୁ ।

ରାଜଧାନୀ ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ । ଆଉ ଯେଉଁ ଭିଡିଓକୁ ଫେବୃଆରୀ ୨୮ ତାରିଖରେ ସୋଟ କରାଯାଉଥିଲା ବାର୍ଥ ସେଲିବ୍ରେଟ କରାଯାଉଥିବା ଭିଡିଓ । ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ୍ କରଥୁଲା ସନ୍ଦେହ କରାଯାଉଛି । ମୋବାଇଲରି ମିଳିଥିବା ମେସେଜରୁ ମଧ୍ୟ ଏପରି କିଛି ପ୍ରମାଣ ପାଇଛି ପୋଲିସ । ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

dj

ତେବେ ଏହା ଭିତରେ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ତିନିଦିନ ବିତି ଯାଇଥିଲେ ମଧ୍ୟ କୌଣସି କାରଣ ଜଣା ପଡି ନାହିଁ । ଆଉ ଏହାରି ଭିତରେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ତାଙ୍କର ଶ୍ୱାସରୁଦ୍ଧ ଯୋଗୁଁ ତାଙ୍କର ମୃ-ତ୍ୟୁ ହୋଇଥିବା ଜଣା ପଡିଛି । ବେକରେ ମଧ୍ୟ ରହିଛି ଦାଗ । ଶରୀରରେ ଅନ୍ୟ କୌଣସି ସ୍ଥାନରେ ଚିହ୍ନ ନାହିଁ । ଏହି କାରଣରୁ ଆ-ତ୍ମ-ହ-ତ୍ୟା କରି ନିଜ ଜୀବନ ଦେଇଥିବା ଜଣା ପଡିଛି ।

ତେବେ ମୃ-ତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ଏକାଧିକ କଲ୍ କରିଥିଲେ ଅକ୍ଷୟ କିନ୍ତୁ ଏହାର କୌଣସି ଉତ୍ତର ଦେଇନଥିଲେ ପ୍ରେମିକା ଜିଜ୍ଞାସା । ଆଉ ଯେଉଁଭଳି ମାନସିକ ଭାବେ ଗଭୀର ଭାବେ ଆଘାତ ପାଇଁ ଚରମ ନିଷ୍ପତ୍ତି ନେଲେ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର । ଚିନ୍ତାରେ ଟଙ୍କା ଓ ସୁନା ସବୁ ଯାଚି ଥିଲେ ଡିଜେ ଆଜେକ୍ସ । ଆଉ ଏହା ମଧ୍ୟ କହିଥିଲେ ଟଙ୍କା ସୁନା ସବୁ ପାଇଁବ ହେଲେ ମୋତେ ଆଉ ପାଇବନି । ଯେଉଁ ଚାଟ୍ ରୁ ଏସବୁ ଗୁମର ପାଇଁଛି ପୋଲିସ ।

ତେବେ ଅନ୍ୟପଟେ ଆଜି ଜେରା ହେବେ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସା ଓ ତାଙ୍କର ପୁରୁଷ ବନ୍ଧୁ ରଶ୍ମି । ଦୁଇ ଜଣକ ନାଁ ରେ ମାମଲା ରୁଜୁ କରିଛି ପୋଲିସ । ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ପଛରେ ପ୍ରେମିକା ଜିଜ୍ଞାସା ଓ ତାଙ୍କ ପୁରୁଷ ବନ୍ଧୁ ରଶ୍ମିଙ୍କ ର କେବଳ ହାତ ଅଛି ନାଁ ଏହା ପଛରେ ଆଉ କାହାର ମଧ୍ୟ ସମ୍ପୁକ୍ତି ରହିଛି । ତାଙ୍କୁ ମଧ୍ୟ ଖୋଳତାଡ କରି ଖାଡିବ ପୋଲିସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *