ରାତି ପାହିଲେ ହୋଇଥାନ୍ତା ଚଉଠି , ହେଲେ ବିଧତାର ନିୟମ ଥିଲା କିଛି ଅଲଗା

married

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚୈଉଠି ପୂର୍ବରୁ ଚାଲିଗଲା ସ୍ୱାମୀର ଜିବନ । ସ୍ୱାମୀ ସ୍ତ୍ରୀ ରାତି ବିତେଇ ଥିଲେ ହୋଇଥାନ୍ତା ଚୈଉଠି । ସେହିଥି ପାଇଁ ସ୍ୱାମୀ ସ୍ତ୍ରୀ ସମସ୍ତେ ଖୁସୀ ଥିଲେ । ଉଭୟ ଙ୍କ ଖୁସୀରେ ପୂରା ପରିବାର ଖୁସୀଥିଲେ । ସେହି ରାତିରେ ଉଭୟ ଙ୍କ ମନରେ ମନ ମିଶିଥାନ୍ତା । ହେଲେ ସବୁ କିଛି ଏପଟ ସେପଟ ହୋଇଗଲା ।

ମନ ମିଶି ଗୋଟିଏ ନୂଆ ସଂସାର ଆରମ୍ଭ ହେବା ପୂର୍ବରୁ ଚାଲିଗଲା ସ୍ୱାମୀର ଜିବନ । ଏହି ଭଳି ଏକ ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଛି । ବାଲେଶ୍ୱର ଜିଲ୍ଲା ଖନ୍ଥାପଡା ଥାନା ଖଲପାଇ ଗାଁ ରେ ଦେଖା ଚାହାଁରୁ ବାହାଘର ଠିକ୍ ହୋଇଥିଲା । ପୁଅ କୁ ଦେଖି ଝିଅ ଘର ଲୋକ ଏହି ବାହାଘର ରେ ରାଜି ହୋଇଥିଲେ । ବାହାଘର ଠିକ୍ ହେବା ପରେ ଫୋନ ରେ କଥା ଆଉ ତା ପରେ ହୋଇଥିଲା ବାହାଘର ।

bar

ମାର୍ଚ୍ଚ 1 ତାରିଖ ରେ ଝିଅ ଘରକୁ ରୋଷଣୀ ନେଇ ବୈଦ୍ଧିକ ରିତି ନିତିରେ ବାହା ହୋଇଥିଲେ ଉକ୍ତ ଗାଁ ର ଅଜୟ କୁମାର ଭଞୀ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ବାହାଘର ଦୁଇ ଦିନ ପରେ ହୋଇଗଲା ଅଜୟ ଙ୍କର ମୃ-ତ୍ୟୁ । ଯେଉଁଦିନ ରିସେପ୍ସନ ଭୋଜି ଥିଲା ସେହି ଦିନ ସୈଚ ହେବାକୁ ଜାଇ ଥିବା ବେଳେ ପୋଖରୀ ରେ ବୁଡି ଚାଲି ଜାଇ ଥିଲା ଅଜୟ ଙ୍କର ଜିବନ ।

ସେପଟେ ଏହି ଘଟଣା ପରେ ସାରା ବାଲେଶ୍ୱର ସ୍ତବ୍ଧ ହୋଇଜାଇଛି । ଯେଉଁ ମଥାରେ ନବ ବୁଧୁ ର ସିନ୍ଦୁର ଲାଗିଥିଲା ସେହି ମଥାରୁ ଚତୁର୍ଥି ପୂର୍ବରୁ ସିନ୍ଦୁର ଲିଭି ଜାଇଛି । ଏବଂ ଏବେ ପରିବାର ବି ସ୍ତବ୍ଧ । କାରଣ ମେହେନ୍ଦି ର ରଙ୍ଗ ନ ଲିଭୁଣୁ ଦେହରେ ଧଳା ଲୁଗା ପିନ୍ଧିଛନ୍ତି ନବ ବଧୁ । ବାହାଘର କୁ ନେଇ ଦେଖି ଥିବା ସବୁ ସ୍ୱପ୍ନ ତାଙ୍କର ଭାଙ୍ଗି ଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *