ଜିଜ୍ଞାସା କହୁଛନ୍ତି ମିଛ, ଆଉ ଦୋଷକୁ ଘଣ୍ଟ ଘୋଡେଇ ରଖୁଛନ୍ତି ପରିବାର ଲୋକ !

Jigyansa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପରିବାର ଲୋକ ମାନଙ୍କ ଠାରୁ ଆରମ୍ଭ କରି ଫେନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଡିଜେ ଆଜେକ୍ସ ପାଇଁ ନ୍ୟାୟ ମାଗୁଛନ୍ତି । ମୋଡେଲ ସୈମ୍ୟ ପାଣିଗ୍ରାହୀ ଏବଂ ସୋନାଲୀ ନନ୍ଦ ଙ୍କ ପରି ଏହି ଘଟଣା ଅବିକଳ ଚିତ୍ର ନେଇଥିବା ବେଳେ ଏବେ ପୋଲିସ ର କାର୍ଯ୍ୟାନୁଷ୍ଟାନ ଉପରେ ବି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ତେବେ ଏହି ମାମଲା ପଛରେ ସିଧା ସଳଖ ଡିଜେ ଆଜେକ୍ସ ଙ୍କର ପ୍ରେମିକା ଜିଜ୍ଞାସା ଏବଂ ତାଙ୍କର ପୁରୁଷ ବନ୍ଧୁ ରଶ୍ମି ଙ୍କୁ ଇଙ୍ଗିତ କରାଜାଉ ଥିବା ବେଳେ ଏବେ ନିଜର ଗେହ୍ଲି ଝିଅର ଦୋଷ କୁ ଲୁଚେଇବାକୁ ଚେଷ୍ଟା କରିଛନ୍ତି ତାଙ୍କ ମାଆ ଜୋସ୍ନା ରାଣୀ ମହାରଣା । ଏମିତି କି ପୋଲିସ ତାଙ୍କ ବାସ ଭବନ ରେ ଜାଇ 3 ଘଣ୍ଟା ଧରି ଜେରା କରିବା ସମୟ ରେ ନିଜ ଝିଅର କୈଣସି ଭୁଲ ନଥାଇ ତାକୁ ମିଛରେ ଫସେଇ ଦେଇଥିବା କଥା ଏବେ ତାଙ୍କ ମାଆ କହିଥିବା ଜଣା ପଡିଛି ।

Jigyansa

ଆଉ ଏହି ଘଟଣା ରେ ତୃତୀୟ ଯୁବତୀ ଙ୍କ ସହିତ ସଂମ୍ପର୍କ ନେଇ ଖୁଲାସା କରିଛନ୍ତି ଜିଜ୍ଞାସା ଏବଂ ତାଙ୍କର ପରିବାର ଲୋକେ । ଯେଉଁ ସଂମ୍ପର୍କ କୁ ଜାଣି ଜିଜ୍ଞାସା ଆଜେକ୍ସ ଠାରୁ ଦୂରେଇ ଜାଇଥିବା ଜିଜ୍ଞାସା ଙ୍କ ମାଆ କହିଥିବା ଜଣା ପଡିଛି । ଆମ ଝିଅ ଭାରି ଭଲ ସେ ନିର୍ଦୋସ । ତାର ଗୋଟିଏ ସ୍ୱପ୍ନ ଥିଲା ଡାକ୍ତର ହେବା ଆଉ ସେହି କାରଣ ରୁ ସେ ହୋଷ୍ଟେଲ ରେ ରହି ପାଠ ପଢୁଥିଲା ।

ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ ମାମଲା ରେ ଆଜେକ୍ସ ଙ୍କ କୈଣସି ସମ୍ପୃକ୍ତି ନଥିବା ଜିଜ୍ଞାସା ଙ୍କ ମାଆ କହିଥିବାର ଦେଖିବାକୁ ମିଳିଛି । ହେଲେ ଏହି ସଂମ୍ପୃକ୍ତ ଘଟଣା ରେ ପୋଲିସ ହାତରେ ଲାଗିଛି ଡିଜେ ଆଜେକ୍ସ ଙ୍କ ଫୋନ ଚାର୍ଟ , ମେଲ , ଏବଂ ମେସଜ୍ । ଯେଉଁ ଆଧାରରେ ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣା କୁ ଏବେ 5 ଦିନ ହୋଇଥିଲେ ବି କୈଣସି ଉତ୍ତର ରଖୁ ନାହାଁନ୍ତି ଜିଜ୍ଞାସା ଙ୍କ ପରିବାର ଲୋକ । ଏମିତି କି ପୋଲିସ ର ତଦନ୍ତ ବେଳେ ଘଟଣା କୁ ବାଟ ବଣା କରିବାକୁ ପରିବାର ଲୋକ ଉଦ୍ୟମ କରୁଥିବାର ଦେଖିବାକୁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *